Odia News Portal

ରସାୟନ ବିଜ୍ଞାନରେ ୨୦୨୦ ପାଇଁ ନୋବେଲ ପୁରସ୍କାର ଘୋଷଣା

ରସାୟନ ବିଜ୍ଞାନରେ ୨୦୨୦ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଜିନୋମ୍ ଏଡିଟିଂ ପାଇଁ ଏକ ପଦ୍ଧତିର ବିକାଶ ଲାଗି ଚଳିତ ଥର ଇମାନୁଏଲ ଚାରପେଣ୍ଟିଅର ଓ ଜେନିଫିର ଏ ଡାଉଡନାଙ୍କୁ ନୋବେଲ୍‌ ପୁରସ୍କାରରେ ସମ୍ମାନିତ କରାଯିବ। ଏହି ପୁରସ୍କାର ଜରିଆରେ ସେହି କାର୍ଯ୍ୟକୁ ସମ୍ମାନିତ କରାଯାଉଛି,…

ତଦନ୍ତ କରିବାକୁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ  ବିଭାଗର ସଚିବଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର()ଭୁବନେଶ୍ୱର ସ୍ଥିତ ଗଭର୍ଣ୍ଣର ହାଉସ ନିକଟରେ ଥିବା ପେଟ୍ରୋଲ ପମ୍ପରେ ନିଆଁ ଲାଗି ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତଦନ୍ତ କରିବାକୁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ  ବିଭାଗର ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ…

ସ୍ଥିତି ନିୟନ୍ତ୍ରଣକୁ ଆସିଗଲାଣି

ଭୁବନେଶ୍ୱର()  ରାଜଧାନୀର ରାଜଭବନ ନିକଟସ୍ଥ  ପେଟ୍ରୋଲ ପମ୍ପରେ ବିସ୍ଫୋରଣ ପରେ ନିଆଁ ଲାଗିବା ଘଟଣା ନେଇ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ନିଜ ପ୍ରତିକ୍ରିୟାରେ  କହିଛନ୍ତି ଯେ,  ପେଟ୍ରୋଲ ପମ୍ପରେ ମୋଟ ୩ଟି ଟାଙ୍କି ରହିଛି ।  ପେଟ୍ରୋଲ ଟାଙ୍କି, ଡିଜେଲ ଟାଙ୍କି ଓ ସିଏନଜି ଟାଙ୍କି…

ଆହତଙ୍କ ମାଗଣ ଚିକିତ୍ସା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର()  ଭୁବନେଶ୍ବର ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ଆଜି ଲାଗିଛି ଭୟଙ୍କର ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡରେ ୮ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୮ ଜଣଙ୍କ ମଧ୍ୟରୁ ଗୁରୁତର ଥିବା ୨ଜଣଙ୍କୁ SCB ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।…

ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ଭୟଙ୍କର ବିସ୍ଫୋରଣ

ଭୁବନେଶ୍ୱର()  ରାଜଧାନୀର ରାଜଭବନ ନିକଟସ୍ଥ ଏକ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟିଛି ।  ବିସ୍ଫୋରଣ ପରେ ପେଟ୍ରୋଲ ପମ୍ପରେ ଏକ ବଡ଼ ଧରଣର ନିଆଁ ଲାଗିଛି ।  ଏନେଇ ଖବର ପାଇଁ ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇବାକୁ ଉଦ୍ୟମ କରୁଛନ୍ତି ।   ତେବେ ଖବର ଲେଖା ସୁଦ୍ଧା…

ସର୍ବସାଧାରଣ ସ୍ଥାନକୁ ଧାରଣା ପ୍ରଦର୍ଶନ ପାଇଁ ଘେରା ଯାଇପାରିବ ନାହିଁ

ନୂଆଦିଲ୍ଲୀ ()  ଦିଲ୍ଲୀରେ ଶାହିନ ବାଗରେ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ କରାଯାଇଥିବା ବିରୋଧ ପ୍ରଦର୍ଶନ ଉପରେ ସୁପ୍ରିମକୋର୍ଟ ଆଜି ବଡ଼ ନିଷ୍ପତି ଶୁଣାଇଛନ୍ତି। କୌଣସି ବ୍ୟକ୍ତି ସମୂହ ସର୍ବସାଧାରଣ ସ୍ଥାନକୁ ବ୍ଲକ୍ କରିପାରିବେ ନାହିଁ ବୋଲି ଅଦାଲତ କହିଛନ୍ତି। ସେ କହିଛନ୍ତି ଶାହିନ…

ବର୍ଷାଙ୍କୁ ଦିଲ୍ଲୀ କୋର୍ଟଙ୍କ ନୋଟିସ

ଭୁବନେଶ୍ୱର()  ସାଂସଦ ଅନୁଭବ ଓ ପତ୍ନୀ ବର୍ଷାଙ୍କ ପାରିବାରିକ ବିବାଦ ମାମଲାରେ ଏକ ବଡ଼ ଖବର ଆସିଛି ।  ଦିଲ୍ଲୀ ପଟିଆଲା ହାଉସ କୋର୍ଟଙ୍କ ପକ୍ଷରୁ ବର୍ଷା ପ୍ରିୟଦର୍ଶିନୀଙ୍କୁ ନୋଟିସ ଜାରି କରାଯାଇଛି ।  ଡିସେମ୍ବର ୧୦ରେ ହାଜର ହେବାକୁ କୋର୍ଟ ଏହି ନୋଟିସ କରିଛନ୍ତି ।  ଅନୁଭବ ମହାନ୍ତିଙ୍କ…

କରୋନାରେ ଆଉ ୧୮ ଜଣଙ୍କର ମୃତ୍ୟୁ, ବାଲେଶ୍ୱରରୁ ସର୍ବାଧିକ

ଭୁବନେଶ୍ବର() ଆଜି ରାଜ୍ୟରେ ୨୯୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୮ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯୫୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି…

ଆଜି ଆଉ ୨୯୯୫ ପଜିଟିଭ୍, ଖୋର୍ଦ୍ଧାରୁ ୫୬୮

ଭୁବନେଶ୍ବର() ୨୪ ଘଣ୍ଟା ମଧ୍ୟରେ ୨୯୯୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୪୦୯୯୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ…

ରିୟାଙ୍କୁ ସର୍ତ୍ତମୂଳକ ଜାମିନ

ମୁମ୍ବାଇ() ରିୟା ଚକ୍ରବର୍ତ୍ତୀଙ୍କୁ ସର୍ତ୍ତମୂଳକ ଜାମିନ । ବମ୍ବେ ହାଇକୋର୍ଟ ରିୟାଙ୍କ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ୨୮ ଦିନ ବିଚାରବିଭାଗୀୟ ହାଜତରେ ରହିବା ପରେ ରିୟାଙ୍କୁ ଜାମିନ ମିଳିଛି । ହେଲେ ରିୟାଙ୍କ ଭାଇ ସୈ।ଭିକ ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି କୋର୍ଟ…