ଉପରମୁଣ୍ଡରେ ଲଗାଣ ବର୍ଷା : ହୀରାକୁଦ ଡ୍ୟାମ୍ରେ ଖୋଲିଲା ୯ଟି ଗେଟ୍
ସମ୍ବଲପୁର : ଉପରମୁଣ୍ଡରେ ପ୍ରବଳ ଲଗାଣ ବର୍ଷା ଜାରି ରହିଛି । ଯାହାଫଳରେ ଡ୍ୟାମ୍ରେ ଜଳପତନ ବୃଦ୍ଧି ଘଟିଥିବା ହେତୁ ଗେଟ୍ ଖୋଲାଯାଇଛି। ହୀରାକୁଦ ବନ୍ଧରୁ ମୋଟ ୯ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ଶନିବାର ରାତି ୯ଟା ସୁଦ୍ଧା ଜଳସ୍ତର ୬୧୫.୦୨ଫୁଟ୍କୁ ବୃଦ୍ଧି ପାଇଛି ।
ସେହିପରି…
