Odia News Portal

ଆଡମିଶନ ବେଳେ ଜରୁରୀ ନୁହେଁ ଅରିଜିନାଲ ସାର୍ଟିଫିକେଟ

ଭୁବନେଶ୍ୱର()  +୩ ଆଡମିଶନ ନେଇ ରାଜ୍ୟ ସରକାର ଗାଇଡଲାଇନ ଜାରି କରିଛନ୍ତି । ଏହି ପରିପ୍ରେକ୍ଷୀରେ ଅରିଜିନାଲ ସାର୍ଟିଫିକେଟ ବିନା +୩ ଆଡମିଶନ ନେଇ ନିଦେ୍ର୍ଧଶ ଦିଆଯାଇଛି । ଏନେଇ ସବୁ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି । କରୋନା କାରଣରୁ ଅରିଜିନାଲ…

୧୪ ମନ୍ତ୍ରୀ, ବିଧାୟକଙ୍କୁ କରୋନା

ଭୁବନେଶ୍ବର() ୨ ମନ୍ତ୍ରୀଙ୍କ ସମେତ ୧୨ ବିଧାୟକ କରୋନା ପଜିଟିଭ୍‌ ଚିହ୍ନଟ୍। ବିଧାନସଭାରେ ହୋଇଥିବା ଦ୍ୱିତୀୟ ଦିନର କୋଭିଡ ରିପୋର୍ଟ ଆସିସାରିଛି। କାଲିର ପରୀକ୍ଷାରୁ ଆଉ ୧୨ ବିଧାୟକ ଓ ୨ ମନ୍ତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨ ଦିନରେ ମୋଟ ୧୪ ବିଧାୟକ ଓ ମନ୍ତ୍ରୀ ପଜିଟିଭ୍…

ଭୁବନେଶ୍ୱରରୁ ଆଉ ୩୪୨ ପଜିଟିଭ, ଆକ୍ରାନ୍ତଙ୍କ ସଂଖ୍ୟା ୨୧ ହଜାର ପାର

ଭୁବନେଶ୍ବର() ଆଜି ବି  ଭୁବନେଶ୍ୱରରୁ ୩୪୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୧୧ ଓ ସ୍ଥାନୀୟ ଅଞ୍ଚଳରୁ ୨୩୧ ଜଣ ଚିହ୍ନଟ ହୋଇଛନ୍ତି ।  ଭୁବନେଶ୍ୱରରେ କରୋନା ପଜିଟିଭଙ୍କ ସଂଖ୍ୟା ୨୧ ହଜାର ୧୯୭ କୁ ବୃଦ୍ଧି ପାଇଛି । ମୋଟ…

ପୁରୀ ଜିଲ୍ଲାରେ ବଢ଼ିଲା କରୋନା କଟକଣା, ଜିଲ୍ଲାପାଳ ନେଲେ କଠୋର ନିଷ୍ପତ୍ତି

ପୁରୀ() ରାଜ୍ୟରେ କରୋନା ଆକ୍ରନ୍ତ ସଂଖ୍ୟା ୨ଲକ୍ଷ ପାର୍ ହୋଇଥିବା ବେଳେ ପୁରୀ ଜିଲ୍ଲାରେ ମଧ୍ୟ ଆକ୍ରନ୍ତ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ନଜରରେ ରଖି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ କରୋନା କଟକଣା ସମୟ ବଢାଇଛନ୍ତି । କରୋନା ପାଇଁ ପୁରୀ ଜିଲ୍ଲାରେ କୌଣସି ବିବାହ, ବ୍ରତ, ସାଂସ୍କୃତିକ ଓ…

ଉପବାଚସ୍ପତି ରଜନୀକାନ୍ତ ସିଂଙ୍କୁ କରୋନା

ଭୁବନେଶ୍ୱର() ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଅଧିବେଶନ । ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକମାନଙ୍କର କରୋନା ଟେଷ୍ଟ କରାଯାଉଛି । ଗତକାଲି ୨ ବିଧାୟକ,ସାମ୍ବାଦିକ ଓ ବିଧାନସଭା କର୍ମଚାରୀଙ୍କୁ ମିଶାଇ ୧୩୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଆଜି ଉପବାଚସ୍ପତି…

ଆଦର୍ଶ କଲୋନୀ ହେବ ସବୁ ବସ୍ତି

ଭୁବନେଶ୍ୱର()  ଆଗାମୀ ତିନି ବର୍ଷରେ ରାଜ୍ୟର ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଆଜି ଫକୀରମୋହଙ୍କ ଭୂମି, ଓଡିଆ ଭାଷା ସୁରକ୍ଷା ଭୂମି ବାଲେଶ୍ବରରୁ ବସ୍ତି ଉନ୍ନତୀକରଣ ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଲେ…

ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କୁ କରୋନା

ଭୁବନେଶ୍ୱର() ବିଧାୟକଙ୍କଠାରୁ ଆରମ୍ଭ କରି ମନ୍ତ୍ରୀମାନେ  ଧିରେ ଧିରେ ଏହାର କବଜାକୁ ଆସିବାରେ ଲାଗିଛନ୍ତି । ଏହାରି ମଧ୍ୟରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ କରୋନାରେ ସଂକ୍ରମିତ ହୋଇଛନ୍ତି । ଏନେଇ ଖୋଦ୍ ବିଧାୟକ ଉମାକାନ୍ତ ସାମନ୍ତରାୟ ଟ୍ୱିଟ କରି ସୂଚନା ଦେଇଛନ୍ତିି । ଏହା ସହ…

ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ୱିତ ହେଲେ କଳ୍ପତରୁ ଓଝା

ଭୁବନେଶ୍ୱର() ଦଳରୁ ନିଲମ୍ୱିତ ହେଲେ କଳ୍ପତରୁ ଓଝା । ଦଳରୁ ନିଲମ୍ୱିତ କଲେ ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳ ବିରୋଧୀ କାର୍ୟ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ୱିତ କରାଯାଇଥିବା ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି ସାଧାରଣ ସମ୍ପାଦକ (ଗଣମାଧ୍ୟମ…

ଦୀପିକା, ସାରା ଓ ଶ୍ରଦ୍ଧା ବାବାଙ୍କ ପରାମର୍ଶ

ମୁମ୍ବାଇ() ଡ୍ରଗ୍ସ ଲିଙ୍କକୁ ନେଇ ବଲିଉଡ ଚର୍ଚାରେ ରହିଛି। ଏହି ମାମଲାର ତଦନ୍ତ ଚଳାଇ ଥିବା ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି) ବଲିଉଡର ଡ୍ରଗ୍ସ ଜାଲକୁ ସଫା କରିବାରେ ଅଣ୍ଟା ଭିଡ଼ିଛି। ଏହି କ୍ରମରେ ଗତକାଲି ଅଭିନେତ୍ରୀ ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ ଓ ଶ୍ରଦ୍ଧା କପୁରଙ୍କୁ…

+୩ କଟ୍ ଅଫ୍ ମାର୍କ ପ୍ରକାଶ

ଭୁବନେଶ୍ୱର() ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି +୩ କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି । ପ୍ରଥମ ପର୍ଯ୍ୟାୟରେ ୧,୫୮,୫୪୦ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । ମୋଟ ୧୦୨୯ଟି ଶିକ୍ଷାନୁଷ୍ଠାନ ପାଇଁ ନାମଲେଖା ହେବ । ଆସନ୍ତା ୧ ତାରିଖ ସୁଦ୍ଧା ଛାତ୍ରଛାତ୍ରୀମାନେ ଅନଲାଇନରେ ଫି ଦାଖଲ କରିପାରିବେ ।…