Odia News Portal

ଏହି ଶୋ’ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ରାଧେ ମା

ବିଗବସରେ ଏଣ୍ଟ୍ରି କରିବେ ରାଧେ ମା । ନୂତନ ରିପୋର୍ଟ ଅନୁଯାୟୀ ବିଗ୍ ବସ୍ ୧୪ ପାଇଁ ରାଧେ ମା’ଙ୍କୁ ଚୟନ କରାଯାଇଛି । ରାଧେ ମା ଓରଫ ସୁଖବିନ୍ଦର କୌରଙ୍କୁ ଗତ ସିଜନରେ ମଧ୍ୟ ଯୋଗାଯୋଗ କରାଯାଇଥିଲା କିନ୍ତୁ ସେ ଗତଥର ଶୋରେ ଏଣ୍ଟ୍ରି କରିନଥିଲେ। ବର୍ତ୍ତମାନ ଖବର ରହିଛି ଯେ ତାଙ୍କୁ ଚଳିତ ବର୍ଷ…

ଏଆଇସିସି ପକ୍ଷରୁ ଏକ ୯ ଜଣିଆ କମିଟି ଗଠନ

ଭୁବନେଶ୍ୱର() ଲଘୁଚାପ ଜନିତ ଲଗାଣ ବର୍ଷା ଓ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଓଡ଼ିଶାରେ ଭୟଙ୍କର ବନ୍ୟା ବିପôାତ ଦେଖାଦେଇଛି । ଏହାଦ୍ୱାରା ରାଜ୍ୟର ପ୍ରାୟ ୧୨ଟି ଜିଲ୍ଲା ପ୍ରଭାବିତ ହୋଇଛି । ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି । ଅଧିକାଂଶ ଲୋକଙ୍କ କଚ୍ଚା ଘର ଭାଙ୍ଗି…

୨୦ ହଜାରରୁ ଉର୍ଦ୍ଧ୍ୱ କୋଭିଡ ଟେଷ୍ଟ ପାଇଁ୧୦ କୋଟି ଟଙ୍କା ଖର୍ଚ୍ଚ କରିବା ବିସିସିଆଇ

ୟୁଏଇରେ ଆୟୋଜିତ ଆଇପିଏଲ୍ ୨୦୨୦ ସିଜିନ ୧୩ ଆରମ୍ଭ ହେବାକୁ ଯାଉଛି। ଦେଶରେ କରୋନା ମହାମାରୀ ଚାଲିଥିବା ଯୋଗୁଁ ଖେଳ ହେବ କି ନାହିଁ, ତାହା ବହୁତ ଦ୍ୱନ୍ଦ୍ୱରେ ରହିଥିଲା। ଏବେ ତାରିଖ ଧାର୍ଯ୍ୟ ହେବା ପରେ ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ୨୦,୦୦୦ରୁ ଅଧିକ କରୋନା ପରୀକ୍ଷା ପରିଚାଳନା…

ୟୁଜି ଓ ପିଜି ପରୀକ୍ଷା ଘୁଞ୍ଚାଇବାକୁ ଚିଠି

ଭୁବନେଶ୍ୱର()  ଦେଶ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ ପ୍ରାୟ ସମସ୍ତ ପରୀକ୍ଷା ବାତିଲ କରାଯାଇଥିଳା । ଯାହାଫଳରେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବେଶ ପ୍ରଭାବ ପଡ଼ିଛି । ଏହାରି ମଧ୍ୟରେ ୟୁଜି, ପିଜି ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି । କିନ୍ତୁ ୟୁଜି ଓ ପିଜି ପରୀକ୍ଷା…

ରିୟାଙ୍କ ବାପା ବି ନେଉଥିଲେ ଡ୍ରଗ୍ସ

ନୂଆଦିଲ୍ଲୀ()  ସୁଶାନ୍ତ ସିଂହ ରାଜପୁତ ମାମଲାକୁ ନେଇ ସିବିଆଇ ତଦନ୍ତ ଯେତିକି ଜୋରଦାର ହେଉଛି ସେତିକି ନୂଆ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି  । ସୌଭିକ ଚକ୍ରବର୍ତୀଙ୍କ ହ୍ୱାଟସଆପ ଚାଟରୁ ଡ୍ରଗ୍ସ କାରବାର ନେଇ ଅନେକ ତଥ୍ୟ ମିଳିଛି  । ଜାତୀୟ ଗଣମାଧ୍ୟମରେ ଏଭଳି ଖବର ପ୍ରକାଶ ପାଇବା ପରେ ଏବେ…

ଏଣିକି ଯାତ୍ରୀବାହୀ ବସ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ୱର() କେନ୍ଦ୍ର ସରକାରଙ୍କ ଆଦେଶ ମୁତାବକ ରାଜ୍ୟ ସରକାର ସମଗ୍ର ରାଜ୍ୟରେ ଲକଡାଉନ ଓ ସଟଡାଉନ କଟକଣା ସମ୍ପୂର୍ଣ୍ଣ ହଟାଇଛନ୍ତି । ଏବେ ଯାତ୍ରୀବାହୀ ବସ ଚଳାଚଳ ସ୍ୱାଭାବିକ । ଏପରି ଆଶା ବ୍ୟକ୍ତ କରି କହିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଅନ୍ୟପଟେ ରାଜ୍ୟ ଘରୋଇ ବସ…

ଏଣିକି ଆଉ ହେବନି ଜମିଜମା ସମସ୍ୟା

ଭୁବନେଶ୍ୱର() ଜମିଜମାକୁ ନେଇ ବିଭିନ୍ନ ସମୟରେ ଆପତ୍ତି ଓ ଅଭିଯୋଗ ଦେଖିବାକୁ ମିଳେ । ଏହା ଘରୋଇ ହେଉ ବା ସରକାରୀ । ସମସ୍ତ ସମସ୍ୟାର ସମାଧାନ ପାଇଁ ରାଜ୍ୟରେ ସ୍ଥାପନ ହେଲା ଓଡିଶା Odisha Real Estate Appellate Tribunal । ଏହା ଜରିଆରେ ଦୀର୍ଘଦିନ ଧରି ପଡି ରହୁଥିବା ମାମଲାର ହେବ…

ଗୋଆ ମୁଖ୍ୟମନ୍ତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ() ଦେଶରେ ଦିନକୁ ଦିନ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି ।   ନେତା, ରାଜନେତା, ଅଭିନେତା ସମସ୍ତେ କରୋନା ସଂକ୍ରମଣର ଶିକାର ହେଉଛନ୍ତି |ଏହାରି ମଧ୍ୟରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କରୋନାରେ ସଂକ୍ରମିତ ହୋଇଛନ୍ତି | ସେ ଟ୍ୱିଟରରେ ଟ୍ୱିଟ କରି ସୂଚନା ଦେଇଛନ୍ତି…

ବଢିଲା ବିବାଦ, ସେନାକୁ ସତର୍କ ରହିବାକୁ ଗୃହମନ୍ତ୍ରଣାଳୟର ନିର୍ଦେଶ

ଲଦାଖ : ଏଲଏସିରେ ଭାରତ-ଚୀନ୍ ମଧ୍ୟରେ ବିବାଦ ଭିତରେ କେନ୍ଦ୍ର ଗୃହମନ୍ତ୍ରଣାଳୟ ବୁଧବାର ଆଲର୍ଟ ଜାରି କରିଦେଇଛି। ଗୃହମନ୍ତ୍ରଣାଳୟ ଭାରତ-ଚୀନ୍, ଭାରତ-ନେପାଳ ଓ ଭାରତ-ଭୁଟାନ ସୀମାରେ ସୁରକ୍ଷାକର୍ମୀଙ୍କୁ ସତର୍କ ରହିବାକୁ ନିର୍ଦେଶ ଦେଇଛନ୍ତି। ଗୃହମନ୍ତ୍ରଣାଳୟ ସୁତ୍ରରୁ ମିଳିଥିବା ଖବର…

ରାଜ୍ୟରେ ଆଉ ୧୧ ଆକ୍ରାନ୍ତଙ୍କ ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୫୧୪କୁ ବୃଦ୍ଧି

ଭୁବନେଶ୍ୱର() ରାଜ୍ୟରେ ଆଜି ୩୨୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ୩ ଓ ଖୋର୍ଦ୍ଧା ଜିଲ୍ଳାରୁ ୨ଜଣ , ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ପୁରୀ, ରାୟଗଡ଼ା ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ…