Odia News Portal

ମେଲୋଡି ପାଇଁ ୫୦ ହଜାର ଫାଇନ

କରୋନା ସଂକ୍ରମଣର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ କୋଭିଡ କଟକଣା ଜାରି କରାଯାଇଛି ।  ବିଭିନ୍ନ ପୂଜା ପାର୍ବଣ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ଅଙ୍କୁଶ ଲଗାଯାଇଛି । ତେବେ ଏହାକୁ କିଛି ସ୍ଥାନରେ ଉଲ୍ଲଂଘନ କରାଯାଉଥିବା ଦେଖିବାକୁ ମିଳୁଛି । ତେବେ ଏନେଇ ଅମାନିଆଙ୍କୁ ଜୋରିମାନା ମଧ୍ୟ…

ଅନୁମତି ନେଇ ସିବିଆଇ ଡ୍ରାମା କରୁଛି

ଭୁବନେଶ୍ୱର()  ଦୀର୍ଘଦିନ ଧରି ଚୁପ ବସିଥିବା ସିବିଆଇ ପୁଣି ଥରେ ସକ୍ରିୟ ହୋଇଉଠିଛି । ସି-ସୋର ଚିଟଫଣ୍ଡ  ମାମଲାର ତଦନ୍ତ କରୁ୍ଥିବା ସିବିଆଇ ପୁଣି  ତନାଘନା ଆରମ୍ଭ କରିଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସିବିଆଇ ବିଜେଡିର ଜଣେ ଆଗ ଧାଡ଼ିର ନେତାଙ୍କ ଘରେ ଚଢଉ କରିଛି । ସମ୍ପୃକ୍ତ ବିଜେଡି…

୧୪ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର() ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ଯୋଗୁଁ ଆସନ୍ତା ୨୦ ରୁ ୨୨ ତାରିଖ ୩ ଦିନ ଧରି ରାଜ୍ୟବ୍ୟାପୀ ଭଲ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି  । ମାଲକାନଗିରି, ଅନୁଗୁଳ, ଦେବଗଡ଼, କୋରାପୁଟ, ନବରଙ୍ଗପୁର, ସୋନପୁର,…

ଯନ୍ତ୍ରଣା ଦୂର ପାଇଁ ଲୋକେ ନିଅନ୍ତି ଡ୍ରଗ୍ସ

ମୁମ୍ବାଇ() ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଲୋକଙ୍କ ଟାର୍ଗେଟରେ ରହିଛନ୍ତି ମହେଶ ଭଟ୍ଟଙ୍କ ପୂରା ପରିବାର। ଫିଲ୍ମନିର୍ମାତା ମହେଶ ଭଟ୍ଟ ଓ ରିୟା ଚକ୍ରବର୍ତୀଙ୍କ ସମ୍ପର୍କକୁ ନେଇ ବହୁତ କିଛି ଆଲୋଚନା ହୋଇଛି ଓ ହେଉଛି ମଧ୍ୟ। ଏହାକୁ ନେଇ ମହେଶ ଭଟ୍ଟଙ୍କୁ ମଧ୍ୟ ପଚରାଉଚରା…

+୨ ପାଇଁ କଟଅଫ୍ ମାର୍କ ପ୍ରକାଶ

ଭୁବନେଶ୍ୱର() +୨ ନାମଲେଖା ପାଇଁ ମେଧା ତାଲିକା ବା କଟଅଫ୍ ମାର୍କ ଆଜି ପ୍ରକାଶ ପାଇଛି । ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମେଧା ତାଲିକା ପ୍ରକାଶ ପାଇଛି । ବିଜ୍ଞାନ, ବାଣିଜ୍ୟ ଓ କଳାରେ ପ୍ରଥମ ସ୍ଥାନରେ ରହିଛି ରେଭେନ୍ସା । ବିଜ୍ଞାନରେ ୮୯% ସହ ପ୍ରଥମ ସ୍ଥାନରେ ରହିଛଇ ରେଭେନ୍ସା ।…

ଆଜି ଆଉ ୧୩ ମୁଣ୍ଡ ନେଲା କରୋନା, ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତଙ୍କର ମୃତ୍ୟୁ

ଭୁବନେଶ୍ୱର() ଆଜି ରାଜ୍ୟରେ ୪୧୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬୮୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି…

ଆଜି ଆଉ ୪୧୮୦ କରୋନା ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୭୧ ହଜାର ପାର

ଭୁବନେଶ୍ୱର() ୨୪ ଘଣ୍ଟା ମଧ୍ୟରେ ୪୧୮୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୧୩୪୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ…

୧୧୦୦ କୋଟି ଟଙ୍କା ସହାୟତା ଯୋଗାଇବା ପାଇଁ ଦାବି

ଭୁବନେଶ୍ୱର()  କେନ୍ଦ୍ରୀୟ ଟିମ୍‌କୁ ସହାୟତା ପ୍ରଦାନ ଲାଗି ଦାବି ଜଣାଇଲା ରାଜ୍ୟ । ୧୧୦୦ କୋଟି ଟଙ୍କା ସହାୟତା ଯୋଗାଇବା ପାଇଁ ଦାବି ଜଣାଇଲା ରାଜ୍ୟ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ୩ ବନ୍ୟା ପ୍ରଭାବିତ  ଜିଲ୍ଲା ବୁଲି ସ୍ଥିତି ସମୀକ୍ଷା କରିଥିଲା କେନ୍ଦ୍ରୀୟ ଟିମ୍ । ଏହାପରେ ଗୁରୁବାର…

କୋଭିଡ ଯୁଦ୍ଧରେ ଅବଦାନ ନିମନ୍ତେ ସୋଆ ଜାତୀୟ ସ୍ତରରେ ସମ୍ମାନିତ

ଭୁବନେଶ୍ୱର () କୋଭିଡ-୧ ମହାମାରୀ ସମୟରେ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ଦେଶର ଉଚ୍ଚ ଶିକ୍ଷା କ୍ଷେତ୍ରରେ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)କୁ “ଉତ୍କୃଷ୍ଟ ସଂସ୍ଥାନ ବିଶ୍ୱକର୍ମା ପୁରସ୍କାର” ରେ ସମ୍ମାନିତ କରାଯାଇଛି । ଗୁରୁବାର…

ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କୁ କରୋନା

ଭୁବନେଶ୍ବର() ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ରିପୋର୍ଟ ପଜିଟିଭ୍ ଆସିବା ପରେ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ପରୀକ୍ଷା ପାଇଁ ବିଧାୟକ ପରାମର୍ଶ ଦେଇଛନ୍ତି । ତେବେ…