ଧାନ ଦୁର୍ନୀତିରେ ଜିଲ୍ଲା ବିଜେପି ସଭାପତି, ଘେରିଲେ ଚାଷୀ ସଂଘଠନ
କେନ୍ଦୁଝର : ସାହାରପଡା ବ୍ଲକ୍ରେ ଖରିଫ ଧାନ କିଣା ଦୁର୍ନୀତି ଏବେ ରାଜ୍ୟସ୍ତରରେ ପହଞ୍ଚି ସାରିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ଧାନ କିଣା ଜାଲିଆତିରେ ସମ୍ପୃକ୍ତ ବୋଲି ଚାଷୀ ସଙ୍ଗଠନ ଅଭିଯୋଗ ଆଣିଛି । ବିଜେପି ସଭାପତିଙ୍କ ଚାଷଜମିରେ…
