ଧର୍ମଶାଳାରେ ଜନ ସଚେତନତା କାର୍ଯ୍ୟକ୍ରମ ଓ ମାସ୍କ ବଣ୍ଟନ
ଧର୍ମଶାଳା() ଆଜି ଧର୍ମଶାଳା ନିର୍ବାଚନ ଅନ୍ତର୍ଗତ ରସୁଲପୁର ଜୋନର ଜନ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ, କୋରେଇ ନିର୍ବାଚନ ମଣ୍ଡଳୀର ବିଧାୟକ ଅଶୋକ କୁମାର ବଳ ଏବଂ ରସୁଲପୁର ଜୋନର ସରପଞ୍ଚ, ସମିତି ସଭ୍ୟ,…
