Odia News Portal

ଆହୁରି ବର୍ଷିବ, ସତର୍କ ରୁହ ଏହିସବୁ ଜିଲ୍ଲା

ଭୁବନେଶ୍ବର ()ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା। ଫଳରେ ଆହୁରି ଅଧିକ ବର୍ଷା ହୋଇପାରେ। ବିଶେଷକରି ୫ ଦିନ ଧରି ଓଡ଼ିଶାରେ ବର୍ଷା ଲାଗି ରହିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆନ୍ଧ୍ର ଉପକୂଳ ସଂଲଗ୍ନ ପଶ୍ଚିମ ବଙ୍ଗୋସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ।…

ଭୁବନେଶ୍ୱରରୁ ଆଉ ୩୬୯ ପଜିଟିଭ୍, ୨୯୪ ଲୋକାଲ କେସ

ଭୁବନେଶ୍ୱର() ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୩୬୯ ଜଣ କରୋନା ପଜିଟିଭ୍ । ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୧୮୯୫ରେ ପହଞ୍ଚିଛି । ବୁଧବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୭୫ ଜଣ ରହିଥିବା ବେଳେ ୨୯୪ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ରାଜଧାନୀରେ…

ଦୀପିକା,ସାରା,ଶ୍ରଦ୍ଧା ଓ କରିସ୍ମାଙ୍କୁ କ୍ଲିନ୍ ଚିଟ

ମୁମ୍ୱାଇ () ଅଭିନେତା ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ୍, ଶ୍ରଦ୍ଧା କପୁର ଏବଂ ଦୀପିକାଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ଏନସିବି ଏକ ପ୍ରକାରର କ୍ଲିନ୍ ଚିଟ୍ ଦେଇଛି ବୋଲି ଅଧିକାରୀମାନେ ମଙ୍ଗଳବାର କହିଛନ୍ତି । ଶନିବାର ଦିନ ଦୀପିକା ପାଦୁକୋନ୍ ଏବଂ କରିସ୍ମା ପ୍ରକାଶ ଏନସିବି…

ଓଡ଼ିଶାକୁ WHOର ପ୍ରଶଂସା

ଭୁବନେଶ୍ୱର() କୋଭିଡ ମୁକାବିଲା ନେଇ ଓଡ଼ିଶାକୁ WHO ପ୍ରଶଂସା କରିଛି । କୋଭିଡ ମୁକାବିଲାରେ ରାଜ୍ୟ ସରକାରଙ୍କ ଆଗୁଆ ପଦକ୍ଷେପକୁ ପ୍ରଶଂସା କରାଯାଇଛି। ଏହାସହ GPକୁ ସ୍ବତନ୍ତ୍ର କ୍ଷମତା ଓ ଟେଷ୍ଟିଂ କ୍ଷମତା ବୃଦ୍ଧି ନେଇ ପ୍ରଶଂସା କରାଯାଇଛି  । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି…

ବିଶ୍ୱବିଦ୍ୟାଳୟ ଅଧିନିୟମ ସଂଶୋଧନ ବିଲ୍ ଶିକ୍ଷାନୁଷ୍ଠାନକୁ ରାଜନୀତିରୁ ମୁକ୍ତ ରଖିବା ପାଇଁ ଏକ ବଳିଷ୍ଠ ପଦକ୍ଷେପ

ଭୁବନେଶ୍ୱର() ଗତକାଲି ରାଜ୍ୟ ବିଧାନସଭାରେ ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ୨୦୨୦ ଆଗତ ହୋଇଛି । ଆଜି ବିଭିନ୍ନ ଗଣମାଧ୍ୟମରେ ବିଧାନସଭାର ଅଲୋଚନା ସଂମ୍ପର୍କରେ ପ୍ରକାଶ ପାଇଛି । ତେବେ ଗୋଟିଏ କଥା ପ୍ରମୁଖ ଭାବେ ପ୍ରକାଶ ପାଇଛି ଯେ ମାନ୍ୟବର ସଦସ୍ୟ ତାରାପ୍ରସାଦ ବାହିନୀପତି ବିଲଟିକୁ ଚିରି…

୫ ଯାଏ ପ୍ରବଳ ବର୍ଷିବ, ସତର୍କ ରୁହ ଏହି ସବୁ ଜିଲ୍ଲା

ଭୁବନେଶ୍ୱର() ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ଆଜି ଠାରୁ ୫ ତାରିଖ ପର୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ…

ଆଜି ବଡ଼ ଖୁସିର ଦିନ

ନୂଆଦିଲ୍ଲୀ()  ବାବ୍ରି ମସଜିଦ ଭଙ୍ଗା ମାମଲାରେ ଲକ୍ଷ୍ନୌର ସ୍ବତନ୍ତ୍ର ସିବିଆଇ କୋର୍ଟଙ୍କ ରାୟ ଆଜି ପ୍ରକାଶ ପାଇଛି। ୨୮ ବର୍ଷ ପୁରୁଣା ଏହି ମାମଲାରେ କୋର୍ଟ ସମସ୍ତ ୩୨ ଜଣ ଅଭିଯୁକ୍ତଙ୍କୁ ଦୋଷ ମୁକ୍ତ କରିଛନ୍ତି। ଏହି ଅଭିଯୁକ୍ତଙ୍କ ମଧ୍ୟରେ ଦେଶର ପୂର୍ବତନ ଉପ-ପ୍ରଦାନମନ୍ତ୍ରୀ ଲାଲକୃଷ୍ଣ…

ନିୟନ୍ତ୍ରଣ ଭିତରେ ରହିଛି କରୋନା

ଭୁବନେଶ୍ବର()  କରୋନା କାଳରେ ମାସ୍କ ଦୁର୍ନୀତି ପ୍ରସଙ୍ଗରେ ବଡ ବୟାନ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । କୋଭିଡ କିଟ୍ କିଣାରେ ଆସିଥିବା ଦୁର୍ନୀତି ଅଭିଯୋଗ ଲୋକାୟୁକ୍ତଙ୍କ ପାଖରେ ବିଚାରାଧୀନ ଅଛି । ତଦନ୍ତ ପରେ ଯିଏ ଦୋଷୀ ସାବ୍ୟସ୍ତ ହେବ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ…

ଆଜି ଆଉ ୧୪ ମୁଣ୍ଡ ନେଲା କରୋନା, ଖୋର୍ଦ୍ଧାରୁ ୩

ଭୁବନେଶ୍ୱର( ) ଆଜି  ୩୪୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାସହ ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ଖୋର୍ଦ୍ଧା ଓ…

ବାବ୍ରୀ ରାୟ- ସମସ୍ତ ୩୨ ନିର୍ଦ୍ଦୋଷ

ନୂଆଦିଲ୍ଲୀ()  ଦୀର୍ଘ  ୨୮ ବର୍ଷ ତଳର ବାବ୍ରୀ ମସଜିଦ ଭଙ୍ଗା ମାମଲାର ରାୟ ପ୍ରକାଶ ପାଇଛି । ଲକ୍ଷ୍ନୌରେ ସିବିଆଇ ସ୍ପେଶାଲ କୋର୍ଟ ଜଜ ଏସ.କେ ଯାଦବ ଏହି ମାମଲାର ରାୟ ଶୁଣାଇଛନ୍ତି । ବାବ୍ରୀ ଭଙ୍ଗା ପୂର୍ବ ନିର୍ଦ୍ଧାରିତ ଯୋଜନା ନଥିଲା ବୋଲି   ସିବିଆଇ ସ୍ପେଶାଲ କୋର୍ଟ ଜଜ ଏସ.କେ…