Odia News Portal

OJEE ରେଜଲ୍ଟ ପ୍ରକାଶ

ଭୁବନେଶ୍ୱର() ଚଳିତବର୍ଷର OJEE ରେଜଲ୍ଟ ଆଜି ପ୍ରକାଶ ପାଇଛି । ବୈଷୟିକ ଶିକ୍ଷା ଓ ଦକ୍ଷତା ମନ୍ତ୍ରୀଙ୍କ ଦ୍ୱାରା ଫଳ ପ୍ରକାଶ ପାଇଛି । ପରୀକ୍ଷା ଦେଇଥିବା ୪୯,୨୬୭ ପିଲାଙ୍କୁ ରାଙ୍କ ମିଳିଛି । ଶୋଭିତ ପଟେଲ ବି.ଟେକ୍ ଓ ଶ୍ୟାମସୁନ୍ଦର ପଟେଲ ଏମ୍.ଟେକ୍ ଟପର ହୋଇଛନ୍ତି । ଏମବିଏରେ ଶୁଭକାନ୍ତ…

ଇସ୍ତଫା ଦେଲେ ଜୀବନ ପ୍ରଦୀପ ଦାସ

ଭୁବନେଶ୍ୱର() ଆଜି ବିଜେଡି ଛାଡିଛନ୍ତି ଜୀବନ ପ୍ରଦୀପ ଦାସ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଜୀବନ ଇସ୍ତଫା ଦେଇଛନ୍ତି । ଦଳ ଛାଡିବା ପରେ ସେ କହିଛନ୍ତି ଯେ, ‘ଦଳ ମୋତେ ଅଣାଦଖା କରୁଥିଲା । ଉପ-ନିର୍ବାଚନରେ ଦଳ ଯାହା ଦାୟିତ୍ୱ ଦେଇଥିଲା କରିଥିଲି ।’ ତେବେ ଗତକାଲି ଦଳରୁ ନିଲମ୍ବିତ ହୋଇଥିଲେ…

ପଦରୁ ଇସ୍ତଫା ଦେଲେ ମନୋରଞ୍ଜନ ଷଡଙ୍ଗୀ

ଭୁବନେଶ୍ୱର() ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଲେ ମନୋରଞ୍ଜନ ଷଡଙ୍ଗୀ । ଓଡିଶା ଇନଫ୍ରା ଟେକ୍ ନିର୍ଦ୍ଦେଶକ ପଦରୁ ଆଜି ଇସ୍ତଫା ଦେଇଛନ୍ତି ମନୋରଞ୍ଜ । ଅସୁସ୍ଥତା କାରଣରୁ ଇସ୍ତଫା ଦେଇଥିବା ଚିଠିରେ ଦର୍ଶାଯାଇଛି । ଦୀର୍ଘଦୀନ ହେବ ମଧୁମେହ ଓ ଉଚ୍ଚ ରକ୍ତଚାପରେ ସେ ଆକ୍ରାନ୍ତ ହୋଇଥିଲେ । ଇଓଡବ୍ଲୁ…

୨୩୦ ଭୂମିହୀନଙ୍କୁ ଭୂମି ପ୍ରମାଣପତ୍ର ପ୍ରଦାନ

ନୟାଗଡ()  ଶେଷରେ ବହୁ ପ୍ରତିକ୍ଷାର ଅନ୍ତ ଘଟିଛି। ଓଡିଶା ସରକାରଙ୍କ ଐତିହାସିକ ଜାଗା ମିଶନ ରେ ଆଜି ନୟାଗଡ଼ ପୌରାଞ୍ଚଳ ପକ୍ଷରୁ ସହରାଞ୍ଚଳର ୨୩୦ ବସ୍ତି ବାସିନ୍ଦା ତଥା ଭୂମିହୀନଙ୍କୁ ଭୂମି ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଜାଗା ମିଶନ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…

ବିନା ଭକ୍ତରେ ପାଳନ ହେବ ବଡଓଷା

ଆଠଗଡ()  ଧବଳେଶ୍ବର ପୀଠରେ ବଡଓଷା ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଚଳିତ ବର୍ଷ ବିନା ଭକ୍ତରେ ବଡଓଷା ପାଳନ ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି । କୋଭିଡ୍‌ ନିୟମ ମାନି ମନ୍ଦିରର ସମସ୍ତ ନୀତିକାନ୍ତି କରାଯିବ । ବଡଓଷା ଦିନ ଧବଳେଶ୍ବର ପୀଠର ଆଖପାଖରେ ଜାରି ହେବ ୧୪୪ ଧାରା । ବୈଠକ…

ଏସସିବି ମେଡିକାଲରେ VRDL ଉଦଘାଟିତ

ଭୁବନେଶ୍ୱର()  ଏସସିବି ମେଡିକାଲ ପରିସରରେ ଭିଆରଡିଏଲ ଉଦଘାଟିତ ହୋଇଯାଇଛି । ୧କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି  ଭିଆରଡିଏଲ କଟକ ସାଂସଦ ଭର୍ତ୍ତୃହରି ମହାତାବଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି ।     ଭିଆରଡିଏଲ ବା  ଭାଇରସ ରିଚର୍ଚ୍ଚ ଡାଇଗ୍ନୋଷ୍ଟିକ ଲାବରେଟୋରୀରେ  କରୋନା ଭୂତାଣୁର ଗବେଷଣା…

ପୁରୀଘାଟ ଥାନାରେ ବର୍ଷା ଓ ତାଙ୍କ ଶାଶୂ

କଟକ()  ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କ ଶାଶୁ ଥାନାର ଦ୍ୱାରସ୍ଥ ହୋଇଛି ।  ପରସ୍ପର ବିରୋଧରେ ଅଭିଯୋଗ ଆଣି ଉଭୟ ଥାନାରେ ପହଞ୍ଚିଛନ୍ତି ।  କଟକ ପୁରୀଘାଟ ଥାନାରେ ଉଭୟଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି । ଘରୁ ବାହାର କରିଦେବାକୁ ଚକ୍ରାନ୍ତ କରାଯାଉଥିବା ବର୍ଷା …

ପିଏନବି ବ୍ୟାଙ୍କରୁ ଲୁଟ୍ ଘଟଣାର ପର୍ଦ୍ଦାଫାସ୍, ୨ ଗିରଫ

ଭୁବନେଶ୍ୱର() ଭୁବନେଶ୍ୱର ପଟିଆ ସ୍ଥିତ ପିଏନବି ବ୍ୟାଙ୍କରୁ ଲୁଟ୍ ଘଟଣାର ପର୍ଦ୍ଦାଫାସ୍ ହୋଇଛି । ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ‘ ଭାଇଜାଗରୁ ୨ ଲୁଟେରା ଧରାପଡିଛନ୍ତି । ସିସିଟିଭି ଫୁଟେଜ ଖୋଳତାଡରୁ…

ଆଉ ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ଖୋର୍ଦ୍ଧାରୁ ସର୍ବାଧିକ

 ଭୁବନେଶ୍ୱର() ଆଜି ୧୪୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୩୯୩ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ଖୋର୍ଦ୍ଧା ଓ…

ଆଜି ୧୪୯୪ କରୋନା ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୯୮ ହଜାର ପାର

ଭୁବନେଶ୍ବର() ୨୪ ଘଣ୍ଟା ମଧ୍ୟରେ ୧୪୯୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୮୭୬୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ…