ଶାଶୂଘରେ ରହିବା ବୋହୂର ଅଧିକାର
ନୂଆଦିଲ୍ଲୀ() ଗୁରୁବାର ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଶୁଣାଇଛନ୍ତି। ଘରୋଇ ହିଂସା ଅଧିନିୟମ ଅଧିନରେ ବୋହୂକୁ ନିଜ ସ୍ବାମୀଙ୍କ ପିତା-ମାତାଙ୍କ ଘରେ ରହିବାର ଅଧିକାର ଅଛି। ଜଷ୍ଟିସ୍ ଅଶୋକ ଭୂଷଣଙ୍କ ଅଧକ୍ଷତାରେ ୩ ଜଣିଆ ଖଣ୍ଡପୀଠ ତରୁଣ ବାତ୍ରାଙ୍କ ମାମଲାରେ ଏଭଳି ରାୟ ଶୁଣାଇଛନ୍ତି।…
