ଉପନିର୍ବାଚନ ତାତିକୁ ବଳିଗଲାଣି ସୋସିଆଲ ମିଡିଆ ଯୁଦ୍ଧ
ଭୁବନେଶ୍ବର () ରାଜ୍ୟରେ ଅନୁଷ୍ଠିତ ଦୁଇଟି ଉପନିର୍ବାଚନରେ ବିଜେଡି ବାଜିମାତ୍ କରିବାପରେ ଏବେ ସୋସିଆଲ ମିଡିଆରେ ଆରମ୍ଭ ହୋଇଛି ଛାୟା ଯୁଦ୍ଧ । ବିଜେଡି ନେତାମାନେ ବିଜୟ ଶ୍ରେୟ ନେବାପାଇଁ ସୋସିଆଲ ମିଡିଆକୁ ବ୍ୟବହାର କରୁଥିବାବେଳେ ପରାସ୍ତ ହୋଇଥିବା ବିଜେପି ଓ କଂଗ୍ରେସ ନେତାମାନେ ଏବେ…
