ଶସ୍ତା ହେଲା କୋଭିଡ୍ ପରୀକ୍ଷଣ
ଭୁବନେଶ୍ବର() ଶସ୍ତା ହେଲା କୋଭିଡ୍ ପରୀକ୍ଷଣ । ଏଣିକି ୧୨ ଶହ ଟଙ୍କାରେ ହେବ RT-PCR ଟେଷ୍ଟ । ରାଜ୍ୟରେ ଘରୋଇ ସଂସ୍ଥାରେ କୋଭିଡ୍ ପରୀକ୍ଷଣ କରାଯିବ । ଭୁବନେଶ୍ବରର ୪ଟି ସ୍ଥାନରେ କରିହେବ ଏହି ପରୀକ୍ଷଣ । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।…
