କର୍ମୀଙ୍କ ସହ ଟେଲିଫୋନରେ କଥା ହେବାକୁ ଡରିଲେଣି ନେତା
ଭୁବନେଶ୍ୱର() ଲୋକପ୍ରତିନିଧିମାନେ ଏବେ ନିଜ ନିଜର କର୍ମୀଙ୍କ ସହିତ ଟେଲିଫୋନ୍ରେ କଥା ହେବାକୁ ଡରିଲେଣି । ନିଜ ନିର୍ବାଚନ ମଣ୍ଡଳୀର ବହୁ ଚର୍ଚ୍ଚିତ ପରୀ ମୃତୁ୍ୟ ଘଟଣାରେ ସ୍ଥାନୀୟ ସରପଞ୍ଚଙ୍କ ସହିତ ଟେଲିଫୋନ୍ରେ କଥାହୋଇ ରାଜ୍ୟ କୃଷିମବୀ ଅରୁଣ ସାହୁ କାଠଗଡାରେ ଛିଡା ହେବାପରେ ଏବେ ଅନ୍ୟ…
