Odia News Portal

ବ୍ୟାଙ୍କ କର୍ମଚାରୀଙ୍କ ଦରମା ୧୫% ବୃଦ୍ଧି

ନୂଆଦିଲ୍ଲୀ()  ବ୍ୟାଙ୍କ ସଂଘ ଓ ଭାରତୀୟ ବ୍ୟାଙ୍କ ଗୁଡ଼ିକର ସଂଘ (ଆଇବିଏ) ମଧ୍ୟରେ ବେତନ ବୁଝାମଣାକୁ ନେଇ ବୁଝାମଣା ହୋଇଛି । ବ୍ୟାଙ୍କ କର୍ମଚାରୀମାନଙ୍କ ବେତନରେ ୧୫% ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଛି । ଏଥିପାଇଁ ବ୍ୟାଙ୍କ ଗୁଡ଼ିକା ବେତନ ଜନିତ ବ୍ୟୟ ୭୯୦୦ କୋଟି ଟଙ୍କା ବୃଦ୍ଧି ପାଇବ ।…

କର୍ମଚାରୀଙ୍କ ଇପିଏଫ୍ କେନ୍ଦ୍ର ଭରିବ

ନୂଆଦିଲ୍ଲୀ() ଆତ୍ମନିର୍ଭର ଭାରତ ୩.୦ର ଆଜି ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେଥିରେ ସଙ୍ଗଠିତ କ୍ଷେତ୍ରରେ ଅଧିକ ନିଯୁକ୍ତି ଦେବାକୁ ପ୍ରୋତ୍ସାହନ ଦେବାକୁ ଘୋଷଣା କରାଯାଇଛି । ସଂସ୍ଥ୍ୟା ନୂତନ ନିଯୁକ୍ତି ଦେଲେ, କର୍ମଚାରୀଙ୍କ ଇପିଏଫ୍ କେନ୍ଦ୍ର ଭରିବ । ୧…

ଜାଣନ୍ତୁ ଧନତେରାସ ପୂଜାର ମହତ୍ତ୍ୱ, ଏହି ସମୟରେ ରହିଛି ଶୁଭ ମୂହୁର୍ତ୍ତ

ପ୍ରତିବର୍ଷ କାର୍ତ୍ତିକ ମାସର କୃଷ୍ଣ ପକ୍ଷ ତ୍ରୟୋଦଶୀରେ ଧନତେରାସ ପାଳନ କରାଯାଇଥାଏ । ଛୋଟ ଦୀପାବଳିର ଦିନକ ପୂର୍ବରୁ ଏହା ଆସେ । ଏହି ଦିନ ପ୍ରଭୁ ଧନ୍ୱନ୍ତରୀଙ୍କୁ ପୂଜା କରାଯାଇଥାଏ ଏବଂ ଏହାକୁ ଶୁଭ ଦିନ ଭାବେ ଗଣାଯାଇଥାଏ । ସୁନା, ରୂପାର ଆଭୂଷଣ ଏବଂ ବାସନ ଆଦି ସାମଗ୍ରୀ କିଣିବାକୁ ଶୁଭ…

ସୁଧୁରୁଛି ଆର୍ଥିକ ଅବସ୍ଥା : ସୀତାରମଣ

ନୂଆଦିଲ୍ଲୀ() କରୋନା ସଙ୍କଟରେ ବିପର୍ଯ୍ୟସ୍ତ ହୋଇଥିବା ଅର୍ଥନୀତିକୁ ସୁଧାରିବା ପାଇଁ ଆଜି ଆଉ ଏକ ରିଲିଫ୍ ପ୍ୟାକେଜ୍ ଘୋଷଣା କଲେ କେନ୍ଦ୍ର ସରକାର । ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତରା ରମଣ ଏହାର ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି ଯେ, …

ଆଜି ସନ୍ଧ୍ୟାରେ ସମ୍ବୋଧିତ କରିବେ ନବୀନ

ଭୁବନେଶ୍ୱର() ଉପନିର୍ବାଚନ ସଫଳତାକୁ ନେଇ ତିର୍ତ୍ତୋଲ ଓ ବାଲେଶ୍ୱରର ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିନ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସନ୍ଧ୍ୟା ୬ଟାରେ ତିର୍ତ୍ତୋଲର ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧନ କରିବା ସହ ସନ୍ଧ୍ୟା ୬ଟା ୨୦ ମିନିଟରେ ବାଲେଶ୍ୱରୀ ଦଳୀୟ…

ଦୀପାବଳୀ ପରେ ଶପଥ ନେବେ ନୀତିଶ

ପାଟନା()  ବିହାରରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୧୨୨ ରୁ ଏନଡିଏ ଅନ୍ୟ ୩ଟି ଆସନରେ ଜିତିଛି । ଅନ୍ୟ ପକ୍ଷେ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଜେଡିୟୁର ଆସନ ସଂଖ୍ୟା ବହୁତ କମିଥିଲେ ମଧ୍ୟ ନୀତୀଶ ବିହାରର ୩୭ ତମ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ନୀତୀଶ ମୁଖ୍ୟମନ୍ତ୍ରୀ ଭାବେ ୩ଟି…

କରୋନା ନେଲା ଆଉ ୧୪ ଜୀବନ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର() ଆଜି ୯୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧,୪୮୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ଖୋର୍ଦ୍ଧା…

ଆସିପାରେ ଦ୍ୱିତୀୟ ଅର୍ଥନୈତିକ ପ୍ୟାକେଜ, ଜାଣନ୍ତୁ କଣ ରହିବ ସୁବିଧା !

ନୂଆଦିଲ୍ଲୀ ()  ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଆସିପାରେ ଆଉ ଏକ ଅର୍ଥନୈତିକ ପ୍ୟାକେଜ । କରୋନା ସଂକ୍ରମଣ କାରଣରୁ ଦେଶବ୍ୟାପୀ ଦେଖାଦେଇଥିବା ସଙ୍କଟର ମୁକାବିଲା କରିବା ପାଇଁ ପୂର୍ବରୁ ୨୦ ଲକ୍ଷ କୋଟିର ପ୍ୟାକେଜ ଘୋଷଣା କରାଯାଇଥିଲା । ତେବେ ଅର୍ଥନୀତିର ପୁନରୁଦ୍ଧାର ପାଇଁ ଏହା ଯଥେଷ୍ଟ ନହେବାରୁ…

ଆଜି ୯୮୬ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫ ହଜାର ପାର

ଭୁବନେଶ୍ୱର() ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୯୮୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୫୭୨ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୪୧୪ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା…

ନିର୍ବାଚନ ପରିଚାଳନାରେ ବିଜେଡିର ଯୁବନେତା ପାରଙ୍ଗମ

ଭୁବନେଶ୍ୱର() ଶାସକ ବିଜୁ ଜନତା ଦଳ ଉପନିର୍ବାଚନ ହୋଇଥିବା ଦୁଇଟି ଆସନ ହାତେଇ ଡବଲ ଲାଭରେ ଥିବାବେଳେ ଦଳର ଯୁବନେତାମାନେ ଯେ ନିର୍ବାଚନ ପରିଚାଳନାରେ ବେଶ୍‍ ପରିପକ୍ୱ ତାହା ପ୍ରମାଣ କରିଦେଇଛନ୍ତି । ଏଥିରୁ ଗୋଟିଏ କଥା ପ୍ରମାଣିତ ହୋଇଛି ଯେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତାକୁ ଆୟୁଧ କରି…