Odia News Portal

ଦଣ୍ଡାଦେସ ପରେ ଜାମିନ

ନୂଆଦିଲ୍ଲୀ()  ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟଙ୍କୁ ୩ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି । କୋଇଲା ବ୍ଲକ ଦୁର୍ନୀତିରେ ତାଙ୍କର ସଂପୃକ୍ତି ଥିବାରୁ ପୂର୍ବରୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ  । ତେବେ ଜେଲ ଦଣ୍ଡରେ ଦଣ୍ଡିତ ହେବାର କିଛି ସମୟ ପରେ ତାଙ୍କୁ ଜାମିନ…

ୱାର୍ଡ଼ ନଂ – ୧ ଓ ୨ ରେ ଜନ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ସାରା ରାଜ୍ୟରେ ଏକ ମାସ ଧରି ଚାଲିଥିବା ଜନ ସଚେତନତା କାର୍ଯ୍ୟକ୍ରମକୁ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ନିର୍ଦେଶରେ ଆଜି ଭୁବନେଶ୍ୱର ଜିଲ୍ଲା ସାଂଙ୍ଗଠନିକ ଉପସଭାପତି ମିହିର କୁମାର ରାଉତ (ପପୁ)ଙ୍କ ନେତୃତ୍ୱରେ ଆଜି…

ପୁରୀରେ ଚାଲିଥିବା ବିଭିନ୍ନ ଉନ୍ନୟନ ଓ ଆଧୁନିକରଣ କାର୍ଯ୍ୟର ସମୀକ୍ଷା କଲେ ୫-ଟି ସଚିବ

ପୁରୀ () ୫-ଟି ସଚିବ ଭି.କେ ପାଣ୍ଡିଆନ ଆଜି ପୁରୀ ଗସ୍ତ କରିଛନ୍ତି । ପୁରୀରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫-ଟି ସଚିବ । ପୁରୀ ସ୍ୱର୍ଗଦ୍ୱାର, ଗୋଲଡେନ ବିଚ୍ ଓ ଗୋଶାଳ ବୁଲି ଚାଲିଥିବା ବିଭିନ୍ନ ଉନ୍ନୟନ ଓ ଆଧୁନିକୀକରଣ କା ର୍ଯ୍ୟର ସମୀକ୍ଷା କରିଛନ୍ତି…

ଆଜି ମହାମାୟାଙ୍କ ମହାଷ୍ଟମୀ ପୂଜା

ଭୁବନେଶ୍ବର() ଆଜି ମହାମାୟାଙ୍କ ମହାଷ୍ଟମୀ ପୂଜା । ମନ୍ତ୍ରଧ୍ୱନିରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ। କରୋନା କଟକଣା ପାଇଁ ଉତ୍ସବ ଫିକା ପଡ଼ିଥିଲେ ବି ରୀତିନୀତି ଅନୁଯାୟୀ ଚାଲିଛି ଦେବୀ ଦଶଭୂଜାଙ୍କ ଆରାଧନା । କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ବିନା ଭକ୍ତରେ ଚଳିତ ବର୍ଷ ପୂଜାର ଆୟୋଜନ…

ନିୟମ ନମାନିଲେ ଦୃଢ କାର୍ୟ୍ୟାନୁଷ୍ଠାନ

ଭୁବନେଶ୍ୱର() କରୋନା କଟକଣା ମଧ୍ୟରେ ସମସ୍ତ ପେଣ୍ଡାଲରେ ପୂଜା ପାଉଛନ୍ତି ମା’ । ପର୍ବଣର ମହକ କରୋନା ପାଇଁ ଫିକା ପଡ଼ିଛି । ପୂଜାରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା ପରେ ଏବେ ବିସର୍ଜନ ଉପରେ ବି ଲାଗିଛି କଟକଣା । ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଜାରି କରିଥିବା କଟକଣାକୁ ପାଳନ କରିବାକୁ…

ପୁଣି ଶୁଭିଲାଣି ମାନ୍ୟବର ମାନ୍ୟବର

ଭୁବନେଶ୍ୱର() ବ୍ୟାକ୍‌ କରୁଛନ୍ତି ସାରଥି ! ସୋସିଆଲ ମିଡିଆରେ ସାରଥିଙ୍କ ନୂଆ ଷଡ଼ଯନ୍ତ୍ର ! ଅନୁଗାମୀଙ୍କୁ ମୋହରା କରି ଦେବତା ହେବାକୁ ନୂଆ ଭାଣ୍ଡାମି । ଏଥର ବାରିମୂଳ ନୁହେଁ ଅଜ୍ଞାତ ସ୍ଥାନରୁ ପ୍ରବଚନ । ପୁଣି ଶୁଭିଲାଣି ମାନ୍ୟବର ମାନ୍ୟବର । ଅନର୍ଗଳ ପ୍ରବଚନ ଦେଉଛନ୍ତି ସାରଥି ଓରଫ ସନ୍ତୋଷ…

ଦଶହରା ବକସିସ୍ ଦେଇ ଦେଇ ନେତାଏ ଅସ୍ତ ବ୍ୟସ୍ତ

ଭୁବନେଶ୍ୱର() ଉପ ନିର୍ବାଚନ ଦାୟିତ୍ୱରେ ନେତାଙ୍କୁ ଏବେ ଦଶହରା ବକ୍‍ସିସ୍‍ ଅଡୁଆ  ହୋଇଛି । ଭୋଟରଙ୍କ ଠାରୁ ଆରମ୍ଭ କରି କର୍ମୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏବେ ଦଶହରା ଖର୍ଚ୍ଚ ମାଗୁଥିବାରୁ କାହାକୁ କେତେ ଦେବେ ଓ ଏହାର ଫଳ କ’ଣ ହେବ ତାହାକୁ ନେଇ ନେତା ଅଡୁଆରେ ପଡିଥିବାବେଳେ ଭୋଟରମାନେ କିନ୍ତୁ…

ଆଉ ୧୫ ମୁଣ୍ଡ ନେଲା କରୋନା, ରାଜଧାନୀରୁ ସର୍ବାଧିକ

ଭୁବନେଶ୍ବର() ଆଜି ୧୬୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୨୨୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୁନ୍ଦରଗଡ, ମୟୂରଭଞ୍ଜ ଓ…

ଆଜି ଆଉ ୧୬୯୫ କରୋନା ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୭୯ ହଜାର ପାର

ଭୁବନେଶ୍ବର() ୨୪ ଘଣ୍ଟା ମଧ୍ୟରେ ୧୬୯୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭୯୫୮୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ…

କର୍ମଚାରୀଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ୱର()  ଉପନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଆଜି ଘୋଷଣା ହୋଇଛି ଅନୁକମ୍ପା ରାଶି । ପୁଲିଂ କର୍ମଚାରୀ ଓ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବଳଙ୍କ ପାଇଁ ଏହି ଘୋଷଣା ହୋଇଛି । କରୋନାରେ ଆକାନ୍ତ ହୋଇ ମୃତ୍ୟୁ ହେଲେ ମିଳିବ ଅନୁକମ୍ପା ରାଶି । ମୃତକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର…