Odia News Portal

କିରଣ ମଜୁମ୍‌ଦାରଙ୍କୁ କରୋନା

ବେଙ୍ଗାଲୁରୁ : ବାଓଫାର୍ମାସ୍ୟୁଟିକଲ  ଫାର୍ମ ବାଓକନ୍ ମୁଖ୍ୟ କିରଣ ମଜୁମଦାରଙ୍କୁ କରୋନା ପଜିଟିଭ୍‌ । ସୋମବାର ଦିନ  ସେ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି – ମୋର କୋଭିଡ୍‌ ଟେଷ୍ଟିଂରେ ପଜିଟିଭ୍ ଆସିଛି । ସାମାନ୍ୟ ଲକ୍ଷଣ ଦେଖାଦେଇଛି । କିରଣଙ୍କ ଟ୍ୱିଟ୍‌ ପରେ…

ଅଧିକ ୟୁରିଆ ସାର ଯୋଗାଇଦେବା ଲାଗି କେନ୍ଦ୍ର ସରକାରଙ୍କୁ ଅନୁରୋଧ

ଭୁବନେଶ୍ୱର ()  ଚଳିତ ଖରିଫ ଚାଷ ନିମନ୍ତେ ରାଜ୍ୟକୁ ଅଧିକ ୟୁରିଆ ସାର ଯୋଗାଇଦେବା ପାଇଁ କୃଷି ଓ କୃଷକ ସଶକ୍ତିକର, ମତ୍ସ୍ୟ ଓ ପ୍ରାୀ ସମ୍ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ଆଜି ପୂର୍ବାହ୍ନରେ କେନ୍ଦ୍ର ସରକାରଙ୍କ ରାଜ୍ୟ…

ଧୋନିଙ୍କ ଅବସରକୁ ନେଇ ମର୍ମାହତ ପାକିସ୍ତାନି ଚାଚା

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟରୁ ମହେନ୍ଦ୍ର ସିଂହ ଧୋନିଙ୍କ ଅବସର କ୍ରିକେଟପ୍ରେମୀଙ୍କୁ ନିରାଶ କରିଛି। ବିଶ୍ୱରେ ତାଙ୍କର ଅନେକ ପ୍ରଶଂସକ ଅଛନ୍ତି । କିନ୍ତୁ ପାକିସ୍ତାନ ଜନ୍ମିତ ପ୍ରଶଂସକ ଚାଚା ଚିକାଗୋ (ମହମ୍ମଦ ବସିର) ସବୁଠୁ ଭିନ୍ନ । ସେ ଧୋନିଙ୍କର ଜଣେ ବଡ଼ ପ୍ରଶଂସକ । ତାଙ୍କ…

ଭୁବନେଶ୍ୱର ବଜାରରେ ହ୍ରାସ ପାଇଛି ସୁନା ମୂଲ୍ୟ

ଗତ କିଛି ଦିନ ହେବ ସୁନା ଦର ଆକାଶ ଛୁଆଁ ଭାବେ ବଢି ଚାଲିଥିବା ବେଳେ କିନ୍ତୁ ଗଲା ୪ ରୁ ୫ ଦିନ ହେବ ଏହି ମୂଲ୍ୟରେ ହ୍ରାସ ଘଟିଥିବା ଲକ୍ଷ କରାଯାଇଛି । ସୋମବାର ସନ୍ଧ୍ୟା ସୁଦ୍ଧା ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୨,୫୧୦ ଟଙ୍କାରେ ପହଁଚିଥିବା ବେଳେ ୨୨ କ୍ୟାରେଟ…

ସ୍ବାମୀଙ୍କୁ ନ୍ୟାୟ ଦେବା ଦାବିରେ ତହସିଲ ଆଗରେ ମହିଳାଙ୍କ ଅନଶନ

ଚାନ୍ଦବାଲି : ଜମିଜମା ବାବଦକୁ କେନ୍ଦ୍ର କରି ଚଳିତ ମାସ ୪ ତାରିଖରେ ଚାନ୍ଦବାଲି ସହରର ଦିଲିପ ସାହୁ ନାମକ ଜଣେ ବ୍ୟକ୍ତିକୁ ତାର ପ୍ରତିପକ୍ଷ ବଜାର ଉପର ମାଡ ମାରିବା ସହ ଅଧାମରା କରି ଛାଡି ପଳାଇଥିଲେ । ଏହି ଘଟଣାରେ ଉଭୟ ତରଫରୁ ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କଲାପରେ ପୋଲିସ ୨ଟି ମାମଲା…

ଏଣିକି ହେଲମେଟ ଓଜନ ହେଲେ ଗଣିବେ ଟଙ୍କା

ଟ୍ରାଫିକ ବ୍ୟବସ୍ଥାରେ ନୂଆ ନିୟମ । ମଧ୍ୟପ୍ରଦେଶ ସରକାର ଟ୍ରାଫିକ ବ୍ୟବସ୍ଥା ନେଇ ନୂଆ ନିୟମ ଲାଗୁ କରିଛନ୍ତି । ଏଣିକି ମଧ୍ୟପ୍ରଦେଶରେ ହେଲମେଟ ଦେଢ କେଜିରୁ ଉଦ୍ଧ୍ୱର୍ ହେଲେ ଗାଡି ଚାଳକ ଗଣିବେ ଜରିମାନା । ଯଦି କୌଣସି ଗାଡି ଚାଳକ ଦେଢ କେଜିରୁ ଅଧିକ ଓଜନର ହେଲମେଟ ବ୍ୟବହାର କରନ୍ତି ତେବେ…

ରୋହିତ ଶର୍ମାଙ୍କ ବ୍ୟତୀତ ୩ କ୍ରୀଡ଼ାବିତ ପାଇବେ “ରାଜୀବ ଗାନ୍ଧୀ ଖେଳରତ୍ନ” ପୁରସ୍କାର

କ୍ରୀଡା କ୍ଷେତ୍ରର ସର୍ବଶେଷ୍ଠ ସମ୍ମାନ “ରାଜୀଭ ଗାନ୍ଧୀ ଖେଳରତ୍ନ ପୁରସ୍କାର” ନେଇ ଆଜି ଦେଶର ଚାରି ଜଣ ଖେଳାଳିଙ୍କ ନାମ ସୁପାରିଶ ହୋଇଛି । ପୁରସ୍କାର ଚୟନ କମିଟି କ୍ରିକେଟର ରୋହିତ ଶର୍ମା, ଟେବଲ ଟେନିସ ଖେଳାଳି ମାନିକା ବାତ୍ରା, ରେସଲର ଭିନେଶ ଫୋଗତ, ପାରା ଅଲିମ୍ପିକ୍ସରେ ସ୍ଵର୍ଣ ବିଜେତା…

ଭୁବନେଶ୍ୱରରୁ ଆଜି ୨୨୦ ପଜିଟିଭ, ଜାଣନ୍ତୁ ସମ୍ପୁର୍ଣ୍ଣ ତଥ୍ୟ

ଭୁବନେଶ୍ବର() ଭୁବନେଶ୍ୱରରୁ ଆଜି ୨୨୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୬ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୮୪ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହାସହ ୧୨୩ଜଣ ସୁସ୍ଥ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି ।…

ଇସ୍ତଫା ଦେଲେ ନିର୍ବାଚନ କମିଶନର

ଭାରତର ନିର୍ବାଚନ କମିଶନ ପଦରୁ ଇସ୍ତଫା ଦେଲେ ଅଶୋକ ଲାଭାସା । ADB (Asian Development Bank )ର ଉପାଧ୍ୟକ୍ଷ ହେବେ ଅଶୋକ । ସୂଚନା ମୁତାବକ ମଙ୍ଗଳବାର ଦିନ ନିର୍ବାଚନ କମିଶନର ପଦରୁ ଅଶୋକ ଲାଭାସା ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ର ପ୍ରେସିଡେଣ୍ଟ ରାମନାଥ କୋବିନ୍ଦଙ୍କ ପାଖରେ…

ଡ୍ରିମ ୧୧ ହେଲା ଆଇପିଏଲ ପ୍ରାୟୋଜକ

ମୁମ୍ବାଇ() ଭାରତ ଓ ଚାଇନା ମଧ୍ୟରେ ଆର୍ଥିକ ଯୁଦ୍ଧରେ ବଳି ପଡ଼ିଯାଇଥିଲା ଭିଭୋ । ଆଇପିଏଲର ପ୍ରାୟୋଜକରୁ ବାଦ ପଡ଼ିବା ପରେ କିଏ ପ୍ରାୟୋଜକ ହେବ ତାହାକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଥିଲା । ପ୍ରାୟୋଜକ ହେବା ପାଇଁ ଅନେକ କମ୍ପାନୀ ଆଗ୍ରହୀ ଥିଲେ ବି ଡ୍ରିମ ୧୧ ବାଜି ମାରିନେଇଛି । ଡି୍ରମ…