ସମ୍ପୂର୍ଣ୍ଣ ସ୍ୱଚ୍ଛ ରହିଛି ଧାନ କିଣା ପ୍ରକ୍ରିୟା
ଭୁବନେଶ୍ୱର() ରାଜ୍ୟ ଧାନ କିଣା ପ୍ରକ୍ରିୟା ସମ୍ପୂର୍ଣ୍ଣ ସୁଗମ ଏବଂ ସ୍ୱଚ୍ଛ ରହିଛି ବୋଲି ଖାଦ୍ୟ ଓ ଯୋଗାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମତ ଦେଇଛନ୍ତି । ନିଜକୁ ପଞ୍ଜୀକୃତ କରାଇଥିବା ସମସ୍ତ ଚାଷୀଙ୍କୁ ନାମର କ୍ରମ ଅନୁଯାୟୀ ଟୋକନ ପ୍ରଦାନ କରାଯାଉଛି ଏବଂ ସେହି ଅନୁସାରେ ଧାନ…
