Odia News Portal

ସ୍ବାଧୀନତା ଦିବସରେ ଅଘଟଣ : ପୋଖରୀରେ ବୁଡି ଦୁଇ ନାବାଳକଙ୍କ ମୃତ୍ୟୁ

ଜଗତସିଂହପୁର : ସ୍ବାଧୀନତା ଦିବସରେ ଅଘଟଣ। ପୋଖରୀରେ ବୁଡି ଦୁଇ ନାବାଳକଙ୍କ ମୃତ୍ୟୁ । ଏଭଳି ଘଟଣା ଘଟିଛି ଜଗତସିଂହପୁର  ଜିଲ୍ଲା ତିର୍ତ୍ତୋଲ ତୁଳଙ୍ଗ ଗାଁରେ। ମିଳିଥବା  ସୂଚନା ଅନୁସାରେ କୁଳଙ୍ଗ ଗ୍ରାମର ନବମ ଶ୍ରେଣୀରେ ପଢୁଥିବା  ଆୟୂଷ ବିଶ୍ବାଳ ଓ ପ୍ରତ୍ୟୁଷ ବିଶ୍ବାଳ ସାଙ୍ଗ ହୋଇ ଆଜି  …

ଆଜି ପୁଣି ଭୁବନେଶ୍ବରରେ ୨୭୭ ପଜିଟିଭ

ଭୁବନେଶ୍ୱର : ଭୁବନେଶ୍ବରରେ ଆଜି ପୁଣି ୨୭୭ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ୧୩୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେବେ ସଂଗରୋଧ କେନ୍ଦ୍ରରୁ ୧୮୧ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୯୬ ଜଣ ଚିହ୍ନଟ ହୋଇଛନ୍ତି। ଏହି କ୍ରମରେ ଭୁବନେଶ୍ବରରେ କୋରୋନା ପଜିଟିଭ ସଂଖ୍ୟା ୫୧୧୯କୁ…

ଆଞ୍ଚଳିକ ବିକାଶ କେନ୍ଦ୍ର ପକ୍ଷରୁ ପତାକା ଉତ୍ତଳୋନ

ଭୁବନେଶ୍ଵର : ନୁଆସାହି ୱାର୍ଡ ନଂ - ୩୯ ଅଧୀନରେ ଥିବା ନୁଆସାହିର ଆଞ୍ଚଳିକ ବିକାଶ କେନ୍ଦ୍ର ନୁଆସାହି ତରଫରୁ ସରକାରଙ୍କ ନୀତିନିୟମକୁ ସମ୍ମାନ ଜଣାଇ covid 19ର ନିୟମକୁ ମାନି ଅଳ୍ପ ସକ୍ଷଙ୍କ ମଧ୍ୟରେ ସୀମିତ ରହି ସାମାଜିକ ଦୂରତାକୁ ମାନି ମାସ୍କ ପିନ୍ଧି ଚୌସ୍ତରି ତମ ସ୍ୱାଧୀନତା ଦିବସ ପାଳନ…

ରାଜ୍ୟରେ ଆଜି ପୁଣି ୯ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ବର : ରାଜ୍ୟରେ ଆଜି ୯ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ କୋଭିଡ୍ ଜନିତ ମୃତ୍ୟୁସଂଖ୍ୟା ୩୩୩ରେ ପହଁଚିଛି। ଏମାନଙ୍କ ଭିତରୁ ସମ୍ବଲପୁରରୁ ସର୍ବାଧିକ ୪ଜଣଙ୍କର ମୃତ୍ଯୁ ହୋଇଥିବାବେଳେ, କଟକରୁ ୨ ଜଣ ମୃତ୍ଯୁବରଣ କରିଛନ୍ତି । ଏହାସହିତ କେନ୍ଦୁଝର, ଗଞ୍ଜାମ ଓ ନୟାଗଡ ଜଣେ…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାଳୀୟ ଦଳନ ବେଶ

ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାଳୀୟ ଦଳନ ବେଶ । ଶ୍ରୀମନ୍ଦିରରେ ଚାଲିଥିବା କୃଷ୍ଣ ଭାବାତ୍ମକ ବେଶର ଆଜି ଦ୍ୱିତୀୟ ଦିନ । ମଧ୍ୟାହ୍ନ ଧୂପ ପରେ ଆଜି କାଳୀୟ ଦଳନ ବେଶରେ ଦର୍ଶନ ଦେବାର ପରମ୍ପରା ରହିଛି । ଭାଦ୍ରବ ମାସ କୃଷ୍ଣ ଏକାଦଶୀ ତିଥିରେ ଶ୍ରୀକୃଷ୍ଣ ଏକ ଭୟଙ୍କର ସର୍ପକୁ ଦଳନ…

ୱାର୍ଡ଼ ନଂ – ୧୨ରେ ଜୀବନ ବିନ୍ଦୁ ରକ୍ତ ଦାନ ଶିବିର

ଭୁବନେଶ୍ଵର : ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ତରଫରୁ ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସରୁ ଆରମ୍ଭ ହୋଇଥିବା ଜୀବନବିନ୍ଦୁ ରକ୍ତ ଦାନ ଶିବିରର ଆଜି ଉଦଯାପନୀ ଦିବସରେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ୱାର୍ଡ଼ ନଂ - ୧୨, ରେଲୱେ ସ୍କୁଲ ପରିସରରେ ଆୟୋଜନ ହୋଇଯାଇଛି । ଏହି…

ସାରଥୀ ହେଲେ ପାଣ୍ଡିଆନ

ଭୁବନେଶ୍ୱର: ନବୀନଙ୍କ ରଥରେ ପାଣ୍ଡିଆନ ସାରଥୀ। ହଁ ଆଜି ଏହିଭଳି କିଛି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ଆଜି ରାଜ୍ୟ ସ୍ତରୀୟ ପବିତ୍ର ସ୍ୱାଧୀନତା ଦିବସର ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ସ୍ଥିତ ପ୍ରଦର୍ଶନୀ ପଡିଆକୁ ଆସିଥିଲେ। ଏହି ସମୟରେ…

ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ

ନୂଆଦିଲ୍ଲୀ  : ଭାରତର ୭୪ ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଲାଲକିଲ୍ଲା ଠାରୁ କ୍ରମାଗତ ସପ୍ତମ ଥର ପାଇଁ ପତାକା ଉତ୍ତୋଳନ କରିବା ପରେ ପ୍ରଧାନମନ୍ତ୍ରୀ…

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ ପଶିଲା କରୋନା

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ ପଶିଲା  କରୋନା। ଯୁଗ୍ମ ସଚିବ ଲବ ଅଗ୍ରଓ୍ଵାଲ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଟ୍ବିଟ କରି ନିଜେ  ଏହି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ ସେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ଗାଇଡଲାଇନ ଅନୁସାରେ ଘରେ ଏକାନ୍ତବାସରେ ରହିବାକୁ ଯାଉଛନ୍ତି ।…

ଘରକୁ ସ୍ୱର୍ଗ ପରି ଘଡି ତୋଳନ୍ତି ଏହି ଧରଣର ମହିଳା ମାନେ

ସାଧାରଣତଃ ଭାରତୀୟ ସଂସ୍କୃତିରେ ମହିଳା ମାନଙ୍କୁ ଘରର ଲକ୍ଷ୍ମୀ ବା ଅନ୍ନପୂର୍ଣ୍ଣାଙ୍କ ଅନୁରୂପ ଭାବେ ଧରା ଯାଇଥାଏ । କାରଣ ମହିଳା ମାନେ ଘରର ଦାୟିତ୍ୱ ସୁରୁଖୁରୁରେ ତୁଲାଇବା ସହ ପରିବାରର ଛୋଟ ବଡ ସମସ୍ତଙ୍କ ଦାୟିତ୍ୱ ଖୁବ ଭଲ ଭାବେ ତୁଲାଇ ପାରନ୍ତି । ବର୍ତ୍ତମାନର ଆଧୁନିକ ସମୟରେ ଏମିତି ବି…