ରିଲିଜ ହେଲା ‘London Confidential’ ର ଟିଜର
ନୂଆଦିଲ୍ଲୀ : କଣ୍ଟେଣ୍ଟ ନିର୍ମାତା ଜି୫ ଲଗାତର ଅରିଜିନାଲ୍ ଫିଲ୍ମ ଓ ସିରିଜ ରିଲିଜ କରି ଦର୍ଶକଙ୍କୁ ଖୁବ୍ ମନୋରଞ୍ଜନ ପ୍ରଦାନ କରୁଛି । ଏବେ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ଦ୍ୱାରା ନିକଟରେ ‘ଲଣ୍ଡନ କନଫେନ୍ସିଡିଆଲ୍’ (London Confidential) ଘୋଷଣା କରାଯାଇଛି । ଏହାର ଟିଜର ମଧ୍ୟ…
