Odia News Portal

ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା, ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର() ଉତ୍ତର ବଙ୍ଗୋପସାଗରରେ ଆଜି ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ୨୬ ତାରିଖ ଯାଏ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହାସହ ଆଜି ୯ ଜିଲ୍ଲାକୁ ଅରେଞ୍ଜ ଓ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ…

ଅବସରପ୍ରାପ୍ତ ଅଧିକାରୀଙ୍କୁ ଠିକା ନିଯୁକ୍ତି ଦୌଡ଼ରେ ଯୋଗାଣ ନିଗମ

ଭୁବନେଶ୍ୱର : ଅବସରପ୍ରାପ୍ତ ଅଧିକାରୀଙ୍କୁ ନିଯୁକ୍ତି ଦେବା ଦୌଡରେ ଏବେ ସାମିଲ ହେବାକୁ ଯାଉଛି ଓଡିଶା ରାଜ୍ୟ ଯୋଗାଣ ନିଗମ । ନିଗମକୁ ଡେପୁଟେସନରେ ଆସି ୫ବର୍ଷ କାର୍ଯ୍ୟ କରିଥିବା ଜଣେ ଯନ୍ତ୍ରୀଙ୍କୁ କିଭଳି ଏଠାରେ ପୁଣିଥରେ ଠିକାରେ ରଖାଯିବ ସେଥିପାଇଁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ ।…

ସ୍କିପିଂ କରିବା ସମୟରେ ଏହି ୮ଟି ଟିପ୍‌ସ ପ୍ରତିଧ୍ୟାନ ଦିଅନ୍ତୁ

ବିଶେଷଜ୍ଞ କହିବା କଥା ରୁଟିନ୍‌ ବ୍ୟାୟାମରେ ଅବହେଳା କରନ୍ତୁ ନାହିଁ । କାରଣ ଶରୀରରୁ ଝାଳ ବାହାରିବା ଓ ଶରୀର ସକ୍ରିୟ ରହିବା ଦ୍ୱାରା ବହୁ ସଂଖ୍ୟାରେ ଲାଭ ହୋଇଥାଏ । ବ୍ୟାୟାମ ଦ୍ୱାରା ମୁଡ୍‌ ବୁଷ୍ଟ ହେବ, ଶକ୍ତି ମିଳିବା, ସାଧାରଣରେ ସ୍ୱାସ୍ଥ୍ୟ ଠିକ୍‌ ରହିବା ଆଦି ହୋଇଥାଏ । ନିୟମିତ…

ମହିଳାଙ୍କୁ ବଳାତ୍କାର କରି ଫଟୋ ଭାଇରାଲ୍‌, ଯୁବକ ଗିରଫ

ରାଇରଙ୍ଗପୁର : ବିବାହିତା ମହିଳାଙ୍କୁ ବଳାତ୍କାର କରି ଫଟୋ ଭାଇରାଲ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗରେ ଅଭିଯୁକ୍ତକୁ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।ଅଭିଯୁକ୍ତ ଜଣଙ୍କ ହେଲେ ମଣ୍ଟୁ ଓରଫ ସୁନୀଲ କାରୁଆ । ସୂଚନା ଅନୁଯାୟୀ ବହଳଦା ଥାନା…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ମଙ୍ଗଳଙ୍କ ସପ୍ତମରେ ଚନ୍ଦ୍ର ଯୋଗୁ ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବେ। ସତର୍କତା ଅଭାବରୁ ଧନହାନି ଘଟିବାର ସୂଚନା ରହିଛି । କୌଣସି ବିଜାତୀୟ ବ୍ୟକ୍ତିର ଶତ୍ରୁତା ହେତୁ କୌଣସି କାମ ଶୃଙ୍ଖଳିତ ଭିତ୍ତିରେ ହୋଇପାରିବ ନାହିଁ । ବ୍ୟବସାୟ କ୍ଷେତ୍ର, କଳା, ଗବେଷଣା ଓ ଅନୁସନ୍ଧାନାଦି…

କାଲିଠାରୁ ବ୍ରହ୍ମପୁର ସହରବାସୀଙ୍କୁ ମିଳିବ ଆଶ୍ବସ୍ତି

ବ୍ରହ୍ମପୁର : କାଲିଠାରୁ ବ୍ରହ୍ମପୁର ସହରବାସୀଙ୍କୁ ମିଳିବ ଆଶ୍ବସ୍ତି। ଦୀର୍ଘଦିନର ବ୍ୟବଧାନ ପରେ ସ୍ବାଭାବିକ ହେବାକୁ ଯାଉଛି ବ୍ରହ୍ମପୁର ସହର ସ୍ଥିତି। କରୋନା ଯୋଗୁଁ ବନ୍ଦ ହୋଇଯାଇଥିଲା ବିଭିନ୍ନ ବାଣିଜ୍ୟ ପ୍ରତିଷ୍ଠାନ ଓ ବେସରକାରୀ ସଂସ୍ଥା। ଲୋକଙ୍କୁ  ସହର ମଧ୍ୟକୁ  ପ୍ରବେଶ ଓ ପ୍ରସ୍ଥାନ…

ନୀଳକଣ୍ଠେଶ୍ୱର ମନ୍ଦିରରେ ସାମୁହିକ ପ୍ରାର୍ଥନା ଦୀପଦାନ

ଭୁବନେଶ୍ୱର : ରାଜଧାନୀର କେନ୍ଦ୍ରସ୍ଥଳରେ ଥିବା ନୁଆପଲ୍ଲୀ ଗ୍ରାମ ଯେଉଁଠି ମଧ୍ୟ ଭୁବନେଶ୍ୱରର ଲୋକପ୍ରିୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଆଶୁ ଆରୋଗ୍ୟ କାମନା ନିମନ୍ତେ ସ୍ଥାନୀୟ ବାସିନ୍ଦା ପୂଜାର୍ଚ୍ଚନା କରିଛନ୍ତି । ବିଧାୟକ ନିଜର ପରୋପକାରୀ ମନୋଭାବ ଯୋଗୁଁ କୋଭିଡ ଲକ୍ଷଣର ଶିକାର ହେବା…

ବେସାହାରାଙ୍କ ସାହାରା ପାଲଟିଲେ ଜାରକା ରୋଟାରୀ କ୍ଲବ୍

ଯାଜପୁର : ଗତ ଲଘୁଚାପଜନିତ ପ୍ରବଳ ବର୍ଷାରେ ଭାଙ୍ଗିଛି ଅନେକ କଚ୍ଚା ଘର । କେଉଁଠି କାନ୍ଥ ପଡିଛି ତ ଆଉ କେଉଁଠି ଝାଟିମାଟି ଘର ମାଟିରେ ଲୋଟିଛି । ଫଳରେ ଦୁର୍ଦ୍ଦିନରେ ବିତୁଛି ବିପନ୍ନଙ୍କ ଜୀବନ । ତେବେ ଏଭଳି ସମୟରେ କିଛି ସ୍ୱେଚ୍ଛାସେବୀ ସଂଗଠନ ସେମାନଙ୍କୁ ସହାୟତା କରିବାକୁ ଆଗେଇ ଆସିଛି ।…

ଆଉ ଏକ ଲଘୁଚାପ : ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ କହିଲେ ଏସଆରସି

ଭୁବନେଶ୍ୱର : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ବାଂଲାଦେଶ ଓ ଏହା ସଂଲଗ୍ନବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ୨୪ରେ ଏହା ଲଘୁଚାପରେ ପରିଣତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହାର ପ୍ରଭାବରେ ଆସନ୍ତାକାଲିଠୁ ତିନି…

ମାତ୍ର ତିନୋଟି ଝାଡୁ ଆପଣଙ୍କୁ କରିପାରେ ମାଲାମାଲ

ଯଦି ଆପଣ ଆର୍ଥିକ ସମସ୍ୟାରେ ଚିନ୍ତାରେ ଅଛନ୍ତି। ଆଉ ଧନ କମାଇବାରେ ସବୁ ପ୍ରଚେଷ୍ଟା ବିଫଳ ହେଉଛି ତାହେଲେ କିଛି ଉପାୟ ଆପଣଙ୍କୁ ଲକ୍ଷ୍ମୀଙ୍କୁ ଆଗମନ କରିବାକୁ ବାଧ୍ୟ କରିଦେବ। ଲାଲ କିତାବ ଅନୁଯାୟୀ ଶୁଭ ଦିନରେ ଝାଡୁ ଦାନ କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି। ଶାସ୍ତ୍ର…