Odia News Portal

ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ

ନୂଆଦିଲ୍ଲୀ() ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବା ଜଣାଯାଇଛି । ତାଙ୍କ ଫୁସଫୁସରେ ସଂକ୍ରମଣ ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ବି ପ୍ରଣବ ମୁଖାର୍ଜୀ ଭେଣ୍ଟିଲେଟରରେ ରହିଥିବା ଜଣାଯାଇଛି । ଏକ ସ୍ପେଶାଲିଷ୍ଟ ଡାକ୍ତରୀ ଦଳ ତାଙ୍କ…

ଏଣିକି ଫ୍ଲିପ୍‌କାର୍ଟରେ ମିଳିବ ମଦ

ଭୁବନେଶ୍ୱର() ବିଦେଶୀ ମଦ ହୋମ୍‌ ଡେଲିଭରି କରୁଥିବା ଅନ୍‌ଲାଇନ୍‌ ଯୋଗାଣକାରୀ ସଂସ୍ଥାରେ ଯୋଡ଼ି ହୋଇଛି ଫ୍ଲିପ୍‌କାର୍ଟ । ଏହି ଜଣାଶୁଣା ଅନଲାଇନ୍‌ ସପିଂ ସଂସ୍ଥାର ଡେଲିଭରି ବଏ ମଧ୍ୟ ମଦ ନେଇ ଆପଣଙ୍କ ଘରେ ପହଞ୍ଚାଇବେ । ଆସନ୍ତା ସପ୍ତାହ ମଧ୍ୟରେ ଓଡ଼ିଶାର ଭୁବନେଶ୍ୱର, କଟକ ଏବଂ ରାଉରକେଲା…

ରାଜ୍ୟରେ ଆଉ ୧୦ ମୁଣ୍ଡ ନେଲା କରୋନା, ଖୋର୍ଦ୍ଧାରୁ ୨

ଭୁବନେଶ୍ୱର() ରାଜ୍ୟରେ ଆଜି ୨୫୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୦ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଳାର ସର୍ବାଧିକ ୪, ଖୋର୍ଦ୍ଧାରୁ ୨, ସୁନ୍ଦରଗଡ଼ରୁ ୨, ଭଦ୍ରକ ଓ ବରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା…

ଆଜି ଆଉ ୨୫୮୯ ପଜିଟିଭ, ୧୦୧୫ ଲୋକାଲ କେସ, ଖୋର୍ଦ୍ଧାରୁ ୪୬୬

ଭୁବନେଶ୍ୱର()  ରାଜ୍ୟରେ ଆଜି ୨୯ଜିଲ୍ଲାରୁ ୨୫୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୫୭୪ ଓ ସ୍ଥାନୀୟ ଅଞ୍ଚଳରୁ ୧୦୧୫ ଜଣ ଚିହ୍ନଟ ହୋଇଛନ୍ତି ।ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭୧୨୨କୁ ବୃଦ୍ଧି ପାଇଛି ।…

ଅଳିଆ ଗଦାରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ରାୟଗଡା: ରାୟଗଡା ଜିଲ୍ଲାରେ ପୁଣି ଅଲୋଡ଼ା ହୋଇଛି ଶିଶୁ କନ୍ୟା । ଅଳିଆ ଗଦାରୁ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । । ଏଭଳି ଘଟଣା ଦେଖିବାକୁ ମିଳିଛି କୋଲନରା ବ୍ଲକର ଗୌରାଙ୍ଗ ମନ୍ଦିର ନିକଟରେ । ମନ୍ଦିର ପଛପଟ ଥିବା ଏକ ଅଳିଆ ଗଦାରେ କେହି ଜଣେ ନବଜାତ ଶିଶୁ କନ୍ୟାକୁ ଛାଡି…

ପ୍ରକାଶ ପାଇଲା ଯୁକ୍ତ ୨ ବାଣିଜ୍ୟ ରେଜଲ୍ଟ

ଭୁବନେଶ୍ବର () ପ୍ରକାଶ ପାଇଲା ଯୁକ୍ତ ୨ ବାଣିଜ୍ୟ ପରୀକ୍ଷା ଫଳ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ପରୀକ୍ଷାଫଳ ଘୋଷଣା କରିଛନ୍ତି ।…

କ୍ଷମତା ଯୁଦ୍ଧରେ ନୟାନ୍ତ ହେଲାଣି ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

ଭୁବନେଶ୍ୱର : ରାଜ୍ୟରୁ ପ୍ରଦୂଷଣ ଦୂର କରିବାପାଇଁ ଗଠନ ହୋଇଥିବା ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ କ୍ଷମତା କନ୍ଦଳ ଯୋଗୁଁ ଏବେ ପ୍ରଶାସନିକ ପ୍ରଦୂଷଣର ମାତ୍ରା ବଢିବାରେ ଲାଗିଛି । ବର୍ଷ ବର୍ଷ ଧରି କ୍ଷମତାକୁ ଜାବୁଡି ଧରିଥିବା ବାବୁମାନେ ଏହାକୁ ଛାଡିବାକୁ ନାରାଜ ହେବାରୁ ଏଭଳି…

ସୁଶାନ୍ତ ମୃତ୍ୟୁର CBI ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ()ବହୁ ଚର୍ଚ୍ଚିତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତୁ୍ୟ ମାମଲାର ତଦନ୍ତ କରିବ ସିବିଆଇ । ସୁପ୍ରିମକୋର୍ଟରେ ଏନେଇ ଆଗତ ଏକ ମାମଲାର ଶୁଣାଣୀ କରି ସୁପ୍ରିମକୋର୍ଟ ଏହି ନିଦେ୍ର୍ଧଶ ଦେଇଛନ୍ତି । ଏନେଇ ଯେଉଁସବୁ ପ୍ରମାଣ ହସ୍ତଗତ ହୋଇଛି ତାହାକୁ ସିବିଆଇକୁ ଦେବା ପାଇଁ ମୁମ୍ବାଇ…

ସଲମାନ ଖାନଙ୍କୁ ହତ୍ୟା ଷଡ଼ଯନ୍ତ୍ର

ଫରିଦାବାଦ() ବଲିଉଡ଼ ଭାଇଜାନ ସଲମାନ ଖାନଙ୍କୁ ହତ୍ୟା କରିବା ପାଇଁ ରଚାଯାଇଥିଲା ଷଡ଼ଯନ୍ତ୍ର  । ଜାନୁଆରୀରୁ ଷଡ଼ଯନ୍ତ୍ର କରାଯାଇଥିଲେବି ଲକଡାଉନ ଯୋଗୁଁ ତାହା ସମ୍ଭବପର ହୋଇପାରିନଥିଲା  । ସଲମାନଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିବା ସାର୍ପସୁଟରଙ୍କୁ ଗିରଫ କରିବା ପରେ ଏହା…

ଦାନା ବାନ୍ଧିଲା ଲଘୁଚାପ : ୧୪ ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା

ଭୁବନେଶ୍ୱର : ଦାନା ବାନ୍ଧିଲାଣି ଆଉ ଗୋଟିଏ ଲଘୁଚାପ । ବୁଧବାର ସୁଦ୍ଧା ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଏହି ଲଘୁଚାପ । ଆସନ୍ତା ୨ ଦିନ ରାଜ୍ୟରେ ବର୍ଷା ଲାଗି ରହିବ । ପ୍ରବଳରୁ ପ୍ରବଳତର ବର୍ଷା ହେବ ଉପକୂଳ, ଉତ୍ତର ଆଭ୍ୟନ୍ତରୀଣ ଏବଂ ପାଶ୍ୱର୍ବର୍ତ୍ତୀ ଜିଲ୍ଲାରେ । କେତେକ…