ଫଲୋର୍ସଙ୍କ ସହଯୋଗ ଲୋଡିଲେ ଅନୁଭବ
ଭୁବନେଶ୍ୱର() ଓଲିଉଡ଼ର ସଫଳ ଅଭିନେତ୍ରୀ ବର୍ଷା ତାଙ୍କ ସ୍ୱାମୀ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ନାମରେ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଉଥିବା ଅଭିଯୋଗ ଆଣିଛନ୍ତି । ଏହି ମାମଲାକୁ ନେଇ ମାନବାଧିକାର କର୍ମୀ ଗତକାଲି ବର୍ଷା ଓ ଅନୁଭବଙ୍କୁ ଭେଟି ଏହି ସମ୍ପର୍କରେ ଆଲୋଚନା କରିଥିଲେ ।…
