Odia News Portal

ଜୟାଙ୍କୁ ଏମିତି ଜବାବ ଦେଲେ କଙ୍ଗନା

ନୂଆଦିଲ୍ଲୀ () ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାଓ୍ବତ କିଛି ଦିନ ହେବ ଚର୍ଚାରେ ଅଛନ୍ତି। ​‌ସେ କେବଳ ମୁମ୍ବାଇ ପୋଲିସ୍ ଓ ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ କରି ନାହାନ୍ତି ବରଂ ବଲିଉଡରେ ନେପୋଟିଜମ୍, ଗ୍ୟାଙ୍ଗଜମ ଓ ଡ୍ରଗ୍ଦକୁ ନେଇ ମଧ୍ୟ ଖୁଲାସା କରିଛନ୍ତି। ଯାହାକୁ ବହୁ ବଲିଉଡ୍…

କ୍ୟାବିନେଟରେ ୩ ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ୱର() ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୩ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ବାଲେଶ୍ୱର ସୁବର୍ଣ୍ଣରେଖା ନଦୀରେ ଉଚ୍ଚସ୍ତରୀୟ ସେତୁ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଛି । ସେତୁ ନିର୍ମାଣ ପାଇଁ ୧୩୮ କୋଟି ୭୪ ଲକ୍ଷ ୪୮ ହଜାର…

ଓଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର()  ରାଜ୍ୟ ସରକାର ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌)ସ୍ତରରେ ଏକ ଅଦଳବଦଳ କରିଛନ୍ତି। କମିଶନର ଫର ଡିପାର୍ଟମେଣ୍ଟାଲ ଇନ୍‌କ୍ୱାରୀରେ ଥିବା ଆଲୋକ କୁମାର କରଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ସେହିଭଳି ସମ୍ବଲପୁର ଏଡିଏମ୍‌…

ଆଜି ଆଉ ୮ ମୁଣ୍ଡ ନେଲା କରୋନା, କଟକରୁ ସର୍ବାଧିକ

ଭୁବନେଶ୍ୱର() ଆଜି ରାଜ୍ୟରେ ୩୬୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬୪୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି କଟକରୁ…

ଆଜି ଆଉ ୩୬୪୫ କରୋନା ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୫୮ ହଜାର ପାର

ଭୁବନେଶ୍ବର() ୨୪ ଘଣ୍ଟା ମଧ୍ୟରେ ୩୬୪୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୮୬୫୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ…

କିଛି ଲୋକ ଜାଣିଶୁଣି ବଲିଉଡ଼କୁ ବଦନାମ କରୁଛନ୍ତି 

ନୂଆଦିଲ୍ଲୀ()  ବଲିଉଡ଼କୁ ଜାଣିଶୁଣି ବଦନାମ କରାଯାଉଛି । କିଛି ଲୋକ ବଦନାମ କରୁଛନ୍ତି  । ତେଣୁ ସରକାର ବଲିଉଡ଼ ସପକ୍ଷରେ ବାହାରନ୍ତୁ ବୋଲି ଜୟା ବଚ୍ଚନ କହିଛନ୍ତି  । ଏପରିକି ବିଜେପି ସାଂସଦ ରବି କିଶନଙ୍କ ନାଁ ନନେଇ ସେ କହିଛନ୍ତିଯେ, କିଛି ଲୋକ ଯେଉଁ ଥାଳିରେ ଖାଉଛନ୍ତି, ସେଇ…

ପ୍ରଦୀପ ମହାରଥୀଙ୍କୁ କରୋନା

ଭୁବନେଶ୍ୱର () ରାଜ୍ୟରେ ଆଉ ଜଣେ ବିଧାୟକ କରୋନା ପଜିଟିଭ । ପିପିଲ ବିଧାୟକ ପ୍ରଦୀପ ମହାରଥୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ସେ ନିଜେ ସୋସିଆଲ୍‌ ମିଡିଆ ଜରିଆରେ ସୂଚନା ଦେଇଛନ୍ତି । ପିପିଲି ବିଧାୟକ ପ୍ରଦୀପ ମହାରଥୀ ନିଜେ ସୋସିଆଲ ମିଡିଆରେକରୋନା ସଂକ୍ରମିତ ହୋଇଥିବା ସୂଚନା…

ଭୁବନେଶ୍ୱରରୁ ଆଉ ୩୫୧ କରୋନା ଆକ୍ରାନ୍ତ ଚିହ୍ନଟ, ୨୩୮ ଲୋକାଲ କେସ

ଭୁବନେଶ୍ୱର() ଆଜି  ଭୁବନେଶ୍ୱରରୁ ୩୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ଚିହ୍ନଟ ହୋଇଥିବା ୩୫୧ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୧୩ ଓ ସ୍ଥାନୀୟ ଅଞ୍ଚଳରୁ ୨୩୮ ଜଣ ଚିହ୍ନଟ ହୋଇଛନ୍ତି ।  ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା…

୨୯ରୁ ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର() ସେପ୍ଟେମ୍ବର ୨୯ରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ୭ଅକ୍ଟୋବର ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ କିନ୍ତୁ ପ୍ରଶ୍ନକାଳ ରହିବନି । ରବିବାରରେ ମଧ୍ୟ ଗୃହକାର୍ଯ୍ୟ ଚାଲିବ । ବରିଷ୍ଠ ବିଧାୟକ ଭିଡ଼ିଓ କନଫରେନ୍ସିଂରେ…

୨୪ ଘଣ୍ଟା ପାଇଁ ସତର୍କ ରୁହ ୪ ଜିଲ୍ଲା

ଭୁବନେଶ୍ୱର() ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଆଗାମୀ ୨୪ ଘଣ୍ଟା ପାଇଁ ରାଜ୍ୟର ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ୪ଟି ଜିଲ୍ଲାଗୁଡିକ…