Odia News Portal

ଖୁସି ଖବର: ଶୂନକୁ ଖସିଲା କରୋନା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର : ରାଜ୍ୟ ପାଇଁ ଖୁସି ଖବର | ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କେହି ହେଲେ ମଧ୍ୟ କରୋନା ସଂକ୍ରମିତ ପ୍ରାଣ ହରାଇନାହାନ୍ତି । ଫଳରେ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୮୭ରେ ସ୍ଥିର ରହିଛି ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା…

ରାଜ୍ୟରେ ଆଉ ୨୩୧ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୩୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୦୯୨୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା…

ଡବଲ ମର୍ଡର ଘଟଣାରେ ଗିରଫ ସଂଖ୍ୟା ୫କୁ ବୃଦ୍ଧି

କଟକ :ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ । ଘଟଣାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୫କୁ ବୃଦ୍ଧି । ମାହାଙ୍ଗା ଡବଲ ମର୍ଡର ଘଟଣାରେ ଗତକାଲି ୪ ଅଭିଯୁକ୍ତଙ୍କୁ କଟକ ଗ୍ରାମାଞ୍ଚଳ ପୁଲିସ୍‌ ଗିରଫ କରିଥିବା ବେଳେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । କାଲି ରାତିରେ…

ସୁନ୍ଦରଗଡ଼ ଫେରିଲେ ବିରଜୁ କୁଲୁ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଫେରିଲେ ନିଖୋଜ ବିରଜୁ କୁଲୁ । ବିରଜୁଙ୍କୁ ତାଳଚେରରୁ ଉଦ୍ଧାର କରାଯାଇ କୁତ୍ରା ଥାନାରେ ରଖାଯାଇଛି । ମଙ୍ଗଳବାର ଦିନ ସୁନ୍ଦରଗଡ଼ରୁ ଏକ ପୋଲିସ ଟିମ୍ ତାଳଚେର ଯାଇ ବିରଜୁ କୁଲୁଙ୍କୁ ଆଣି ବୁଧବାର କୁତ୍ରାରେ ପହଞ୍ଚିଛି । ସୂଚନାନୁଯାୟୀ , ବିରଜୁ କୁଲୁ ରବିବାର…

୧୦ରୁ ଅନ୍‌ଲାଇନ୍‌ରେ ହେବ ଫର୍ମ ପୂରଣ

ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷା ଫର୍ମ ପୂରଣ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଅନଲାଇନ୍‌ରେ ଫର୍ମ ପୂରଣ ପାଇଁ ନିର୍ଦ୍ଦେଶାବଳୀ ପ୍ରକାଶ ପାଇଛି। । ଏନେଇ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଧିବଦ୍ଧ ନୋଟିଫିକେସନ ବାହାର କରାଯାଇଛି । ୮ ତାରିଖରୁ ରାଜ୍ୟ ସରକାର ଦଶମ ଓ ଦ୍ୱାଦଶ…

ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଗ୍ୟାସ ଲିକ୍; ୪ ମୃତ

ରାଉରକେଲା :ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ୍‌। ସିସିଡି ବିଭାଗରେ ଗ୍ୟାସ ଲିକ୍‌ ସୂଚନା। ଗ୍ୟାସ ଲିକ୍‌ ଘଟଣାରେ ୧୦ ଜଣ କର୍ମଚାରୀ ଅସୁସ୍ଥ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ କର୍ମଚାରୀଙ୍କୁ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଆଇଜିଏଚ୍ ରେ ଭର୍ତ୍ତି କରାଯାଇଥିଲା । ତେବେ ୪ ଗୁରୁତର…

ଭୁବନେଶ୍ୱରରେ ଦେଶର ପ୍ରଥମ ଫାୟାର ପାର୍କ

ଭୁବନେଶ୍ୱର: ଅଗ୍ନିଶମ ବିଭାଗର ନୂଆ ଓ୍ୱେବ୍‌ସାଇଟ୍‌ ଓ ଫାୟାର ପାର୍କକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତି ଶନିବାର ୩ଟା ୩୦ ରୁ ୫ଟା ପର୍ଯ୍ୟନ୍ତ ସାଧାରଣ ଲୋକ ପାଇଁ ଏହି ଫାୟାର ପାର୍କ ଖୋଲିବ । ଅଗ୍ନିଶମ ବିଭାଗ କିଭଳି କାର୍ଯ୍ୟ କରେ, ପ୍ରାକୃତିକ…

ଟେଷ୍ଟ୍ ସିରିଜରୁ ବାଦ୍ ପଡିଲେ ରାହୁଲ

ସିଡନୀ : ଭାରତୀୟ ଦଳକୁ ବଡ ଝଟକା, ଟେଷ୍ଟ୍ ସିରିଜରୁ ବାଦ୍ ପଡିଲେ କେଏଲ ରାହୁଲ | ଶନିବାର ଦଳର ଅଭ୍ୟାସ ବେଳେ ନେଟରେ ବ୍ୟାଟିଂ କରୁଥିବା ସମୟରେ ତାଙ୍କ ହାତରେ ଆଘାତ ଲାଗିଥିଲା । ଏହାପରେ ସେ ବର୍ଡର-ଗାଭାସ୍କର ଟ୍ରଫିରୁ ବାଦ୍ ପଡିଛନ୍ତି । …

ଏନସିବି ଅଫିସ୍‌ରେ ରିୟା ଓ ସୌଭିକ୍‌

ମୁମ୍ବାଇ : ଏନସିବି ଅଫିସ୍ ରେ ପୁଣି ପହଞ୍ଚିଲେ ରିୟା ଚକ୍ରବର୍ତ୍ତୀ ଏବଂ ଭାଇ ସୌଭିକ୍ ଚକ୍ରବର୍ତ୍ତୀ । ଡ୍ରଗ୍ସ ଲିଙ୍କ୍ ରେ ଜେଲରେ ରହିସାରିଥିବା ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇଙ୍କୁ ଜାମିନ ମିଳିଥିବା ସତ୍ତ୍ୱେ ଏନସିବିରୁ ଏ ପର୍ଯ୍ୟନ୍ତ ସମସ୍ତ କାମ ସରିନି ।ଗତକାଲି ଭାଇ-ଭଉଣୀଙ୍କୁ…

ଝିଅର ସଫଳତାରେ,ବାପାର ସଲାମ୍

ତିରୁପତି : ଅଫିସର ଝିଅକୁ ସାଲ୍ୟୁଟ୍ ମାରିଲେ ବାପା | ଜଣେ ସିନିୟର ଅଫିସରଙ୍କୁ ପୋଲିସ କର୍ମଚାରୀ ସାଲ୍ୟୁଟ ମାରୁଥିବା ଘଟଣା ନିହାତି ସାଧାରଣ ହୋଇପାରେ । କିନ୍ତୁ ଜଣେ ବାପା ତା ଝିଅକୁ ଗର୍ବର ସହ ସାଲ୍ୟୁଟ ମାରିବା କଥା ଖୁବ୍ ଅସାଧାରଣ ଓ ଅବିସ୍ମରଣୀୟ | ଯେଉଁ ଝିଅକୁ ଦିନେ ବାପା କୋଳେଇ…