Odia News Portal

ଆଉ ୧୨ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୫୯କୁ ବୃଦ୍ଧି

ଭୁବନେଶ୍ୱର() ରାଜ୍ୟରେ ଆଜି ୧୬୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨ଜଣଙ୍କ ଜୀବନ ନେଇଛି କରୋନା । ମୃତକଙ୍କ ମଧ୍ୟରୁ ଗଞ୍ଜାମ, କେନ୍ଦୁଝର, କନ୍ଧମାଳ ଓ ଖୋର୍ଦ୍ଧାରୁ ୨ଜଣ ଲେଖାଏଁଙ୍କ ମୃତ୍ୟୁ ହୋଇଛି । ଏହାସହ  ବାଲେଶ୍ୱର, ବରଗଡ଼, ଗଜପତି ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ…

ଆଜି ଆଉ ୧୬୪୩ ପଜିଟିଭ, ଖୋର୍ଦ୍ଧାରୁ ୨୭୪, ୬୨୫ ଲୋକାଲ କେସ

ଭୁବନେଶ୍ବର() ଆଜି ରାଜ୍ୟରେ ୨୮ଟି ଜିଲ୍ଲାରୁ ରେକର୍ଡ ସଂଖ୍ୟାକ ୧୬୪୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୦୧୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୬୨୫ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୪ ହଜାର ୧୯୩ କୁ ବୃଦ୍ଧି କରିଛି…

ନୂଆ ସିଏଜି ଭାବେ ଶପଥ ଗ୍ରହଣ କଲେ ଗିରୀଶ ଚନ୍ଦ୍ର ମୁର୍ମୁ 

ନୂଆଦିଲ୍ଲୀ() ଭାରତର ନୂଆ ସିଏଜି ଭାବେ ଗିରୀଶ ଚନ୍ଦ୍ର ମୁର୍ମୁ  ଶପଥ ଗ୍ରହଣ କରିଛନ୍ତି  । ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଏହି ଅବସରରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ…

ବିଏସ୍‍ଏନ୍‍ଏଲ୍‍ ଗ୍ରାହକସେବା କେନ୍ଦ୍ରରୁ ଛୁ ମାରୁଛନ୍ତି କର୍ମଚାରୀ

ଭୁବନେଶ୍ଵର : କରୋନା ଏବେ ବିଏସ୍‍ଏନ୍‍ଏଲ୍‍ କର୍ମଚାରୀଙ୍କ ପାଇଁ ମଉକା ଆଣିଛି । ସଂକ୍ରମଣ ଭୟକୁ ଆଳ କରି ଅଫିସ୍‍ରୁ ଛୁ ମାରୁଛନ୍ତି । ଏଥିଯୋଗୁଁ ଗ୍ରାହକମାନେ ଘଣ୍ଟା ଘଣ୍ଟା ଧରି କର୍ମଚାରୀଙ୍କୁ ଅପେକ୍ଷା କରିବା ସହିତ ହଇରାଣ ହରକତ ହେଉଛନ୍ତି । ମଧ୍ୟାହ୍ନ ଭୋଜନ ଖାଇବାକୁ କିଏ ଦେଢଘଣ୍ଟା…

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରକ୍ଷା ପଞ୍ଚମୀ ନୀତି

ପୁରୀ : ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରକ୍ଷା ପଞ୍ଚମୀ ନୀତି। ମହାପ୍ରଭୁଙ୍କୁ ସୁବର୍ଣ୍ଣ ରାହୁରେଖା ଲାଗି କରାଯିବ। ଯେଉଁ ରତ୍ନଚିତା ଓ ସ୍ୱର୍ଣ୍ଣ ରାହୁରେଖା ସ୍ନାନପୂର୍ଣ୍ଣିମା ରାତିରେ ଅଣସର ଘରେ ଓଲାଗି ହୋଇଥାଏ। ସେଥିମଧ୍ୟରୁ ରତ୍ନଚିତା…

୨ ଯୁବକଙ୍କୁ ଗଛରେ ବାନ୍ଧି ନିର୍ଦ୍ଧୁମ ଛେଚିଲେ ଗାଁ ଲୋକେ, କଣ ପାଇଁ ଆସନ୍ତୁ ଜାଣିବା

ଜଗତସିଂପୁର :  ବିବାହିତ ମହିଳାଙ୍କ ଘରୁ ୨ ଯୁବକଙ୍କୁ ଆପତ୍ତି ଜନକ ଦ୍ରବ୍ୟ ସହ ଧରିବା ପରେ ବହେ ଛେଚିଲେ ଗାଁ ଲୋକେ । ଦୁହିଁଙ୍କୁ ଗଛରେ ବାନ୍ଧି ନିର୍ଦ୍ଧୁମ ଛେଚିବା ସହ ରାତିସାରା ଗଛରେ ବାନ୍ଧି ରଖିଲେ ।ଏପରି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା କନକପୁର…

ଆଜି-କାଲି ସପ୍ତାହାନ୍ତ ସଟ୍‌ଡାଉନ୍‌ : ରାସ୍ତାଘାଟ ଶୂନଶାନ୍

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣରେ ରୋକ୍‌ ଲଗାଇବାକୁ ଆଜିଠାରୁ ଲାଗୁ ହେବ ସପ୍ତାହାନ୍ତ ସଟ୍‌ଡାଉନ୍‌ । କରୋନା ସଂକ୍ରମଣରେ ଆଗୁଆ ଥିବା ଗଞ୍ଜାମ, ଖୋର୍ଦ୍ଧା, କଟକ, ଗଜପତି ଜିଲ୍ଲା ସହ ରାଉରକେଲା ସହରରେ ଅଗଷ୍ଟ ମାସ ଶେଷ ଯାଏ ପ୍ରତିି ଶନିବାର ଓ ରବିବାର ସଟ୍‌ଡାଉନ ରହିବ । ଏହାଛଡ଼ା…

ଭାରତରେ ହେବ ୨୦୨୧ ଟି ୨୦ ବିଶ୍ୱକପ୍‌ କ୍ରିକେଟ୍‌

ମୁମ୍ବାଇ : ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ୨୦୨୧ରେ ହେବାକୁ ଥିବା ଟି ୨୦ ବିଶ୍ୱକପ୍‌ କ୍ରିକେଟ୍‌ ଭାରତରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି । ଅନ୍ତର୍ଜାତୀୟ କ୍ରିକେଟ୍‌ କାଉନ୍‌ସିଲ୍‌ (ଆଇସିସି) ତା’ର ବୋର୍ଡ ବୈଠକରେ ଏହା ଘୋଷଣା କରିଛି । ୨୦୨୧ ଅକ୍ଟୋବର-ନଭେମ୍ବରରେ ଖେଳ…

ପ୍ରେମରେ ପଡିଲେ ଶରୀର ରହିବ ସୁସ୍ଥ ! ଆସନ୍ତୁ ଜାଣିବା କେମିତି

ପ୍ରେମ ଏକ ବହୁତ ସୁନ୍ଦର ଅନୁଭବ। ‘ପ୍ରେମ’ ଦୁଇଟି ଆତ୍ମାର ନିଃସର୍ତ୍ତ ମିଳନ । ପ୍ରେମ ନୈସର୍ଗିକ, ପ୍ରେମ, ଶାଶ୍ୱତଃ ଓ ଚିରନ୍ତନ । ପ୍ରେମ ସମ୍ପର୍କରେ କବି ଓ କଥାକାରଙ୍କ ବହୁ ନିଦର୍ଶନ ରହିଛି । ତେବେ ପ୍ରେମର ବୈଜ୍ଞାନିକ ତଥ୍ୟ ବିଷୟର କ୍ୱଚିତ୍‌ ଜାଣିଥିବେ । ପ୍ରେମ କରିବା ଦ୍ୱାରା ଜଣେ…

ମିଥ୍ୟା ଗୁଜବ ଯୋଗୁଁ ପଡିରହିଛି ହୃଷୀକେଶଙ୍କ ମୃତଦେହ

ଯାଜପୁର : ହଜିଗଲା ମାନବିକତା, ମ୍ୟାଲେରିଆ ଜ୍ୱରରେ ପୀଡିତ ହୃଷୀକେଶଙ୍କୁ ନେଲା ନାହିଁ ସରକାରୀ ଅମ୍ବୁଲାନ୍ସ, ସନ୍ଦେହ ପାଲଟିଲା ସର୍ବନାଶ,ଆମେ କହୁଛୁ ଯାଜପୁର ଜିଲ୍ଲା ବଡଚଣା ବ୍ଲକ ସିହା ପଂଚାୟତ ଅଧିନସ୍ଥ କମ୍ପିରା ଗ୍ରାମର ହୃଷୀକେଶଙ୍କ ବିଷୟରେ ହୃଷୀକେଶ ସାହୁ, ବୟସ-୫୫। ପରିବାରର ଗୁଜୁରାଣ…