ପୁଣି ଦେଖିବାକୁ ମିଳିଲା ଅନ୍ଧବିଶ୍ବାସ : ୨ଘଣ୍ଟା ଧରି ଲୋକଙ୍କୁ ଭୁଆଁ ବୁଲାଇଲା ଗୁଣିଆ
କଟକ : ପୁଣି ଦେଖିବାକୁ ମିଳିଛି ଅନ୍ଧବିଶ୍ବାସକୁ ବିଶ୍ବାସ କରିବାର ଏକ ନଗ୍ନ ଉଦାହରଣ । କଟକ ଜିଲ୍ଲା ସାଲେପୁର ବ୍ଲକ୍ ମିର୍ଜାପୁର ପଞ୍ଚାୟତ କାନପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ଯେଉଁଠାରେ ସାପ କାମୁଡ଼ିଥିବା ଜଣେ କଲେଜ ଛାତ୍ରଙ୍କୁ ଡାକ୍ତର ମୃତ ଘୋଷଣା କରିବା ପରେ ବି…
