ଶବ ରଖି ପଞ୍ଚାୟତ ଅଫିସ ସାମ୍ନାରେ ବିକ୍ଷୋଭ, ରାସ୍ତା ଅବରୋଧ
ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ମହୁଲଡିହା ଥାନା ଅନ୍ତର୍ଗତ କୋଇଲିପାଳ ଗାଁରେ ଅଘଟଣ ଘଟିଛି l ତାଳ ଗଛ କାଟିବାକୁ ଯାଇ ରାଜୁ କାଣ୍ଡିଆନ (୨୭)ର ଅଭାବନୀୟ ଭାବେ ମୃତ୍ୟୁ ଘଟିଛି l ମୃତ୍ୟୁଙ୍କୁ ନେଇ ଗ୍ରାମପଞ୍ଚାୟତ ଆଗରେ ଶବ ରଖି କୋଇଲିପାଳ ଗ୍ରାମବାସୀ ୧୫ ଲକ୍ଷ କିମ୍ବା ଚାକିରୀ ଦାବିରେ…
