Odia News Portal

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ କର୍ମକ୍ଷେତ୍ରରେ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ। ଆପୋଷ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ। ପରୋକ୍ଷ ଶତ୍ରୁତା କାରଣରୁ ଆତ୍ମୀୟସ୍ବଜନ ଦୂରେଇ ଯାଇପାରନ୍ତି। ମନକୁ ବୁଝାଇ ଟେନ୍‌ସନ କମିଯିବା ସକାଶେ ଚେଷ୍ଟା କରିବେ। ବୃଷ ଆଜି ଆନୁଷ୍ଠାନିକ…

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା

ଥିରୁଅନନ୍ତପୁରମ : କେରଳର କୋଝିକୋଡ ବିମାନ ବନ୍ଦରରେ ବିମାନ ଦୁର୍ଘଟଣା। ଦୁବାଇରୁ କେରଳର କୋଝିକୋଡକୁ ଆସୁଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ (IX-1344) ଦୁର୍ଘଟଣାର ଶିକାର ହୋଇଛି। ସଂଧ୍ୟା ୭ଟା ୪୦ରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ ବିମାନ…

ପୁଣି ୧୧୫ କେଜି ଗଞ୍ଜେଇ ଜବତ

ମୋହନା : ଲାଗୁଛି ଯେମିତି ଚୋରା ଗଞ୍ଜେଇ ବେପାରୀଙ୍କ ଭୂସ୍ୱର୍ଗ ପାଲଟିଛି ଗଜପତି ଜିଲ୍ଲାର ମୋହନା ଅଞ୍ଚଳ। ପ୍ରାୟତଃ ଦିନେ ଦୁଇ ଦିନରେ ଥରେ ମୋହନା କିମ୍ବା ଅଡବା ଥାନା ଅଞ୍ଚଳରେ କ୍ବିଣ୍ଟାଲ କ୍ବିଣ୍ଟାଲ ଗଞ୍ଜେଇ ଜବତ କରାଯାଉଛି । ଶୁକ୍ରବାର ସକାଳୁ ପୁଣି ୧୧୫ କେଜି ଗଞ୍ଜେଇ ଜବତ କରିଛି ଅଡବା…

ମାତ୍ର ୧୫୦ ଟଙ୍କା ପାଇଁ ଏଠିକାର ମହିଳା କରୁଛନ୍ତି ବେଶ୍ୟାବୃତ୍ତି

କରୋନା ମହାମାରୀ ଅନେକ ଲୋକଙ୍କ ଜୀବନଜୀବିକାକୁ ବରବାଦ କରିଦେଇଛି। ଯେଉଁମାନେ ପୂର୍ବରୁ ନିଜ ଜୀବନକୁ ଦୁର୍ବିସହ ଭାବେ ଜିଉଁଥିଲେ, ସେମାନଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି କରୋନା। କରୋନା କାହାର ଭାତ ହାଣ୍ଡି ଛଡାଇନେଇଥିବା ବେଳେ ଆଉ କାହାର ରୋଜଗାର ଉପରେ ପ୍ରଭାବ ପକାଇଛନ୍ତି। କରୋନା ଯୋଗୁଁ…

ଆଜି ସୁସ୍ଥ ହୋଇଛନ୍ତି ସର୍ବାଧିକ ୧୮୧୦ ଆକ୍ରାନ୍ତ

ଭୁବନେଶ୍ଵର :  କରୋନାରୁ ଆଜି ସୁସ୍ଥ ହୋଇଛନ୍ତି ସର୍ବାଧିକ ଆକ୍ରାନ୍ତ। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୮୧୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ଟ୍ବିଟ କରି ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏହି ସୁସ୍ଥଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମର ୭୦୦,…

ଏବେ ବିନା ଇଣ୍ଟରନେଟରେ କରିପାରିବେ ମୋବାଇଲ ଏବଂ କାର୍ଡରୁ ପେମେଣ୍ଟ,

ଏବେ ଅଫଲାଇନ ଅର୍ଥାତ୍‌ ବିନା ଇଣ୍ଟରନେଟରେ କାର୍ଡ କିମ୍ବା ମୋବାଇଲ ଜରିଆରେ ପେମେଣ୍ଟ କରିପାରିବେ। ଭାରତୀୟ ରିଜର୍ଭ ବ୍ୟାଙ୍କ ପାଇଲଟ ଆଧାରରେ ଏହାକୁ କରିବା ପାଇଁ ଅନୁମତି ଦେଇଛନ୍ତି। ଏହା ଜରିଆରେ ଆପଣ ଥରକେ ୨୦୦ ଟଙ୍କା ହିଁ ଟ୍ରାଞ୍ଜାକ୍ସନ କରିପାରିବେ। ପୂର୍ବରୁ ଆପଣ କେବଳ ଇଣ୍ଟରନେଟ ଥିଲେ…

ପତଞ୍ଜଳି ଉପରେ ଲଗିଲା ୧୦ ଲକ୍ଷ ଟଙ୍କାର ଜରିମନା

ନୂଆଦିଲ୍ଲୀ : ଯୋଗ ଗୁରୁ ବାବା ରାମଦେବଙ୍କ ପତଞ୍ଜଳି ଆୟୁବେଦ  ଓ ଦିବ୍ୟ ମନ୍ଦିର ଯୋଗ ଟ୍ରଷ୍ଟ  ଦେବେ ୧୦ ଲକ୍ଷ ଟଙ୍କାର ଜରିମନା। ଏନେଇ ଆଜି ମାଡ୍ରାସ ହାଇକୋର୍ଟ ଏହି ନିର୍ଦେଶ ଦେଇଛନ୍ତି। କୋର୍ଟ ଏହି ଜରିମନା ଲଗାଇବା ପଛରେ ରହିଛି ବାବା ରାମଦେବଙ୍କ ପତଞ୍ଜଳି ଦ୍ବାରା ପ୍ରସ୍ତୁତ  କରୋନ ଔଷଧ…

ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ଭାବରେ ଶପଥ ଗ୍ରହଣ କଲେ ମନୋଜ ସିହ୍ନା

ଜମ୍ମୁ() ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଉତ୍ତରପ୍ରଦେଶର ବରିଷ୍ଠ ବିଜେପି ନେତା ମନୋଜ ସିହ୍ନା ଆଜି ଜମ୍ମୁ-କାଶ୍ମୀରର ନୂତନ ଉପରାଜ୍ୟପାଳ ଭାବରେ ଶପଥ ଗ୍ରହଣ କରିଛନ୍ତି। ଗତ ବର୍ଷ ରାଜ୍ୟ ବିଭାଜିତ ହୋଇ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହେବା ପରେ ବିଜେପି ନେତା ମନୋଜ ସିହ୍ନା…

୭ ଜଣିଆ ଗ୍ୟାଙ୍ଗକୁ ଗିରଫ କଲା ପୁରୀ ପୋଲିସ

ପୁରୀ : ପଣ୍ଡ ହେଲା ଡକାୟତୀ ଯୋଜନା। ପୋଲିସ କବଜାକୁ ଆସିଲେ ପୁରୀରେ ଆତଙ୍କ ଖେଳାଇଥିବା କୁ୍ଖ୍ୟାତ ଡକାୟତ ଗ୍ୟାଙ୍ଗ। ପୁରୀର ଡାଇମଣ୍ଡ ଜୁଏଲାରୀରେ ଡକାୟତି କରିବାକୁ  ଯୋଜନା କରୁଥିଲେ ଏହି ୭ ଜଣିଆ ଗ୍ୟାଙ୍ଗ। ଶ୍ରୀଜଗନ୍ନାଥ ପାର୍କିଂ ଅଞ୍ଚଳରୁ ସେମାନଙ୍କୁ ଗିରଫ କରାଯାଇଛି । ସେମାନଙ୍କ…

ଆଜି କଟକ ସହରରୁ ପୁଣି ୮୧ ପଜିଟିଭ ଚିହ୍ନଟ

କଟକ : କଟକ ସହରରୁ ୮୧ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଟ୍ୱିଟ ଜରିଆରେ ସୂଚନା ଦେଲେ ସିଏମସି କତ୍ତୃପକ୍ଷ । ଆଜି କଟକ ଜିଲ୍ଲାରୁ ୧୨୪ ଜଣ ଚିନ୍ହଟ ହୋଇଥିବା ବେଳେ ସେମଧ୍ୟରୁ କଟକ ସହରରୁ ୮୧ ଜଣ ଅଛନ୍ତି । ଏହାକୁ ମିଶାଇ ସହରରେ ୧୪୭୦ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମଧ୍ୟରୁ ୭୬୭ ଟି…