Odia News Portal

ସମ କୋଭିଡ ହସ୍ପିଟାଲ ଡାକ୍ତରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର() ସମ କୋଭିଡ ହସ୍ପିଟାଲ ର ଚିକିତ୍ସା ତଥା ଡାକ୍ତରଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ମହାମାରୀକୁ ପ୍ରତିହତ କରିବା ନିମନ୍ତେ ଏହି ହସ୍ପିଟାଲର ଦାୟିତ୍ବରେ ଥିବା ଡାକ୍ତରମାନେ ଯେଉଁଭଳି ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ ସଂପାଦନ କରୁଛନ୍ତି ଏଥିରେ ସେ…

ବାଲେଶ୍ୱର ଉପ ନିର୍ବାଚନ : ରଘୁନାଥଙ୍କୁ ବିଜେପି ପ୍ରଚାର କମିଟି ଦାୟିତ୍ୱ

ଭୁବନେଶ୍ୱର()  ଉପ ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଗତକାଲି ଉଭୟ ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ଆଜି ପ୍ରଚାର କମିଟି ଘୋଷଣା କରାଯାଇଛି । ୧୩ ଜଣିଆ ପ୍ରଚାର କମିଟି ଘୋଷଣା କରାଯାଇଥିବା ବେଳେ ରଘୁନାଥ…

ବାଲେଶ୍ବର ସଦର ଓ ତିର୍ତ୍ତୋଲ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା

ଭୁବନେଶ୍ବର ()  ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି । ବାଲେଶ୍ବର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ବିଜେପି ପ୍ରାର୍ଥୀ ଘୋଷଣା କରିଛି । ତିର୍ତ୍ତୋଲରୁ ବିଜେପି ତରଫରୁ ରାଜକିଶୋର ବେହେରାଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ବାଲେଶ୍ବର ସଦରର ପ୍ରାର୍ଥୀ ହୋଇଛନ୍ତି ମାନସ…

ଆଇପିଏସ୍ ଅନୁପ ସାହୁଙ୍କ ନାଁରେ ଫେକ୍ ଫେସବୁକ୍ ଆକାଉଣ୍ଟ

ଭୁବନେଶ୍ୱର() ଆଇପିଏସ୍ ଅନୁପ ସାହୁଙ୍କ ନାଁରେ ଏକ ଫେକ୍ ଫେସବୁକ୍ ଆକାଉଣ୍ଟ ଖୋଲାଯାଇଛି। ବର୍ତ୍ତମାନ ଗୁଇନ୍ଦା ବିଭାଗ ଡିଆଇଜି ଥିବା ଖୋଦ୍ ଅନୁପ ନିଜେ ଏହି ସୂଚନା ଦେଇଛନ୍ତି। ତେବେ ଏଥିରୁ କୌଣସି ଫ୍ରେଣ୍ଡ ରିକ୍ୟୁଏଷ୍ଟ ଗ୍ରହଣ ନକରିବାକୁ ସେ ସୋଶାଲ ମିଡିଆରେ ଅନୁରୋଧ କରିଛନ୍ତି। ଏହାସହିତ ସେ…

ଏଥର ହେବନାହିଁ ଭଷାଣୀ ଉତ୍ସବ, କୃତ୍ରିମ ପୁଷ୍କରିଣୀରେ ବିସର୍ଜନ ହେବେ ମା

ଭୁବନେଶ୍ୱର : ଉତ୍ତର ଭୁବନେଶ୍ୱର ଭଷାଣୀ କମିଟି ପକ୍ଷରୁ ପଟିଆ ଶିରିଡିସାଇ ମନ୍ଦିର ପ୍ରାଙ୍ଗଣରେ କମିଟିର ଅଧ୍ୟକ୍ଷ ମଧୁମାଧବ ଜେନାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀର ଭୟାବହତା ଦୃଷ୍ଟିରୁ ଏଥର ଭଷାଣୀ ଉତ୍ସବ ଅନୁଷ୍ଠିତ ହେବନାହିଁ । ଅସ୍ଥାୟୀ କୃତ୍ରିମ…

ଭୁବନେଶ୍ୱରରୁ ଆଉ ୩୨୧ ପଜିଟିଭ, ୨୩୮ ଲୋକାଲ କେସ

ଭୁବନେଶ୍ୱର() ଆଜି ବି ଭୁବନେଶ୍ୱରରୁ ୩୨୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ଚିହ୍ନଟ ହୋଇଥିବା ୩୨୧ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୮୩ ଓ ସ୍ଥାନୀୟ ଅଞ୍ଚଳରୁ ୨୩୮ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ୩୩୧ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା…

ସୋଆ ପକ୍ଷରୁ ଜିଆଇଏସ୍‌, ରିମୋଟ ସେନ୍‌ସିଂ ଓ ଆପ୍ଲିକେସନ୍‌ସ ସମ୍ବନ୍ଧରେ ଫ୍ୟାକଲ୍ଟି ଡେଭଲପ୍‌ମେଂଟ ପ୍ରୋଗ୍ରାମ

ଭୁବନେଶ୍ୱର ()କୋଭିଡ-୧୯ ମହାମାରୀ ମଧ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସଟି)ରେ ୫ ଦିନିଆ ଏଆଇସିଟିଇ ଟ୍ରେନିଂ ଓ ଲର୍ନିଂ (ଅଟଳ) ଫ୍ୟାକଲ୍ଟି ଡେଭଲପ୍‌ମେଂଟ ପ୍ରୋଗ୍ରାମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ବିଷୟ ବସ୍ତୁ ଥିଲା “ଜିଓଗ୍ରାଫିକାଲ୍ ଇନ୍‌ଫର୍ମେସନ୍…

ନେତା ନାଚିଲେ ରାଜ୍ୟର ବିକାଶ ହେବ

ଭୁବନେଶ୍ୱର() ଅପରାଜିତା ଷଡ଼ଙ୍ଗୀଙ୍କ ଜନ୍ମଦିନ ପାର୍ଟିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ। ସୁର କହିଛନ୍ତି, ଅପରାଜିତା ଜଣେ ଉଚ୍ଚ ଅଫିସର ଥିଲେ, ଦେଖିବାକୁ ସୁନ୍ଦର, ତାଙ୍କ ବ୍ୟବହାର ବି ସୁନ୍ଦର, ସମସ୍ତଙ୍କ ସହିତ ମିଶନ୍ତି। ଯଦି ସେ ନିଜ ଜନ୍ମଦିନରେ…

ଉଦ୍‌ଘାଟନ ହେବ କଟକ ମଡେଲ୍ ରାସ୍ତା

କଟକ() ଆଜି ସନ୍ଧ୍ୟାରେ କଟକ ତାଳଦଣ୍ଡା କେନାଲ ନୂତନ ରାସ୍ତା ଉଦ୍‌ଘାଟନ ହେବ । ଭିଡିଓ କନଫରେନ୍‌ସିଂ ଜରିଆରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ୩ ଲେନ ବିଶିଷ୍ଟ ଦେଢ଼ କିଲୋମିଟର ରାସ୍ତାର ୫ଟି ସ୍ଥାନରେ ସୁଦୃଶ୍ୟ ପାର୍କିଂ ବ୍ୟବସ୍ଥା କରାଯିବା ସହିତ ରାସ୍ତାକଡ଼ରେ…

ଉମା ସାମନ୍ତରାୟଙ୍କୁ କାରଣ ଦର୍ଶାଅ ନୋଟିସ୍

ପୁରୀ() ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟଙ୍କୁ ପଠାଗଲା କାରଣ ଦର୍ଶାଅ ନୋଟିସ୍ । ସିଆରପିସି-୪୧(ଏ) ଅନୁଯାୟୀ କାରଣ ଦର୍ଶାଅ ନୋଟିସ ପଠାଯାଇଛି । ଉମାଙ୍କ ସରକାରୀ ବାସଭବନରେ ପହଞ୍ଚିଛି ସମୁଦ୍ର କୂଳ ଥାନାର ଟିମ୍ । ୭ଦିନ ଭିତରେ କରାଣ ଦର୍ଶାଇବାକୁ ଉମା ସାମନ୍ତରାୟଙ୍କୁ ନୋଟିସ୍ ଦିଆଯାଇଛି ।…