Odia News Portal

ଆମ ପୋଲିସ ସମିତି ପକ୍ଷରୁ ଗଡ଼ିଲା କରୋନା ସଚେତନତା ରଥ

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଆମ ପୋଲିସ ସମିତି ପକ୍ଷରୁ  ଗଡ଼ିଲା କରୋନା ସଚେତନତା ରଥ।  ଏହି ରଥ ବିଭିନ୍ନ ଗାଁ ପରିକ୍ରମା କରି ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ କରୋନା ସଚେତନତାର ବାର୍ତ୍ତା ବାଣ୍ଟିବ । ରାଇରଙ୍ଗପୁର SDPO ସ୍ନେହାଶିଷ ସାହୁ ଓ ଗ୍ରାମାଞ୍ଚଳ…

ଟୁଇନ ସିଟିରେ ଗଣେଶ ପୂଜା ମନା

ଭୁବନେଶ୍ବର()   କରୋନାକୁ ଦୃଷ୍ଟିରେ ରଖି କମିଶନରେଟ ପୁଲିସ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ତାହା ହେଲା ଚଳିତ ବର୍ଷ ଟୁଇନ ସିଟିରେ ଗଣେଶ ପୂଜା ହେବ ନାହିଁ ।  କରୋନା ପାଇଁ ଏ ବର୍ଷ କଟକ ଓ ଭୁବନେଶ୍ୱରରେ ଗଣେଶ ପୂଜାକୁ ବାରଣ କରାଯାଇଛି ।  ଟୁଇନ ସିଟିରେ କୌଣସି…

୧୫ ଶିକ୍ଷାନୁଷ୍ଠାନକୁ ନୋଟିସ

ଭୁବନେଶ୍ୱର()  ଗତକାଲି ପ୍ରକାଶ ପାଇଥିବା +୨ ବିଜ୍ଞାନ ଫଳାଫଳରେ ଶୂନ ରେଜଲ୍ଟ ପାଇଁ ୧୫ଟି ଶିକ୍ଷାନୁଷ୍ଠାନକୁ ନୋଟିସ କରାଯାଇଛି ।  ରାଜ୍ୟ ସରକାରଙ୍କ ପକ୍ଷରୁ ୧୫ଟି ଉଚ୍ଚ ମାଧ୍ୟମିକ ସ୍କୁଲକୁ ନୋଟିସ ଜାରି କରାଯାଇଛି ।  ଏବର୍ଷ କାହିଁକି ଆଡମିଶନ ଅନୁମତି ରଦ୍ଧ ନହେବ ଏବଂ…

ରାଜ୍ୟରେ ଆଉ ୯ ଜୀବନ ନେଲା କରୋନା

ଭୁବନେଶ୍ୱର() ଆଜି ୧୯୮୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୯ଜୀବନ ନେଇଛି କରୋନା । ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ୩, ମୟୁରଭଞ୍ଜରୁ ୨, କଟକରୁ ୨, କନ୍ଧମାଳ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୩୧୪କୁ…

ଆଜି ସର୍ବାଧିକ ୧୯୮୧ ପଜିଟିଭ୍, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର()  ଆଜି ସର୍ବାଧିକ ୧୯୮୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୨୨୫ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୭୫୬ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨ ହଜାର ୬୫୩ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ…

ରାଜ୍ୟରେ ଗତ ୨୪ ଘଣ୍ଟାରେ ସର୍ବାଧିକ କରୋନା ଟେଷ୍ଟ କରାଯାଇଛି

ଭୁବନେଶ୍ୱର()  କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଟେଷ୍ଟିଂ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏନେଇ ରାଜ୍ୟରେ ଗତ ୨୪ ଘଣ୍ଟାରେ ସର୍ବାଧିକ କରୋନା ଟେଷ୍ଟ କରାଯାଇଛି ।  ଗୋଟିଏ ଦିନରେ ସର୍ବାଧିକ ୪୦ ହଜାର ୭୧୧ଟି ଟେଷ୍ଟ କରାଯାଇଛି । ଆଟଟିପିସିଆର, ଆଣ୍ଟିଜେନ ଓ ଟ୍ରୁନଟ ମାଧ୍ୟମରେ ଟେଷ୍ଟ…

ରାଜ୍ୟରେ ସଂକ୍ରମଣ ସଂଖ୍ୟା ଡବଲ ହେବାକୁ ୧୮ ଦିନ ଲାଗୁଛି

କରୋନା ଡରାଉଛି । ବିଶ୍ୱ ଇତିହାସରେ ମାନବ ଜାତି ହୁଏତ ଆଗରୁ କେବେ ଏମିତି ମହାମାରୀ ଦେଖିନଥିଲା । ମାନବ ଇତିହାସ ବ୍ଲାକ୍ ଡେଥ୍ ଠାରୁ ସ୍ପେନିସ୍ ଫ୍ଲୁ ଭଳି ମହାମାରୀ ଦେଖିଛି । କିନ୍ତୁ କେବେ ମଧ୍ୟ ପୁରା ଦୁନିଆ ପାଖାପାଖି ୬ ମାସ ପର୍ଯ୍ୟନ୍ତ ଲକଡାଉନ୍ ଭିତରେ ରହିନଥିଲା । ବିକଶୀତ ଦେଶଠାରୁ…

ସଚ୍ଚୋଟ କରଦାତାଙ୍କ ପାଇଁ ନୂଆ ବ୍ୟବସ୍ଥା

ନୂଆଦିଲ୍ଲୀ() ଟିକସ ସୁଧାର ନେଇ ନୂଆ କାର୍ଯ୍ୟକ୍ରମର ଆଜି ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ କହିଛନ୍ତି ଯେ, ଦେଶରେ କରଦାତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ସଚ୍ଚୋଟ କରଦାତାଙ୍କ ପାଇଁ ନୂଆ ବ୍ୟବସ୍ଥା ଲାଗୁ ହୋଇଛି । ସ୍ୱଚ୍ଛ କରଦାତାଙ୍କୁ ଡରିବାର କିଛି ନାହିଁ ।…

ଦୁର୍ଦ୍ଦାନ୍ତ ଅପରାଧୀ ଅଜୟ ଗିରଫ, ବନ୍ଧୁକ ସହ ୪ଟି ଅଫୁଟା ଗୁଳି ଜବତ

ଖୋର୍ଦ୍ଧା: ଦୁର୍ଦ୍ଦାନ୍ତ ଅପରାଧୀ ଅଜୟ ନାୟକକୁ ଗିରଫ କରିଛି ଜଟଣୀ ଥାନା ପୋଲିସ। ଜଟଣୀ ବାଛେରା ଗ୍ରାମରେ ଆଇଆଇସି ଚଢ଼ାଉ କରି ଅଜୟକୁ ଗିରଫ କରିଥିବା ସୂଚନା ମିଳିଛି । ତା ନିକଟରୁ ଗୋଟିଏ ବନ୍ଧୁକ ଓ ଚାରିଗୋଟି ଜୀବନ୍ତ ଗୁଳି ଜବତ କରିଛି ପୋଲିସ। ଅଜୟ ନାମରେ ଜଟଣୀ ବ୍ୟତିତ ଆଖପାଖ ଥାନାରେ…

ବଡ଼ ଖବର,ଦିନକରେ ୬୬ ହଜାର ୯୯୯ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ()    ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪୭ ହଜାର ୩୩କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୯୪୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୬୬ ହଜାର ୯୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩ ଲକ୍ଷ ୯୬ ହଜାର ୬୩୭କୁ ବୃଦ୍ଧି ପାଇଛି ।…