Odia News Portal

ପୂର୍ବତନ ବିଧାୟକ ରବୀନ୍ଦ୍ର ନାଥ ଭୋଇଙ୍କ ପରଲୋକ

ଭୁବନେଶ୍ୱର()  ତିର୍ତ୍ତୋଲର ପୂର୍ବତନ ବିଧାୟକ ରବୀନ୍ଦ୍ର ନାଥ ଭୋଇଙ୍କ ପରଲୋକ ଘଟିଛି । ଚିକିତ୍ସାଧୀନ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୪ବର୍ଷ ବୟସ ହୋଇଥିଲା । ସେ ୨୦୦୯ ରୁ ୨୦୧୪ ଯାଏ ତିର୍ତ୍ତୋଲର ବିଧାୟକ ଥିଲେ ।

ପ୍ରତି ମୃତକଙ୍କ ପରିବାରକୁ ୨ଲକ୍ଷ ଲେଖାଏଁ ଅନୁକମ୍ପା ରାଶି

ଛତିଶଗଡ଼() ଛତିଶଗଡ଼ ଛେରିଖେଡ଼ିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । ବଦ୍ ଓ ଟ୍ରକ୍ ମୁହାଁମୁହିଁ ହେବା ଫଳରେ ୮ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ମୃତକଙ୍କ ପରିବାର ପ୍ରତି…

ବିଜୁଳି ଚୋରଙ୍କ ପ୍ରତି ଆଖି ବୁଜିଛି ଟାଟା ପାୱାର

ଭୁବନେଶ୍ୱର : ବିଦ୍ୟୁତ୍‍ ବଣ୍ଟନକାରୀ କମ୍ପାନୀ ସେସୁର ମାଲିକାନା ଟାଟା ହାତକୁ ଯିବାପରେ ରାଜ୍ୟରୁ ବିଶେଷକରି ରାଜଧାନୀରୁ ବିଜୁଳି ଚୋରି କମିବ ଓ ଲୋକେ ଗୁଣାତ୍ମକ ବିଜୁଳି ପାଇବେ ବୋଲି ଆଶା କରାଯାଉଥିଲା । ହେଲେ ବିଜୁଳି ଚୋରଙ୍କ ପ୍ରତି ଟାଟା କର୍ତ୍ତୃପକ୍ଷଙ୍କ କୋହଳ ମନୋଭାବ ଦେଖି ଏବେ…

ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା : ୧୨ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର : ଲଘୁଚାପ ଯିବା ପରେ ବର୍ଷା କମିଯାଇଛି। ପ୍ରାୟତଃ ଅଧିକାଂଶ ଅଞ୍ଚଳ ଶୁଖିଲା ପଡ଼ିଛି। ତେବେ ରବିବାରଠାରୁ ରାଜ୍ୟରେ ବର୍ଷା ପରିମାଣ ସାମାନ୍ୟ ବଢ଼ିପାରେ। ଲଗାଣ ବର୍ଷା ନ ହେଲେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ୬ରୁ ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ…

ଛତିଶଗଡ଼ରେ ଓଡ଼ିଶାର ଶ୍ରମିକ ବସ୍‌ ଦୁର୍ଘଟଣା : ୭ମୃତ

ଛତିଶଗଡ଼: ଛତିଶଗଡ଼ରେ ଓଡ଼ିଶାର ଶ୍ରମିକ ବସ୍‌ ଦୁର୍ଘଟଣା । ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗଞ୍ଜାମରୁ ଶ୍ରମିକଙ୍କୁ ନେଇ ଗୁଜରାଟ ଯାଉଥିଲା ବସ୍‌ । ଛେରି ଖେଡି ରୋଡ୍‌ରେ ଟ୍ରକ୍‌ ସହ…

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ରେଜଲ୍ଟ

ଭୁବନେଶ୍ବର:  ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଅପରାହ୍‌ଣ ୪ଟାରେ ଫଳାଫଳ ପ୍ରକାଶ କରାଯିବ । ଛାତ୍ରଛାତ୍ରୀମାନେ www.orissaresults.nic.inରେ ଲଗ୍‌ ଇନ କରି ରେଜଲ୍ଟ ଦେଖିପାରିବେ । ପରେ ଇ-ସ୍ପେସ ଜରିଆରେ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ତିନୋଟି କେନ୍ଦ୍ରରେ ଗ୍ରହଙ୍କ ଅବସ୍ଥିତି ହେତୁ କାମଗୁଡିକୁ ଧୀର ଗତିରେ ଲକ୍ଷ୍ୟସ୍ଥଳକୁ ନେବାରେ ସାହାଯ୍ୟ କରିବେ। ପାରିବାରିକ ଦୃଷ୍ଟିକୋଣରୁ ଦିନଟି ବହୁତ ଭଲ ରହିବ। ସାହିତ୍ୟ, ସଙ୍ଗୀତ, କଳା, କ୍ରୀଡା, ଚଳଚ୍ଚିତ୍ର କ୍ଷେତ୍ରରେ ପରିସ୍ଥିତି ସୁଧୁରିଯିବ। ମାଲିମକଦ୍ଦମା କଥା କିମ୍ବା…

ଭୁବନେଶ୍ୱର ଉପକଣ୍ଠରୁ ହରିଣ ମାଂସ ଜବତ, ୧୧ ଗିରଫ

ଭୁବନେଶ୍ୱର :  ଭୁବନେଶ୍ୱର ଉପକଣ୍ଠରେ ଅବାଧରେ ଚାଲିଛି ହରିଣ ଶିକାର। ଆଜି ଏହି ଘଟଣାର ପର୍ଦ୍ଦାଫାସ କରିଛି କମିଶନରେଟ ପୁଲିସ। ଏହି ମାମଲାରେ ଦୁଇ ଶିକାରୀଙ୍କ ସମେତ ୧୧ ଜଣଙ୍କୁ ଗିରଫ କରିଛି ପୁଲିସ। ଗତକାଲି ଚନ୍ଦକା ଅଭୟାରଣ୍ୟରେ ହରିଣ ଶିକାର କରି ଭାଗ ବଣ୍ଟା କରାଯାଉଥିଲା। ଏ ସମ୍ପର୍କରେ…

ବାରିପଦା ବିଧାୟକ ପ୍ରକାଶ ସୋରେନ୍‌ ଗିରଫ

ବାରିପଦା : ବାରିପଦା ବିଧାୟକ ପ୍ରକାଶ ସୋରେନ୍‌ ଗିରଫ । ବିଧାୟକଙ୍କୁ ଗିରଫ କଲା ଟାଉନ୍‌ ଥାନା ପୁଲିସ୍‌ । ଆଇଟିଡିଏ ଯନ୍ତ୍ରୀଙ୍କୁ ମାଡ଼ ମାରିବା ମାମଲାରେ ଗିରଫ ହୋଇଛନ୍ତି। ଗିରଫ ପରେ ବିଧାୟକଙ୍କୁ କୋର୍ଟ ଚାଲାଣ ହୋଇଛି । ସେପଟେ ବାରିପଦା ଟାଉନ ଥାନା ଆଗରେ ବିଧାୟକଙ୍କ ସମର୍ଥକ ଧାରଣା…

ଫାଣ୍ଡି ଅଧିକାରୀଙ୍କ ଦାଦାଗିରି, ରାତିରେ ଘରେ ପଶି ଆକ୍ରମଣ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତଗତ ଜୋରନ୍ଦା ଫାଣ୍ଡି ଅଧିକାରୀ ଶିବରଂଜନ ସିଙ୍ଘଙ୍କ ନାମରେ ଆସିଛି ସଙ୍ଗୀନ ଅଭିଯୋଗ । ସେ କୁଆଡେ ଗତ ୨ ତାରିଖ ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ଜୋରନ୍ଦା ଫାଣ୍ଡି ଅନ୍ତର୍ଗତ ନେଉଳ ପୋଇ ଗ୍ରାମରେ ଘରେ ପଶି ରୁକୁନ ଗଡନାୟକଙ୍କୁ ମାଡ…