Odia News Portal

ପଶ୍ଚିମବଙ୍ଗରେ ଗୃହମନ୍ତ୍ରୀ ଅମିତ ଶାହା ମେଦିନି ପୁରରେ ବିଶାଳ ରାଲି ଓ ଜନସଭା

ପଶ୍ଚିମବଙ୍ଗ ମେଦିନପୁରରେ ଚାଷୀ ସଭାକୁ ସମ୍ବୋଧିତ କରିଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହା ।ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି ଗୃହମନ୍ତ୍ରୀ । ମିଶନ ଦୁଇ ଶହ ପ୍ଲସ ନାରା ଦେଇ ବିଜେପି ପଶ୍ଚିମବଙ୍ଗ ଦଖଲ ଅଭିଯାନ ଆରମ୍ଭ କରିଛି । ଆଜି ଗୃହମନ୍ତ୍ରୀ ଅମିତ୍ ଶାହ ବିବେକାନନ୍ଦଙ୍କ ପୈତୃକ

କମ୍ ଖର୍ଚ୍ଚରେ ଭକ୍ତଙ୍କ ପାଇଁ ରହଣୀ,ମାତ୍ର ୧୦୦ ଟଙ୍କାରେ ପୁରୀରେ ରହିପାରିବେ ଭକ୍ତ

ମାତ୍ର ଦିନ କେଇଟା ପରେ ଖୋଲିବ ଶ୍ରୀମନ୍ଦିର। ଏହାକୁ ଦୃଷ୍ଟିରେ ରଖି ସରକାର ନେଇଛନ୍ତି ଏକ ଗୁରୁତ୍ୱପୂର୍ଣ ନିଷ୍ପତି ।ଏଣିକି ମାତ୍ର ଶହେ ଟଙ୍କାରେ ପୁରୀରେ ରହି କାଳିଆକୁ ଦେଖିପାରିବ ଭକ୍ତ। ମାତ୍ର ୧୦୦ରୁ ଦେଢ ଶହ ଟଙ୍କାରେ ସରକାରୀ ଭକ୍ତ ନିବାସରେ ରହି ପାରିବେ ଭକ୍ତ । ଭକ୍ତ ନିବାସ ପାଇଁ

ଚଳିତ ବର୍ଷଠାରୁ ଓଡିଆରେ ଉପଲବ୍ଧ ହେବ ଜେଇଇ ପ୍ରଶ୍ନପତ୍ର

ଛାତ୍ରଛାତ୍ରୀଙ୍କ ପାଇଁ ଓଡିଆ ଭାଷାରେ ହେବ ଜେଇଇ ପରୀକ୍ଷା । ଚଳିତ ବର୍ଷଠାରୁ ଜେଇଇ ପ୍ରଶ୍ନପତ୍ର ଭାରତର ବିଭିନ୍ନ ଭାଷାରେ ଆସିବା ସହ ଓଡିଆରେ ମଧ୍ୟ ଉପଲବ୍ଧ ହେବ ।ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ରାଜ୍ୟର ଛାତ୍ରଛାତ୍ରୀଙ୍କ ହିତକୁ ଅଗ୍ରାଧିକାର ଦେଇ

ଭକ୍ତଙ୍କ ଜଗା ଦର୍ଶନ ପୂର୍ବରୁ ଫାଇଭି ଟି ସଚିବଙ୍କ ସ୍ଥିତି ଅନୁଧ୍ୟାନ

ଆସନ୍ତା ୨୩ ତାରିଖରୁ ଭକ୍ତଙ୍କୁ ମିଳିବ ଜଗା ଦର୍ଶନ |ତେବେ ପୁରୀ ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ଆଜି ପୁରୀ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି ଫାଇଭ୍ ଟି ସଚିବ ଭିକେ ପାଣ୍ଡିଆନ ।୨୩ ତାରିଖରୁ ପୁରୀ ଜଗନ୍ନାଥ ମନ୍ଦିର ଖୋଲୁଥିବା ବେଳେ ଭକ୍ତଙ୍କ ଦର୍ଶନ ପାଇଁ କେଉଁ ସବୁ ବ୍ୟବସ୍ଥା କରାଯାଇଛି

ନିଖୋଜ ହେବାର ୨ ଦିନ ପରେ ଘରକୁ ଫେରିଲା ହାର୍ଦ୍ଦିକ

ଘରକୁ ଫେରିଲା ନିଖୋଜ ଶିଶୁ ହାର୍ଦ୍ଦିକ ।ଗଜପତି ଜିଲ୍ଲା କାଶୀନଗର ବ୍ଲକ୍ କୁମୁଟିସାହିରେ ନିଖୋଜ ହୋଇଥିବା ୮ ବର୍ଷର ଶିଶୁ ପୁତ୍ର ଉଦ୍ଧାର ହୋଇଛି ।ଘର ଠାରୁ ୩ କିଲୋମିଟର ଦୂର କଇଥପଦର ସ୍ଥିତ ସମ୍ପର୍କୀୟଙ୍କ ଘର ନିକଟରୁ ଶିଶୁଟିକୁ ଉଦ୍ଧାର କରାଯାଇଛି ।ସଂପର୍କୀୟ ମାନେ ଖୋଜାଖୋଜି କରୁଥିବା

ପାରିବାରିକ କଳହରେ ବଳି ପଡିଥିଲା କାଳିଆ,ଧରା ପଡ଼ିଲା ହତ୍ୟାକାରୀ

ଧରା ପଡିଲା କାଳିଆର ହତ୍ୟାକାରୀ | ଢେଙ୍କାନାଳରେ କୂଅ ଭିତରୁ ଶିଶୁର ମୃତଦେହ ଉଦ୍ଧାର ଘଟଣାରେ ହତ୍ୟାକାରୀକୁ ଗିରଫ କରିଛି ପୁଲିସ ।ପାରିବାରିକ କଳହକୁ କେନ୍ଦ୍ର କରି ଏହି ହତ୍ୟା କରିିଥିବା ପଡୋଶୀ ମହିଳା ଜଣକ ସ୍ୱୀକାର କରିଛନ୍ତି । ପଡୋଶୀ ଘର ଲୋକେ ତଣ୍ଟି ଚିପି ଶିଶୁକୁ ହତ୍ୟା କରିବା ପରେ

ରାଜ୍ୟରେ କରୋନା ନେଲା ଆଉ ୪ ମୁଣ୍ଡ,ମୃତ୍ୟୁ ସଂଖ୍ୟା ୧୮୨୯କୁ ବୃଦ୍ଧି

ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୩୫୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪ ଜଣଙ୍କ ଜୀବନ ନେଇଛି ମହାମାରୀ । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୮୨୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର

ରାଜ୍ୟରେ ଚିହ୍ନଟ ହେଲେ ୩୫୮ ନୂଆ ଆକ୍ରାନ୍ତ,ଅନୁଗୁଳ ଜିଲ୍ଲାରୁ ସର୍ବାଧିକ

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୫୫୦୫ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୨୦୮

ପ୍ରଥମେ ଲଭ୍ ପରେ ଧୋକା,ପଦାରେ ପଡ଼ିଲା ଲୁଚାଛପା ପ୍ରେମ

ପୋଲିସ ହାତରେ ଧାରା ପଡିଲେ ପୋଲିସ ଅଧିକାରୀ ।ପଦାରେ ପଡ଼ିଲା ପୋଲିସ ବାବୁଙ୍କର ଲୁଚାଛପା ପ୍ରେମ । ମାଲକାନଗିରି ସଦର ଡିଏସପିଙ୍କ ପ୍ରେମ ପ୍ରତାରଣା । ମାଲକାନାଗିରି ସଦର ଡ଼ିଏସପି ଅକ୍ଷୟ ନାୟକ କଳାହାଣ୍ଡି ପୋଲିସ ଦ୍ୱାରା ଅଟକ ରହିଛନ୍ତି । ଜଣେ ବିବାହିତ ମହିଳା କନେଷ୍ଟବଳଙ୍କ ସହ ପ୍ରେମ

ଭକ୍ତକୁ ଦର୍ଶନ ଦେବେ ଭକ୍ତର ଭଗବାନ,୨୩ରୁ ଖୋଲିବ ଶ୍ରୀମନ୍ଦିର

ଆସନ୍ତା ୨୩ ତାରିଖରୁ ପୁରୀବାସୀଙ୍କୁ ମିଳିବ ଜଗା ଦର୍ଶନ । ପୂର୍ବରୁ ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନ ୨୩ ତାରିଖରେ ଶ୍ରୀମନ୍ଦିର ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଥଲେ । ଶ୍ରୀମନ୍ଦିର ସମେତ ରାଜ୍ୟର ବିଭିନ୍ନ ଧର୍ମାନୁଷ୍ଠାନ ଖୋଲିବା ନିଷ୍ପତ୍ତି ସରକାର ଜିଲ୍ଲା ପ୍ରଶାସନ