ବାଧ୍ୟତାମୂଳକ ଅବସର ନେବେ ୫୦ ବର୍ଷରୁ ଅଧିକ ବୟସର ପୋଲିକର୍ମୀ
ଦୁର୍ନୀତିଗ୍ରସ୍ତ ପୋଲିସ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେବା ପାଇଁ ଉତ୍ତରପ୍ରଦେଶର ଯୋଗୀ ସରକାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଡିଜିପି ହେଡକ୍ୱାର୍ଟରେ ଏଭଳି କୁଖ୍ୟାତ ପୋଲିସର ତାଲିକା ପଠାଇବାକୁ ସମସ୍ତ ପୋଲିସ ୟୁନିଟ୍, ଆଇଜି ରେଞ୍ଜ ଓ ଏଡିଜିଙ୍କୁ ଚିଠି ଲେଖିଛନ୍ତି । ୩୧ ମାର୍ଚ୍ଚ…
