ଆଜି ପ୍ରକାଶ ପାଇବ +୨ ବାଣିଜ୍ୟ ରେଜଲ୍ଟ, ଜାଣନ୍ତୁ କେଉଁ ୱେବସାଇଟ୍ରେ ଜାଣିପାରିବେ ଆପଣଙ୍କ ଫଳାଫଳ
ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବାଣିଜ୍ୟ ରେଜଲ୍ଟ । ପୂର୍ବାହ୍ନ ୧୧ଟା ୩୦ରେ ପ୍ରକାଶ ପାଇବ ଫଳ। ରେଜଲ୍ଟ ଉନ୍ମୋଚନ ପରେ ୱେବସାଇଟ୍ରେ ଉପଲବ୍ଧ ହେବ । ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷା ଫଳ www.orissaresults.nic.in ରେ ଦେଖିପାରିବେ ।
ସୂଚନା ମୁତାବକ ଉଚ୍ଚ ମାଧ୍ୟମିକ ଶିକ୍ଷା…
