Odia News Portal

ଗାଡ଼ିରେ ପ୍ରେସ ଲେଖି କରୁଥିଲେ ଗଂଜେଇ ଚାଲାଣ

କନ୍ଧମାଳ : କନ୍ଧମାଳ ପୋଲିସକୁ ଏକ ବଡ ସଫଳତା ମିଳିଛି । ଏକ ବଡ ଧରଣର ଗଂଜେଇ ଚାଲାଣକୁ ଧରିବାରେ ସଫଳ ହୋଇଛି ଜିଲ୍ଲା ପୋଲିସ । ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏହି ଚାଲାଣ ଏମିତି ସେମିତି ନୁହେଁ ବରଂ ଗଣମାଧ୍ୟମ ଚିହ୍ନକୁ ଢାଲ କରି କରାଯାଉଥିଲା । ଗଣମାଧ୍ୟମର ବୁମ ରଖି ଗାଡ଼ିରେ ପ୍ରେସ…

ହୋମଗାର୍ଡ଼ମାନଙ୍କ ଦୈନିକ ଭତ୍ତା ୫୩୩

ଭୁବନେଶ୍ୱର() ରାଜ୍ୟରେ କାର୍ଯ୍ୟରତ ଥିବା ସମସ୍ତ ହୋମଗାର୍ଡ଼ମାନଙ୍କ ଦୈନିକ ପ୍ରାପ୍ୟ ବୃଦ୍ଧି କରାଯାଇଛି । ଏଣିକି ଦୈନିକ ୫୩୩ଟଙ୍କା ପ୍ରାପ୍ୟ ପାଇବେ ହୋମଗାର୍ଡ଼ । ୨୦୨୦ ଜାନୁଆରିରୁ ପିଛିଲା ଭାବେ ଏହା ଲାଗୁ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୩ମାସ ମଧ୍ୟରେ ସମସ୍ତ ବକେୟା ବର୍ଦ୍ଧିତ…

ଭୁବନେଶ୍ୱରରୁ ଆଜି ୩୭୦ ପଜିଟିଭ, ୧୬୬ ଲୋକାଲ କେସ

ଭୁବନେଶ୍ବର() ଭୁବନେଶ୍ୱରରୁ ଆଜି ୩୭୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୦୪ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୧୬୬ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରୁ ୬୦୭୭…

୪ ପ୍ଲାଜମାଦାତାଙ୍କୁ ମନ୍ତ୍ରୀଙ୍କ ସମ୍ମାନ

ଭୁବନେଶ୍ବର() କରୋନାଠାରୁ ବର୍ତ୍ତିବା ଲାଗି ୨ ଟି ଉପାୟ ବଡ଼ ବଡ଼ ଡାକ୍ତର ଓ ବୈଜ୍ଞାନିକମାନେ କହିଆସୁଛନ୍ତି । ଗୋଟିଏ ହେଲା ସାମଜିକ ଦୂରତା ଓ ଅନ୍ୟଟି ହେଲା ପ୍ଲାଜମା ଥେରାପି । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଆଜି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରତ୍ୟକ୍ଷ…

ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି, ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର() ବୁଧବାର ସକାଳେ ଉତର ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ଉତର-ପଶ୍ଚିମ ଦିଗ ଓ ଏହାର ଆଖପାଖ ଅଂଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଥିବା କାରଣରୁ ଉପକୂଳ ଏବଂ ଉତର ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନସଭର୍ସିଟି)…

କିଟର ସଫଳତା: ଏଆରଆଇଆଇଏ ର୍ୟାଙ୍କିଙ୍ଗରେ ପ୍ରଥମ

ଭୁବନେଶ୍ୱର() ସୃଜନ କ୍ଷେତ୍ରରେ କିଟକୁ ମିଳିଛି ଭାରତ ସରକାରଙ୍କ ସ୍ୱୀକୃତି । ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ଅଟଳ ର୍ୟାଙ୍କିଙ୍ଗ ଅଫ ଇନଷ୍ଟିଚୁ୍ୟସନସ ଅନ ଇନୋଭେସନ ଆଚିଭମେଣ୍ଟରେ ସମଗ୍ର ଭାରତର ଘରୋଇ ଶିକ୍ଷାନୁଷ୍ଠାନ କ୍ଷେତ୍ରରେ କିଟ ବିଶ୍ୱ ବିଦ୍ୟାଳୟର ପ୍ରଥମ ସ୍ଥାନରେ ରହି ଶ୍ରେଷ୍ଠ…

ପୁଣି ବିବାଦରେ ଫସିଲେ ଏହି ଅଭିନେତ୍ରୀ

ବଲିଉଡ ନାୟିକା ସ୍ୱରା ଭାସ୍କର ଏବେ ପୁଣି ବିବାଦରେ ଫସିଛନ୍ତି । ତାଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ମାମଲା ଦାୟର କରାଯାଇଛି । ଅଯୋଧ୍ୟା-ବାବ୍ରୀ ମସଜିଦ୍‌ ବିବାଦକୁ ନେଇ ସୁପ୍ରିମକୋର୍ଟ ଯେଉ ରାୟ ଦେଇଥିଲେ ତାହାକୁ ସେ କଡ଼ା ସମାଲୋଚନା କରିବା ସହିତ ଉଭୟ ସୁପ୍ରିମକୋର୍ଟ ଏବଂ…

ପୁଣିଥରେ ମହାନତା ଦେଖାଇଲେ ଖିଲାଡ଼ି କୁମାର

ପୁଣିଥରେ ମହାନତା ଦେଖାଇଛନ୍ତି ଖିଲାଡ଼ି କୁମାର। କରୋନା ସମୟରେ ସରକାରୀ ପାଣ୍ଠିକୁ କୋଟି କୋଟି ଟଙ୍କା ଦାନ କରିଥିବା ଅକ୍ଷୟ ଏବେ ପୁଣିଥରେ ବନ୍ୟା ପ୍ରପୀଡ଼ିତଙ୍କୁ ସାହାଯ୍ୟ କରିଛନ୍ତି। ଆସାମ ବନ୍ୟା ପୀଡ଼ିତଙ୍କୁ ରିଲିଫ୍‌ ଭାବେ ଅକ୍ଷୟ କୁମାର ୧ କୋଟି ଟଙ୍କା ଦାନ କରିଛନ୍ତି। ଏନେଇ ଆସାମର…

୧୦ଜିଲ୍ଲାକୁ ରେଡ଼ ଆଲର୍ଟ

ଭୁବନେଶ୍ୱର() ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୱେଲ ମାର୍କ ଲୋ ପ୍ରେସରରେ ପରିଣତ ହୋଇଛି । ତେଣୁ ରାଜ୍ୟର କେତେକ ସ୍ଥାନରେ ବର୍ଷା ଲାଗି ରହିଛି । ଏହାସହ ୧୦ଜିଲ୍ଲାକୁ ରେଡ଼ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ୧୦ଜିଲ୍ଲାଗୁଡ଼ିକ ବାଲେଶ୍ୱର, ମୟୁରଭଞ୍ଜ, ଭଦ୍ରକ, ଯାଜପୁର,…

ଏଣିକି ସୁସ୍ଥ ହୋଇଥିବା ଲୋକଙ୍କ ପୁଣି ହେବ ଟେଷ୍ଟ

ଗଞ୍ଜାମ() ଏଣିକି କରୋନାରେ ସୁସ୍ଥ ହୋଇଥିବା ଲୋକଙ୍କ ପୁଣି ଥରେ ଟେଷ୍ଟ କରାଯିବ । କରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲି ଠାରୁ କରୋନା ଆରୋଗ୍ୟଙ୍କ ପୁଣି ଥରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଏହି ଯାଞ୍ଚ ପ୍ରକ୍ରିୟାରେ ଆଶା,…