Odia News Portal

ଭୁବନେଶ୍ୱରରୁ ଆଉ ୩୧୯ ପଜିଟିଭ, ୨୨୭ ଲୋକାଲ କେସ

ଭୁବନେଶ୍ୱର() ଆଜି ବି ଭୁବନେଶ୍ୱରରୁ ୩୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୯୨ ଓ ସ୍ଥାନୀୟ ଅଞ୍ଚଳରୁ ୨୨୭ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ୩୧୫ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଭୁବନେଶ୍ୱରରେ କରୋନା ପଜିଟିଭଙ୍କ ସଂଖ୍ୟା ୨୩ ହଜାର ୫୪୯ କୁ…

ମୁଲାୟମ ସିଂହ ଯାଦବଙ୍କ ପରଲୋକ

ନୂଆଦିଲ୍ଲୀ() ଦେଶରେ କରୋନା ମହାମାରୀ ଅନେକ ଚିହ୍ନା ମୁହଁକୁ ଆମଠୁ ଦୂରେଇ ନେଉଥିବାବେଳେ ପୁଣି ଏକ ଚର୍ଚ୍ଚିତ ଚେହେରା ଚରଦିନ ଲାଗି ଆଖ ବୁଜିଛନ୍ତି  । ସମାଜବାଦି ପାର୍ଟିର ବରିଷ୍ଠ ନେତା ମୁଲାୟମ ସିଂହ ଯାଦବଙ୍କ ୯୨ବର୍ଷ  ବୟସରେ ପରଲୋକ ଘଟିଛି । ନିଜ ବାସଭବନରେ ସେ ଶେଷନିଃଶ୍ୱାସ ତ୍ୟାଗ…

ମେଡିସିନ୍ ପାଇଁ ନୋବେଲ ପୁରସ୍କାର

ନୂଆଦିଲ୍ଲୀ() ମେଡିସିନ୍ ପାଇଁ ଘୋଷଣା ହେଲା ୨୦୨୦ର ନୋବେଲ ପୁରସ୍କାର । ମେଡିସିନ୍ ପାଇଁ ୩ ଜଣଙ୍କୁ ମିଳିବ ନୋବେଲ ପୁରସ୍କାର । ଏହି ୩ ଜଣଙ୍କୁ ମିଳିତ ଭାବେ ନୋବେଲ ପୁରସ୍କାର ମିଳିବ । ତେବେ ସେହି ୩ ଜଣ ହେଉଛନ୍ତି –ହାର୍ଭେ ଜେ ଅଲଟର, ମାଇକେଲ ହଟନ, ଚାର୍ଲସ ଏମ ରାଇସ୍ । ହେପାଟାଇଟିସ୍-ସି…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ଏହି ଫଟୋ

ମୁମ୍ୱାଇ()  ସାମନା ଆସିଛି ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କ ଏକ ଆଶ୍ଚର୍ଯ୍ୟ କଲା ଭଳି ଫଟୋ । ଯେଉଁ ଫଟୋରେ ସେ ଖୁବ୍‌ ଦୁର୍ବଳ ଲାଗୁଛନ୍ତି । ଏବେ ଏହି ଫଟୋଟି ସୋସାଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି । ଆଉ ଏହି ଫଟୋକୁ ଦେଖି ପ୍ରଶଂସକମାନେ ଅଭିନେତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।…

ଋଣ ପାଇଁ ବ୍ୟାଙ୍କ ଲୁଟ

ଭୁବନେଶ୍ୱର() ଭୁବନେଶ୍ୱରରେ ୨ଟି ବ୍ୟାଙ୍କ ଲୁଟ ଘଟଣାର ଫର୍ଦ୍ଦାଫାସ ହୋଇଛି । ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ । ସେ କହିଛନ୍ତି ଯେ, ‘ ୨୫ ବର୍ଷୀୟ ସୌମ୍ୟ ରଞ୍ଜନ ଜେନାଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କଠାରୁ ୧୦ ଲକ୍ଷ…

ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ରେଜଲ୍ଟ

ନୂଆଦିଲ୍ଲୀ() ଜେଇଇ ଆଡଭାନ୍ସ ୨୦୨୦ ଫଳାଫଳ ଆଜି ପ୍ରକାଶ ପାଇଛି । ଏହି ପରିକ୍ଷାରେ ସମୁଦାୟ ୧,୫୦,୮୩୮ ପ୍ରାର୍ଥୀ ଅଂଶ ଗ୍ରହଣ କରିଥିଲେ । ପେପର ୧ ଓ ୨ରେ ୪୩, ୨୦୪ ପରୀକ୍ଷାର୍ଥର ଉତ୍ତୀର୍ଣ୍ଣ କରିଛନ୍ତି । ମୋଟ ଯୋଗ୍ୟ ପ୍ରାର୍ଥୀଙ୍କ ମଧ୍ୟରୁ ୬,୭୦୭ ଜଣ ମହିଳା ଅଟନ୍ତି। ତେବେ ୭୩ତମ ରାଙ୍କ…

ନୀଳଗିରି ବିଧାୟକ ଗୁରୁତର, ଏମ୍‌ସରେ ଭର୍ତ୍ତି

ନୀଳଗିରି() ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ଗୁରୁତର ଥାଇ ଏମ୍‌ସରେ ଭର୍ତ୍ତି ହୋଇଛନ୍ତି। ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇ ବାଲେଶ୍ୱର କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ସୁସ୍ଥ ହୋଇ ଫେରିଥିଲେ । ପୁଣି ଗତ ୨୭ ତାରିଖରେ ସେ ଭୁବନେଶ୍ୱର ଯାଇ ବିଧାନସଭା ପାଇଁ କୋଭିଡ…

ଦିନକରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୯୨୪କୁ ବୃଦ୍ଧି

ଭୁବନେଶ୍ବର() ଆଜି ରାଜ୍ୟରେ ୨୬୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯୨୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ପୁରୀ ଓ…

ଆଜି ଆଉ ୨୬୧୭ ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୩୫ ହଜାର ପାର

ଭୁବନେଶ୍ବର() ଆଜି ରାଜ୍ୟରେ ୩୦ଟି ଜିଲ୍ଲାରୁ ରେକର୍ଡ ସଂଖ୍ୟାକ ୨୬୧୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୫୨୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୦୯୬ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୩୫ ହଜାର ୩୩୦କୁ ବୃଦ୍ଧି…

କୃଷି ସମସ୍ୟାକୁ ନେଇ ବିରୋଧୀଙ୍କ ମୁଲତବୀ ନୋଟିସକୁ ଗ୍ରହଣ କଲେ ବାଚସ୍ପତି

ଭୁବନେଶ୍ୱର() କୃଷି ସମସ୍ୟାକୁ ନେଇ ଆଜି ପୁଣି ଗୃହରେ ମୁଲତବୀ ନୋଟିସ କରିଛନ୍ତି ବିରୋଧୀ । ଅନ୍ୟପଟେ ବିରୋଧୀଙ୍କ ମୁଲତବୀ ନୋଟିସକୁ ଗ୍ରହଣ କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଏନେଇ ଆଜି ଗୃହରେ ଉତ୍ତର ରଖିବେ କୃଷି ମନ୍ତ୍ରୀ ଅରୁଣ ସାହୁ ।