Odia News Portal

ଏବେ ଆପଣଙ୍କ ଘରେ ପହଞ୍ଚିବ ମାତା ବୈଷ୍ଣୋଦେବୀଙ୍କ ପ୍ରସାଦ

ନୂଆଦିଲ୍ଲୀ : କରୋନା ମହାମାରୀ କାରଣରୁ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ମାନେ ଯାଇପାରୁନାହାନ୍ତି । ଏବେ ଏହି ଚିନ୍ତାରୁ ମୁକ୍ତି ମିଳିବ । ଏବେ ଘରେ ବସି ମାତା ବୈଷ୍ଣୋଦେବୀଙ୍କ ପ୍ରସାଦ ମଗାଇ ପାରିବେ ଆପଣ । ଏଥିପାଇଁ ମାତା ବୈଷ୍ଣୋଦେବୀ ସାଇନ ବୋର୍ଡ ଡାକ ମାଧ୍ୟମରେ ଆପଣଙ୍କୁ…

ବିରଳ ପ୍ରଜାତିର ପକ୍ଷୀ ଉଦ୍ଧାର

ବ୍ରହ୍ମପୁର : ଆହତ ଅବସ୍ଥାରେ ଏକ ବିରଳ ପ୍ରଜାତିର ପକ୍ଷୀ ଉଦ୍ଧାର ହୋଇଛି । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଚିଙ୍ଗୁଡ଼ିଖୋଲ ଗାଁରୁ ଏହି ବିରଳ ପ୍ରଜାତିର ପକ୍ଷୀ ଉଦ୍ଧାର କରାଯାଇଛି । ପକ୍ଷୀଟି ଉଡିଯାଉଥିବା ସମୟରେ କିଛି କାଉଙ୍କ ଆକ୍ରମଣର ଶିକାର ହୋଇ ଆସି ଜଣଙ୍କ ଘର…

ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କୁ କରୋନା

ଭୁବନେଶ୍ୱର : ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କୁ କରୋନା। କୋଭିଡ-୧୯ ପରୀକ୍ଷଣରେ ପଜିଟିଭ୍‌ ଆସିଥିବା ନିଜେ ଟ୍ୱିଟ୍‌ କରି ଜଣାଇଲେ ବିଧାୟକ। ତାଙ୍କର କୌଣସି ଲକ୍ଷଣ ନାହିଁ, ସଂଗରୋଧରେ ଅଛନ୍ତି। ମଧୁମେହରେ ଥିବାରୁ ଡାକ୍ତରଙ୍କ ପରାମର୍ଶ ନେଉଛନ୍ତି। ବିଧାୟକଙ୍କ ଡ୍ରାଇଭର କରୋନା ପଜିଟିଭ…

ଆସନ୍ତା କାଲି ଆକାଶମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିବେ ନବୀନ

ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ୟାଞ୍ଚଳ ପରିଦର୍ଶନ କରିବେ । ଆକାଶ ମାର୍ଗରୁ ବନ୍ୟାଞ୍ଚଳ ନିରୀକ୍ଷଣ କରିବେ ମୁଖ୍ୟମନ୍ତ୍ରୀ । ବନ୍ୟାଞ୍ଚଳ ଅନୁଧ୍ୟାନ କରି ଫେରିବା ପରେ ସମୀକ୍ଷା ବୈଠକ କରିବେ । ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିବେ ବୋଲି ମୁଖ୍ୟ ଶାସନ ସଚିବ ଅସିତ…

ତିନି ସପ୍ତାହ ଧରି କରୋନା ପଜିଟିଭି ହେବା ଖବର ଲୁଚାଇଥିଲେ ଜେନେଲିଆ

କରୋନା କବଳରେ ବଲିଉଡ ଷ୍ଟାର। ନିକଟରେ ବଚ୍ଚନ ଫ୍ୟାମିଲ କରୋନାରୁ ସୁସ୍ଥ ହୋଇ ଫେରିଥିବା ବେଳେ ଏବେ ଆଉ ଜଣେ ଅଭିନେତ୍ରୀ କରୋନା ପଜିଟିଭି ହେବା ଖବର ସାମ୍ନାକୁ ଆସିଛି। କିନ୍ତୁ ଏହି ଅଭିନେତ୍ରୀ ଜଣକ କରୋନା ପଜିଟିଭି ହେବା ଖବରକୁ ଗତ ତିନି ସପ୍ତାହ ଧରି ଲୁଚାଇଥିଲେ। ଦୀର୍ଘ ୨୧ ଦିନ ଖବରକୁ…

ଡ଼ଙ୍ଗା ସାହାଯ୍ୟରେ ବନ୍ୟା ବିପନ୍ନଙ୍କ ପାଖରେ ପହଞ୍ଚି ରିଲିଫ ବାଣ୍ଟିଲେ ଆଳି ବିଧାୟକ

କେନ୍ଦ୍ରାପଡ଼ା : ଗତ ଦୁଇ ସପ୍ତାହ ହେଲା ଖରସ୍ରୋତା, କାଣୀ ନଦୀ ବନ୍ୟା ଘେରରେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଧୋୟାଞ୍ଚଳ ୧୦ ପଞ୍ଚାୟତର ୭୦ ହଜାର ଅଧିବାସୀ। ଶୁକ୍ରବାର ରାତିରେ ମଧୁବନ ଓ ଗଣେଶ୍ବରପୁର ନଦୀବନ୍ଧ ଭାଙ୍ଗି ଘରେ, ଘରେ ବନ୍ୟାପାଣି ପଶିଯିବା ପରେ ଏହି…

ପିଲାମାନେ ଯେପରି ଭଲରେ ପରୀକ୍ଷା ଦେବେ ସେଥିପାଇଁ ସହଯୋଗ କରନ୍ତୁ

ଭୁବନେଶ୍ୱର () ଆପଣମାନେ ଜାଣନ୍ତି, କରୋନା ସଂକ୍ରମଣରେ ଭାରତ ଆଜି ସାରା ବିଶ୍ବରେ ସବୁଠାରୁ ଉପରେ ଅଛି। ଆମ ଦେଶରେ ପ୍ରତି ଦୁଇ ଦିନରେ ଏକ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି । ଆମ ରାଜ୍ୟ ଓଡିଶା ମଧ୍ୟ କରୋନାର କଡା ମୁକାବିଲା କରୁଛି। ଆମର କୋଭିଡ ଯୋଦ୍ଧାମାନଙ୍କର ତ୍ୟାଗ ଓ ପରିଶ୍ରମ ଏବଂ…

ଆଜି ପୁଣି ୧୨ ଜଣଙ୍କ ଜୀବନ ନେଲା ମାରାତ୍ମକ କରୋନା

ଭୁବନେଶ୍ୱର : ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୧୨ ଜଣଙ୍କ ଜୀବନ ନେଇଛି କରୋନା । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୪୮୨କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଗଂଜାମ ଜିଲ୍ଲାରୁ ୪ ଜଣ, ଭୁବନେଶ୍ୱରରୁ ଜଣେ, କଟକରୁ ଜଣେ, ଯାଜପୁରରୁ ଜଣେ, ମାଲକାନଗିରି, ନବରଙ୍ଗପୁର, ପୁରୀ, ରାୟଗଡା,…

ଆଜି ୨୯ଟି ଜିଲ୍ଲାରୁ ଆଉ ୩୦୧୪ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ଏଇ ଅଗଷ୍ଟ ମାସରେ ରାଜ୍ୟରେ କରୋନା ସଂକ୍ରମଣ ହାର ଭୟାନକ ରୂପ ନେଇଛି। ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେବା ସହ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। । ଏବେ ପୂରା ଓଡ଼ିଶାକୁ ଏମିତି ଭୟ ଘାରିଛି । ଆଜି ରାଜ୍ୟରେ ୨୯ଟି ଜିଲ୍ଲାରୁ ରେକର୍ଡ ସଂଖ୍ୟାକ ୩୦୧୪ଜଣ ନୂଆ…

ପ୍ରସିଦ୍ଧ ଗାୟିକା ଲତା ମଙ୍ଗେସକରଙ୍କ ବିଲ୍ଠିଂ ସିଲ୍

ମୁମ୍ବାଇ : ସାରା ଦେଶରେ କୋଭିଡ୍-୧୯ ରୋଗୀଙ୍କ ସଂଖ୍ୟା ଦୃତ ଗତିରେ ବଢିବାରେ ଲାଗିଛି। କମ୍ ହେଉନି କରୋନା ପ୍ରକୋପ। ମହାରାଷ୍ଟ୍ରରେ କରୋନା ସ୍ଥିତି ଖୁବ୍ ଖରାପ ହୋଇପଡିଛି। ଏହାକୁ ଦୃଷ୍ଟିରେ ରଖି ବୃହନମୁମ୍ବାଇ ନଗର ନିଗମ(ବିଏମ୍ସି) ଶନିବାର ଭାରତ ରତ୍ନରେ ସମ୍ମାନିତ ପ୍ରସିଦ୍ଧ ଗାୟିକା ଲତା…