Odia News Portal

ଉମା ସାମନ୍ତରାୟଙ୍କୁ କାରଣ ଦର୍ଶାଅ ନୋଟିସ୍

ପୁରୀ() ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟଙ୍କୁ ପଠାଗଲା କାରଣ ଦର୍ଶାଅ ନୋଟିସ୍ । ସିଆରପିସି-୪୧(ଏ) ଅନୁଯାୟୀ କାରଣ ଦର୍ଶାଅ ନୋଟିସ ପଠାଯାଇଛି । ଉମାଙ୍କ ସରକାରୀ ବାସଭବନରେ ପହଞ୍ଚିଛି ସମୁଦ୍ର କୂଳ ଥାନାର ଟିମ୍ । ୭ଦିନ ଭିତରେ କରାଣ ଦର୍ଶାଇବାକୁ ଉମା ସାମନ୍ତରାୟଙ୍କୁ ନୋଟିସ୍ ଦିଆଯାଇଛି ।…

ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ବାପା ଗୌରୀଶଙ୍କରଙ୍କ ପରଲୋକ

ଟିଟିଲାଗଡ଼() ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ବାପା ଗୌରୀଶଙ୍କର ତ୍ରିପାଠୀଙ୍କ ଆଜି ୯୬ ବର୍ଷ ବୟସରେ ପରଲୋକ ଘଟିଛି । ଗତକାଲି ଟିଟିଲାଗଡ଼ ହାଟପଦା ପଡ଼ାସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଥିବା ଖବର ମିଳିଛି । ସ୍ବର୍ଗତ ତ୍ରିପାଠୀ ୧୯୨୪ ମସିହାରେ ବଲାଙ୍ଗୀର ଜିଲ୍ଲା…

ରାଜ୍ୟର ୧୧୨୦ଟି ଦୋକାନରେ ମିଳିବ ଫାଭିପିରାଭିର

ଭୁବନେଶ୍ୱର() ରାଜ୍ୟର ୧୧୨୦ଟି ଔଷଧ ଦୋକାନରେ ଭୂତାଣୁ ନାଶକ ବା ଆଣ୍ଟିଭାଇରାଲ ବଟିକା ଫାଭିପିରାଭିର ଉପଲବ୍ଧ ହେବ । ପୂର୍ବରୁ ଏହା ରାଜ୍ୟର ୩ଶହଟି ଷ୍ଟୋରରେ ଉପଲବ୍ଧ ହେଉଥିଲା । ୫ଟି ମହାନଗରରେ ଏହା ପ୍ରାୟ ୪୦ଟି ଷ୍ଟୋର ଲେଖାଏଁ ଓ ଜିଲ୍ଲାରେ ୧୦-୩୦ଟି ଷ୍ଟୋରରେ ଉପଲବ୍ଧ ହେବ ବୋଲି ରାଜ୍ୟ…

କ୍ଷମା ମାଗିଲେ ଉମାକାନ୍ତ

ଭୁବନେଶ୍ବର() କୋଭିଡ ଆଇନ ଉଲ୍ଲଂଘନ ମାମଲା ପ୍ରସଙ୍ଗରେ ସତ୍ୟବାଦୀ ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟ କ୍ଷମା ମାଗିଛନ୍ତି । ସେ କହିଛନ୍ତି ଯେ, କରୋନା ସଂକ୍ରମିତ ଥାଇ ସ୍ୱର୍ଗଦ୍ୱାରରେ ପହଞ୍ଚିବା ଭୁଲ ଥିଲା । ପ୍ରଦୀପ ମହାରଥୀଙ୍କ ବିୟୋଗରେ ଭାବବିହ୍ୱଳ ହୋଇ ସ୍ୱର୍ଗଦ୍ୱାର ଯାଇଥିଲି ।…

ସିଲ୍ ହେଲା ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟ

ଭୁବନେଶ୍ୱ()  ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟକୁ ସିଲ୍‌ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସାଂସଦଙ୍କ ପଳାସପଲ୍ଲୀ ସ୍ଥିତ କାର୍ଯ୍ୟାଳୟକୁ ସିଲ୍ କରାଯାଇଛି। କମିଶନରେଟ ପୋଲିସ ସହାୟତାରେ କାର୍ଯ୍ୟାଳୟ ସିଲ୍‌ କରିଛି। କାର୍ଯ୍ୟାଳୟରେ କୋଭିଡ୍ ନିୟମ ଉଲଂଘନ ଜନ୍ମଦିନ ପାଳନ…

ପୁଣି କରୋନା ନେଲା ୧୫ ଜୀବନ, ଖୋର୍ଦ୍ଧାରୁ ୫

ଭୁବନେଶ୍ବର()   ରାଜ୍ୟରେ ପୁଣି କରୋନାରେ ୧୫ ଜୀବନ ଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୧୦୦୬ରେ ପହଞ୍ଚôଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫ ଜଣ କରୋନା…

ଆଜି ଆଉ ୨୮୫୪ ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୪୯ ହଜାର ପାର

ଭୁବନେଶ୍ୱର() ଆଜି ପୁଣି ୩୦ ଜିଲ୍ଲାରୁ ୨୮୫୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୬୫୯ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୧୯୫ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୪୯,୬୯୩ କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ…

ମାନହାନି ମକଦ୍ଦମାରେ ଜିତିଲେ ଋଚା

ନୂଆଦିଲ୍ଲୀ () ବଲିଉଉ ଅଭିନେତ୍ରୀ ଋଚା ଚଡ୍ଢା ଓ ପାୟଲ ଘୋଷଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ପାୟଲ ନିର୍ଦେଶକ ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ଶୋଷଣ ମାମଲା ଆଣିବା​‌ ବେଳେ ସେ ଋଚାଙ୍କ ନାଁ ନେଇ ଥିଲେ। ଏହା ପରେ ଋଚା ପାୟଲଙ୍କ ବିରୋଧରେ ମାନହାନି ମକଦ୍ଦମା କରିଥିଲେ। ବମ୍ବେ ହାଇକୋର୍ଟରେ…

ନିୟମ ଉଲ୍ଲଘଂନ କରି ସାଂସଦ ପାଳିଲେ ଜନ୍ମଦିନ, କେନ୍ଦ୍ରଙ୍କୁ ଚିଠି ଲେଖିଲେ ଦିବ୍ୟଶଙ୍କର ମିଶ୍ର

ଭୁବନେଶ୍ୱର() କୋଭିଡ଼ ନିୟମ ଉଲ୍ଲଘଂନ କରି ସାଂସଦ ପାଳିଲେ ଜନ୍ମଦିନ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗି ଜନ୍ମଦିନ ପାଳନ କରିଥିବା ବେଳେ ଏହି ଉତ୍ସବରେ ଶତାଧିକ କର୍ମୀ ଏକାଠି ହୋଇଥିବାର ଦେଖିବାକୁ ମିଳିଛି । ତେବେ ସାଂସଦଙ୍କ ଉପସ୍ଥିତିରେ ଚାଲିଥିବା ନାଚ । କାହା ମଧ୍ୟରେ ନଥିଲା ସାମାଜିକ…

ଚତୁର୍ଥ ବିବାହ ବନ୍ଧନରେ ବାନ୍ଧି ହେଲେ ଭଜନ ସମ୍ରାଟ

ନୂଆଦିଲ୍ଲୀ () ୬୭ ବର୍ଷ ବୟସରେ ପୁଣିଥରେ ବିବାହ କଲେ ଭଜନ ସମ୍ରାଟ ଅନୁପ ଜଲୋଟା । ଏହି ବିବାହ ତାଙ୍କର ଚତୁର୍ଥ ବିବାହ । ଏଥର ସେ ତାଙ୍କର ଜଣେ ଶିଷ୍ୟାଙ୍କୁ ବିବାହ କରିଥିବା ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭଜନ ସମ୍ରାଟ ଅନୁପ ଜଲୋଟା ଏବଂ ମଡେଲ ଅଭିନେତ୍ରୀ ଜସଲିନ ମଥାରୁଙ୍କ କିଛି ଫଟୋ…