Odia News Portal

ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ରାଜ୍ୟରେ ପ୍ରବଳ ବର୍ଷିବ

ଭୁବନେଶ୍ୱର () ଗୋଟିଏ ଲଘୁଚାପ ବର୍ଷା ଛାଡ଼ିନି, ଦାନା ବାନ୍ଧିଲାଣି ଆଉ ଗୋଟିଏ । ଏ ଲଘୁଚାପ ବର୍ଷା ଆହୁରି ୩/୪ ଦିନ ରହିବ । ତା’ ପରେ ଆସନ୍ତା ୯ ତାରିଖବେଳକୁ ଆଉ ଏକ ଲଘୁଚାପ ସମ୍ଭାବନା ଅଛି। ସମ୍ଭାବ୍ୟ ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତ (ଡିପ୍ରେସନ୍‌) ରୂପ ନେବା ଆକଳନ କରାଯାଉଛି । ଏହା…

ନୟାପଲ୍ଲୀ ୱାର୍ଡ ନଂ-୩୯ରେ ସାମ୍ବାଦିକ ମାନଙ୍କୁ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ

ଭୁବନେଶ୍ୱର : ନୟାପଲ୍ଲୀ ୱାର୍ଡ଼ ନଂ-୩୯ ଅଧିନରେ ଥିବା ଶାସ୍ତ୍ରୀନଗର କମ୍ୟୁନିଟି ହଲରେ ଶ୍ରୀ ମହାବୀର ସାମାଜିକ ସଂଗଠନର ସାଧାରଣ ସଂପାଦକ ତଥା ବିଜୁ ଜନତା ଦଳର ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଂପାଦକ ମିଲନ୍ କୁମାର ପାଇକରାୟଙ୍କ ନେତୃତ୍ୱରେ ଗଣମାଧ୍ୟମ ବ୍ୟକ୍ତି ବିଶେଷଙ୍କୁ କରୋନା ଯୋଦ୍ଧା…

ଜନପ୍ରିୟ ନେତା ମହାରଥୀଙ୍କ ସ୍ମୁତିରେ ଓଡିଶା ମୋ ପରିବାର ଜୀବନ ବିନ୍ଦୁର ରକ୍ତଦାନ ଶିବିର

ଭୁବନେଶ୍ୱର : ଓଡ଼ିଶା ମୋ ପରିବାର ତରଫରୁ ବିଶିଷ୍ଟ ରାଜନେତା ପ୍ରଦୀପ ମହାରଥୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉତ୍ତର  ବିଧାୟକ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ଉତ୍ତର…

ପ୍ରଦୀପ ମହାରଥୀଙ୍କ ପରଲୋକ, ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ ପ୍ରକାଶ

ପୁରୀ() ବିଜେଡି ଟାଣୁଆ ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଗତକାଲି ବିଳମ୍ବିତ ରାତିରେ ପରଲୋକ ଘଟିଛି । ୬୫ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପ୍ରଦୀପ। ତେବେ ସରକାରୀ ବାସଭବନ ଅଣାଯାଇଛି ପ୍ରଦୀପ ମହାରଥୀଙ୍କ ପାର୍ଥିବ ଶରୀର । ଅପରାହ୍ମରେ ସ୍ୱର୍ଗଦ୍ୱାରରେ ପ୍ରଦୀପ…

ଭୁବନେଶ୍ୱରରୁ ଆଉ ୩୨୯ ପଜିଟିଭ, ୨୧୯ ଲୋକାଲ କେସ

ଭୁବନେଶ୍ବର() ଆଜି ବି ଭୁବନେଶ୍ୱରରୁ ୩୨୯କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୧୦ ଓ ସ୍ଥାନୀୟ ଅଞ୍ଚଳରୁ ୨୧୯ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ୩୪୧ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଭୁବନେଶ୍ୱରରେ କରୋନା ପଜିଟିଭଙ୍କ ସଂଖ୍ୟା ୨୨ ହଜାର ୮୭୬ କୁ…

ସମ୍ ଅଲ୍ଟିମେଟ ମେଡିକେୟାରର ସ୍କଲ ବେସ୍ ସର୍ଜରୀ ବିଶେଷଜ୍ଞଙ୍କ ବିରଳ ଅସ୍ତ୍ର୍ରୋପଚାର

ଭୁବନେଶ୍ୱର() ସମ୍ ଅଲ୍ଟିମେଟ୍ ମେଡିକେୟାରର ସ୍କଲ ବେଶ୍ ସର୍ଜରୀ ବିଶେଷଜ୍ଞଙ୍କର ବିରଳ ଅସ୍ତ୍ର୍ରୋପଚାର । ଜଣେ ମଧ୍ୟ ବୟସ୍କ ବ୍ୟକ୍ତିଙ୍କର ନାସାରନ୍ଧ୍ରରୁ ଏକ ଟୁ୍ୟମରକୁ ଆଧୁନିକ ଅସ୍ତେ୍ରାପଚାର ଦ୍ୱାରା ସଫଳତାର ସହ ବାହାର କରାଗଲା । ନାସାରନ୍ଧ୍ରଟି ମସ୍ତିଷ୍କ ସହ ଜଡିତ ଥିବା ବେଳେ ମିନିମାଲ୍…

ସୁଶାନ୍ତଙ୍କୁ ହତ୍ୟା କରାଯାଇନାହିଁ

ମୁମ୍ବାଇ() ସୁଶାନ୍ତ ସିଂ ମୃତ୍ୟୁ ମାମଲାକୁ ତିନି ମାସରୁ ଅଧିକ ଦିନ ବିତି ଯାଇଛି । ହେଲେ ଏବେ ବି ହଟୁନି ମୃତ୍ୟୁ ଉପରୁ ପରଦା । ତାଙ୍କୁ ହତ୍ୟା କରାଯାଇଥିଲା ନାଁ ସେ ଆତ୍ମହତ୍ୟା କରିଥିଲେ ଏହାର ତଦନ୍ତ କରିବା ପାଇଁ ତିନି ତିନିଟି ତଦନ୍ତକାରୀ ସଂସ୍ଥା ଦାୟିତ୍ୱ ନେଇଛି । ଏବେ ସୁଶାନ୍ତଙ୍କ…

ହାଥରସ ଯିବାକୁ ରାହୁଲ ଓ ପ୍ରିୟଙ୍କାଙ୍କୁ ଅନୁମତି

ଲକ୍ଷ୍ନୌ()  ହାଥରସ ଗଣଦୁଷ୍କର୍ମକୁ ନେଇ ଏବେ ସରଗରମ ରାଜନୀତି । ଲକ୍ଷ୍ନୌରୁ ଦିଲ୍ଲୀ ପର୍ଯ୍ୟନ୍ତ ଦେଶର ବିଭିନ୍ନ ସହରରେ ଏହାର ଝଲକ ଦେଖିବାକୁ ମିଳିଛି । କଂଗ୍ରେସ ଲଗାତାର ଯୋଗୀ ସରକାରଙ୍କ ଉପରେ ଆକ୍ରମଣ କରିବାରେ ଲାଗିଛି । ଏହାରି ମଧ୍ୟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣି…

କରୋନାକୁ ନେଇ ବାଚସ୍ପତିଙ୍କ ରୁଲିଂ

ଭୁବନେଶ୍ୱର() ଗୃହରେ କୋଭିଡ ଅବ୍ୟବସ୍ଥା ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ ଦଳ ନେତା । ଘରୋଇ ଓ ସରକାରୀ ହସ୍ପିଟାଲ ଯାଞ୍ଚ କରିବାକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ରୁଲିଂ କରିଛନ୍ତି । ବିଭାଗୀୟ ମନ୍ତ୍ରୀ ସ୍କ୍ୱାର୍ଡ ଗଠନ କରି ଯାଞ୍ଚ କରିବାକୁ ବାଚସ୍ପତି ରୁଲିଂ କରିଥିବା ଜଣାପଡିଛି । ତେବେ…

ପୁଣି ଥରେ ହାଥରସ ଅଭିମୁଖେ ରାହୁଲ, ପ୍ରିୟଙ୍କା

ଲକ୍ଷ୍ନୌ() ହାଥରସ ଗଣଦୁଷ୍କର୍ମକୁ ନେଇ ଏବେ ସରଗରମ ରାଜନୀତି । ଲକ୍ଷ୍ନୌରୁ ଦିଲ୍ଲୀ ପର୍ଯ୍ୟନ୍ତ ଦେଶର ବିଭିନ୍ନ ସହରରେ ଏହାର ଝଲକ ଦେଖିବାକୁ ମିଳିଛି । କଂଗ୍ରେସ ଲଗାତାର ଯୋଗୀ ସରକାରଙ୍କ ଉପରେ ଆକ୍ରମଣ କରିବାରେ ଲାଗିଛି । ଏହାରି ମଧ୍ୟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣି…