Odia News Portal

ଆଉ ୨ ପ୍ଲାଜମା ବ୍ୟାଙ୍କ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ() ବ୍ରହ୍ମପୁର ଓ ବୁର୍ଲାରେ ନୂଆ ପ୍ଲାଜମା ବ୍ୟାଙ୍କ ଉଦଘାଟିତ ହୋଇଛି । ଭିଡ଼ିଓ କନଫରେନ୍ସ ଜରିଆରେ ୨ଟି ପ୍ଲାଜମା ବ୍ୟାଙ୍କ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ କଟକ, ଭୁବନେଶ୍ୱର ଓ ରାଉରକେଲାରେ ପ୍ଲାଜମା ବ୍ୟାଙ୍କ ହୋଇଥିଲା । ପ୍ଲାଜମା ବ୍ୟାଙ୍କ ଉଦଘାଟନ…

ଭୁବନେଶ୍ବରରୁ ଆଉ ୧୩୭ ପଜିଟିଭ

ଭୁବନେଶ୍ୱର() ଆଜି ପୁଣି ୧୩୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଚିହ୍ନଟ ହୋଇଥିବା ୧୩୭ଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୧୩ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨୪ଜଣ ଚିହ୍ନଟ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରୁ…

ଶ୍ରୀରାମ ମନ୍ଦିର ଆମ ରାଷ୍ଟ୍ରୀୟ ଭାବନାର ପ୍ରତୀକ ହେବ

ଉତ୍ତରପ୍ରଦେଶ()  ଅଯୋ ରାମ ମନ୍ଦିରର ଭୂମିପୂଜା ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମ ମନ୍ଦିରର ଭୂମିପୂଜା ଓ ଶିଳାନ୍ୟାସ କରିଛନ୍ତି ।  ସ୍ୱତନ୍ତ୍ରଭାବେ ନିର୍ମିତ ରୁପା ଇଟାରେ ମୋଦୀ ଏହାର ଶିଳାନ୍ୟାସ କରିଛନ୍ତି ।…

ପୂର୍ବତନ ପୋଲିସ ଡିଜି ଏସ୍.ଏନ୍. ତିୱାରୀଙ୍କ ଦେହାନ୍ତ

ଭୁବନେଶ୍ୱର() ଆରପାରିରେ ପୂର୍ବତନ ପୋଲିସ ଡିଜି ଏସ୍.ଏନ୍. ତିୱାରୀ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିିଥିବା ନେଇ ସୂଚନା ମିଳିଛି । ମୃୃତ୍ୟୁ ବେଳକୁ ତାଙ୍କୁ ୮୧ବର୍ଷ ବୟସ ହୋଇଥିଲା । ସେ କ୍ୟାନସର ପୀଡ଼ିତ ଥାଇ ଚିକିତ୍ସିତ ହେଉଥିଲେ ।

ଆଇଏଏସ ବିଶ୍ୱରଞ୍ଜନଙ୍କୁ ଉତ୍ତର ବିଧାୟକଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ବର : ଦୃଢ ଇଚ୍ଛାଶକ୍ତ ଓ ଅଧ୍ୟବସାୟ ଆଗରେ ଦାରିଦ୍ର୍ୟ କିପରି ହାର ମାନେ ତାହା ଶ୍ରୀକୁମାର ବିଶ୍ୱରଞ୍ଜନ ପ୍ରମାଣିତ କରିଦେଇଛନ୍ତି । ବାପା ପେଷାରେ ଜଣେ ଦର୍ଜୀ । ବ୍ୟବସାୟ କର ନିଜର ସୀମିତ ସମ୍ବଳ ଭିତରେ ଏବଂ ନାନା ପ୍ରକାରର ଅଭାବ ଅନାଟନରେ ଚଳୁଥିବା ବେଳେ ନିଜ ପୁଅକୁ ଆଇଏଏସ…

ଧର୍ମେନ୍ଦ୍ରଙ୍କ ପାଇଁ ଲିଙ୍ଗରାଜ ମନ୍ଦିରରେ ବିଜେପିର ଦୀପଦାନ

ଭୁବନେଶ୍ୱର() କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନାରେ ଆକ୍ରାନ୍ତ ହେବା ଖବର ଓଡିଶାରେ ପହଞ୍ଚିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାଙ୍କର ଆଶୁଆରୋଗ୍ୟ କାମନା କରାଯାଇ ପୂଜାପାଠ ଓ ଦୀପଦାନ ଭଳି କାର୍ଯ୍ୟକ୍ରମମାନ ଗ୍ରହଣ କରାଯାଉଛି । ବହୁସଂଖ୍ୟାରେ ବିଜେପି କର୍ମୀ ଓ ନେତାମାନେ…

ରାମ ମନ୍ଦିର ଭୂମି ପୂଜନ ପକ୍ରିୟା ଆରମ୍ଭ ,ଜାଣନ୍ତୁ ପ୍ରଧାନମନ୍ତ୍ରୀ ପିନ୍ଧିଥିବା ବସ୍ତ୍ରର ବିଶେଷ୍ବତ

ଅଯୋଧ୍ୟା ରାମ ମନ୍ଦିର ଭୂମି ପୂଜନ ପକ୍ରିୟା ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ପହଁଞ୍ଚି ସବୁଠାରୁ ପ୍ରଥମେ ହନୁମାନଗଢୀ ମନ୍ଦିରରେ ପୂଜା କରିଥିଲେ। ଏହି ସମୟରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଥିଲେ। ମନ୍ଦିରରେ ଭୂମି ପୂଜନ ସ୍ଥଳରେ…

ତଦନ୍ତ କରିବ ସିବିଆଇ

ନୂଆଦିଲ୍ଲୀ () ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତୁ୍ୟ ମାମଲାର  ତଦନ୍ତ କରିବ ସିବିଆଇ  । ଏହି ମାମଲାର ସିବିଆଇ ତଦନ୍ତ ପାଇଁ ମଙ୍ଗଳବାର ବିହାର ସରକାର ସୁପାରିଶ କରିଥିଲେ । ବିହାର ସରକାରଙ୍କ ଆବେଦନକୁ ଶେଷରେ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି ।  ଏହି ମାମଲାର ସିବିଆଇ ତଦନ୍ତ ପାଇଁ…

ଦିନକରେ ରାଜ୍ୟରେ ୯ ମୁଣ୍ଡ ନେଲା କରୋନା, ଜାଣନ୍ତୁ ମୃତକଙ୍କ ସମ୍ପୁର୍ଣ୍ଣ ତଥ୍ୟ

ଭୁବନେଶ୍ୱର() ୨୪ ଘଣ୍ଟା ମଧ୍ୟରେ ଆଉ ୯ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୨୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି । ମୃତ ୯ ଜଣଙ୍କ ମଧ୍ୟରୁ…

ଆଜି ଟ୍ବିନ୍‌ ସିଟିରେ ଏତିକି ସମୟ ବନ୍ଦ ରହିବ ଟ୍ରାଫିକ

ଭୁବନେଶ୍ବର() ମହାମାରୀ କୋଭିଡ୍‌ ସାରା ମାନବ ସମାଜ ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରିଛି । ଏ ସଂକଟ କାଳରେ ଆମ କୋଭିଡ୍‌ ଯୋଦ୍ଧାମାନଙ୍କ ନିଷ୍ଠା ଓ ତ୍ୟାଗର ପଟାନ୍ତର ନାହିଁ । ସେମାନଙ୍କ ସେବାରୁ ଆମ ରାଜ୍ୟରେ ମୃତ୍ୟୁହାର କମ୍‌ ରହିଛି । ଆସନ୍ତୁ ଏହି ଆଗଧାଡ଼ିର କୋଭିଡ୍‌ ଯୋଦ୍ଧାଙ୍କ ତ୍ୟାଗ…