Odia News Portal

MSME ସେକ୍ଟରକୁ ପ୍ରାଧାନ୍ୟ

ଭୁବନେଶ୍ୱର()   ଜୀବିକା ପାଇଁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏମଏସଏମଇ ସେକ୍ଟର ଓ ଶିଳ୍ପ ।   ତେଣୁ ଏମଏସଏମଇ ସେକ୍ଟରକୁ ଶକ୍ତିଶାଳୀ କରିବାକୁ ନିଷ୍ପତ୍ତି ହୋଇଛି । କୋଭିଡ ପରିସ୍ଥିତିରେ ଜୀବନ ଜୀବିକାକୁ ନେଇ ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହା କହିଛନ୍ତି । ସେ କହିଛନ୍ତି ଯେ, ଜୀବନକୁ…

ଦିନକରେ ସର୍ବାଧିକ ୫୨ ହଜାର କରୋନା ଟେଷ୍ଟ

ଭୁବନେଶ୍ବର() ରାଜ୍ୟରେ ପ୍ରତିଦିନ କରୋନା ସଂକ୍ରମିତଙ୍କ ବଢିବାରେ ଲାଗିଛି । ତେବେ ଗତ ୨୪ ଘଣ୍ଟାରେ ରାଜ୍ୟରେ ରେକର୍ଡ ସଂଖ୍ୟକ ୫୨ ହଜାର ୭୯୫  କରୋନା ଟେଷ୍ଟ ହୋଇଛି । ଆରଟିପିସିଆର, ଆଣ୍ଟିଜେନ ଓ ଟ୍ରୁନଟ ମାଧ୍ୟମରେ ଏହି ପରୀକ୍ଷା କରାଯାଇଛି । ତନ୍ମଧ୍ୟରୁ ଆରଟିପିସିଆରରେ ୧୦,୨୪୦, ଆଣ୍ଟିଜେନ…

୨୪ ଘଣ୍ଟା ପାଇଁ ୧୧ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ବର () ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ୧୯ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଏପଟେ ଏବେ ବି ସକ୍ରିୟ ରହିଛି ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ । ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି ।…

ଦେଶର ଶ୍ରେଷ୍ଠ ୫୦ ବିଧାୟକଙ୍କ ତାଲିକାରେ ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ୱର ()  ଦେଶର ଶ୍ରେଷ୍ଠ ୫୦ ବିଧାୟକଙ୍କ ତାଲିକାରେ ଓଡ଼ିଶାର ଦୁଇ  ବିଧାୟକ । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓ  ଜୟପୁର ବିଧାୟକ ତାରା ବାହିନୀପତି । ବିଧାୟକମାନଙ୍କ କାର୍ଯ୍ୟଦକ୍ଷତା, ଲୋକ ସମ୍ପର୍କ, ବିଧାନସଭାରେ ବିତର୍କ ଆଦି ଅନେକ ମାନଦଣ୍ଡକୁ ଭିତ୍ତି କରି ଏହି…

ଖୋଲିଲା ମାତା ବୈଷ୍ଣୋଦେବୀଙ୍କ ଦରବାର

ଶ୍ରୀନଗର : ଆଜିଠୁ ଚାଲିବ ପୁଣି ମାତାଙ୍କ ଦରବାର । ଆଜିଠାରୁ ଭକ୍ତମାନଙ୍କ ପାଇଁ ମାତା ବୈଷ୍ଣୋଦେବୀ ମନ୍ଦିର ଖୋଲିବ । ଏଥିପାଇଁ  ଉପଯୁକ୍ତ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି । ମାଆଙ୍କ ଦର୍ଶନ ପାଇଁ କେବଳ ୨୦୦୦ ଲୋକଙ୍କୁ  ଅନୁମତି ଦିଆଯାଇଛି ।  ଯେଉଁଥିରୁ କେନ୍ଦ୍ରଶାସିତ ଜାମୁ କାଶ୍ମୀର…

ଆଜି ଆଉ ୧୦ ମୁଣ୍ଡ ନେଲା କରୋନା, ଭୁବନେଶ୍ବରରୁ ୨

ଭୁବନେଶ୍ୱର() ଆଜି ରାଜ୍ୟରେ ୨୯୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୪୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଭୁବନେଶ୍ବରରୁ…

ରାଜ୍ୟରେ ଆଜି ସର୍ବାଧିକ ୨୯୨୪ ପଜିଟିଭ୍, ୧୧୦୯ ଲୋକାଲ କେସ, ଖୋର୍ଦ୍ଧାରୁ ୪୮୮

ଭୁବନେଶ୍ୱର() ରାଜ୍ୟରେ ଆଜି ସର୍ବାଧିକ ୨୯୨୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୮୧୫ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୧୦୯ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାର ୦୫୦ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ…

ମିରଟ ଛାତ୍ରଙ୍କ କମାଲ : ୨୦ଟଙ୍କାରେ ୧୦୦କିଲୋମିଟର ଚାଲିବ ଏହି ବାଇକ

ମିରଟ ଛାତ୍ରଙ୍କ କମାଲ । ତିଆରି କରିଛନ୍ତି ଏଭଳି ଏକ ବାଇକ ଯାହା ବିଷୟରେ ଜାଣିଲେ ଆପଣଙ୍କ ହୋସ ଉଡିଯିବ । ଡିଜାଇନ ଯେମିତି, କମ୍ଫର୍ଟ ବି ଠିକ ସେମିତି। ମିରଟ ର ଛାତ୍ର ବକାର ଆହମ୍ମଦ ବିନା ପେଟ୍ରୋଲ ରେ ଚାଲିବା ଭଳି ଏକ ବାଇକ ତିଆରି କରିଦେଇଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ବାଇକ…

ଯୁକ୍ତ ଦୁଇ ବିଜ୍ଞାନ ଫଳାଫଳ ପରେ ସରକାରୀ ଶିକ୍ଷକଙ୍କ ମୁଣ୍ଡରେ ଚଡକ

ଭୁବନେଶ୍ୱର : ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ ଏବେ ସରକାରୀ ଯୁକ୍ତ ଦୁଇ କଲେଜ ଅଧ୍ୟାପକଙ୍କ ମୁଣ୍ଡରେ ଚଡକ ପକାଇଛି । ଘରୋଇ କଲେଜ ଗୁଡିକ ଭଲ ଫଳାଫଳ କରିଥିବାବେଳେ ମୋଟା ଅଙ୍କର ଦରମା ପାଉଥିବା ସରକାରୀ ଶିକ୍ଷକମାନେ କ’ଣ କରୁଛନ୍ତି ବୋଲି ପ୍ରଶ୍ନ ଉଠିଲାଣି । ଏମାନଙ୍କ କାର୍ଯ୍ୟର ସମୀକ୍ଷା…

ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି କରୋନା ପଜିଟିଭ୍

ଜୟପୁର : କରୋନା ସଂକ୍ରମିତ ହେଲେ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଇନ୍ଦ୍ରଜିତ ମହାନ୍ତି। ଶନିବାର କରୋନା ପଜିଟିଭ୍ ଥିବା ତାଙ୍କର ରିପୋର୍ଟ ଆସିଛି । ଏହା ପରେ ମୁଖ୍ୟ ବିଚାରପତି ନିଜକୁ କ୍ଵାରେଣ୍ଟାଇନ୍ କରିଛନ୍ତି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଟ୍ଵିଟ୍ କରି କହିଛନ୍ତି, ମୁଁ…