ଖୁସି ଖବର, କମିଲା ରନ୍ଧନ ଗ୍ୟାସ ସିଲିଣ୍ଡର ଦାମ୍
ସାଧାରଣ ଜନତାଙ୍କ ପାଇଁ ଖୁସି ଖବର। ସେପ୍ଟେମ୍ବର ମାସ ଅର୍ଥାତ ଚଳିତ ମାସ ଠାରୁ ଆପଣଙ୍କୁ ଗ୍ୟାସ ସିଲିଣ୍ଡର ପାଇଁ କମ ଦାମ ଦେବାକୁ ହେବ। ତେଲ ମାର୍କେଟିଂ କମ୍ପାନୀ ସେପ୍ଟେମ୍ବର ମାସରେ ୧୯ କିଲୋଗ୍ରାମ ବିଶିଷ୍ଟ ସିଲିଣ୍ଡର ଦାମକୁ ହ୍ରାସ କରାଇ ଦେଇଛି। ଏହି ନିଷ୍ପତ୍ତି ପରେ ମୁମ୍ବାଇ,…
