ଚାକିରିରୁ ନିଲମ୍ବିତ ହେଲେ ବିଏମସି କର୍ମଚାରୀ
ଭୁବନେଶ୍ବର() ଚାକିରିରୁ ନିଲମ୍ବିତ ହେଲେ ବିଏମସି କର୍ମଚାରୀ । ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ବିଏମ୍ସି କର୍ମଚାରୀ ଗିରଫ ହୋଇଥିଲେ । ଗତକାଲି ବିଏମସି କର୍ମଚାରୀ ଦିଲ୍ଲୀପ ବେହେରାଙ୍କୁ ଗିରଫ କରିଥିଲା ଲିଙ୍ଗରାଜ ଥାନା ପୋଲିସ୍।
ତାଙ୍କ ନିକଟରୁ ୮୦ ହଜାର ଟଙ୍କାର ବ୍ରାଉନସୁଗାର ଜବତ…
