Odia News Portal

ଦିନକରେ ୯ ମୁଣ୍ଡ ନେଲା କରୋନା, ଜାଣନ୍ତୁ ମୁତକ କେଉଁ ଅଞ୍ଚଳର….

ଭୁବନେଶ୍ୱର() ୨୪ ଘଣ୍ଟା ମଧ୍ୟରେ ଆଉ ୯ ଜଣ କରୋନା ଆକ୍ରାନ୍ତଙ୍କ ଦେହାନ୍ତ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୧୬ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଘାତକ କରୋନା ୯ଜଣ ମୁଣ୍ଡ…

ରିଚା ଭଦ୍ରା କରୋନା ପଜିଟିଭ

ମୁମ୍ବାଇ : ଲୋକପ୍ରିୟ ଧାରାବାହିକ ‘ଖିଚ୍‌ଡି’ର ଅଭିନେତ୍ରୀ ରିଚା ଭଦ୍ରା କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ଏହି ସୂଚନା ଦେଇଛନ୍ତି । ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ରିଚା ଲେଖିଛନ୍ତି, ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି । ମୋ…

ଘୁଷୁରୀ ଖାଇବାକୁ ଆସି ଫଶିଗଲା କୁମ୍ଭୀର

ରାଜନଗର: ଘୁଷୁରୀ ଖାଇବାକୁ ଆସି ଫଶିଗଲା କୁମ୍ଭୀର। କେନ୍ଦ୍ରାପଡ଼ା ଇନ୍ଦୁପୁରସ୍ଥିତ ବିରୂପା ନଦୀ ପଠାରେ ଏକ ଖାଲ ଭିତରେ କୁମ୍ଭୀରଟି ଫଶିଯାଇଛି। ଗତକାଲି କୁମ୍ଭୀରଟି ଏକ ଘୁଷୁରୀକୁ ପାଣି ଭିତରକୁ ଟାଣି ନେଇଥିଲା। ଏହାପରେ ଅଧାଖିଆ ଅବସ୍ଥାରେ ଛାଡି ଚାଲିଯାଇଥିଲା। ଏହାପରେ ପୁଣି ସନ୍ଧ୍ୟାରେ…

ଇମ୍ୟୁନିଟି ବୁଷ୍ଟର ବିଜ୍ଞାପନ ପରେ ସାଧାରଣ ଲୋକେ ଜଳକା

ଭୁବନେଶ୍ୱର : କରୋନା ପ୍ରକୋପ ବଢିବା ସହିତ ଲୋକଙ୍କୁ ଏବେ ‘ଇମ୍ୟୁନିଟି ବୁଷ୍ଟର’ ବା ରୋଗ ପ୍ରତିରୋଧ ପାଇଁ ମିଳୁଥିବା ବିଭିନ୍ନ ସାମଗ୍ରୀର ବିଜ୍ଞାପନ ବାଉଳା କଲାଣି । ଅବସ୍ଥା ଏଭଳି ହୋଇଛି ଲୋକେ କରୋନାରୁ ରକ୍ଷା ପାଇବାପାଇଁ ଏକାଧିକ କମ୍ପାନୀର ସାମଗ୍ରୀ ଖରିଦ କରୁଥିବାବେଳେ କମ୍ପାନୀ ଗୁଡିକ…

ମାଟି ହାଣି ଏବେ ଚର୍ଚ୍ଚାରେ ଉପଜିଲ୍ଲାପାଳ

ବରଗଡ଼ : ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ ଦରୁଆନ ସୋମବାର ରୁଟିନ୍‌ ଗସ୍ତରେ ବାହାରିଥିବା ସମୟରେ ମନରେଗା କାମର ଖାଲି ସମୀକ୍ଷା କଲେ ନାହିଁ, ନିଜେ କୋଡ଼ି କୋଦାଳ ଧରି ବିଲକୁ ଓହ୍ଲାଇ ମାଟିହାଣି ପ୍ରବାସୀ ଶ୍ରମିକଙ୍କୁ ଉତ୍ସାହିତ କରିଛନ୍ତି । ଏଥିସହ ଏଠି କାମ ଥିବାରୁ ବାହାରକୁ କେହି ଯିବାର…

ରକ୍ଷା କବଚରେ ବନ୍ଧା ହେଲେ କରୋନା ଯୋଦ୍ଧା ଓ ସୁରକ୍ଷା କର୍ମୀ

ନବରଙ୍ଗପୁର : ଦେଶର ସୁରକ୍ଷା ପାଇଁ ସୀମାରେ ଲଢୁଛନ୍ତି ଯବାନ । ଆଉ ଏବେ ଅଦୃଶ୍ୟ ଶତ୍ରୁ ସହ ଲଢ଼େଇ କରୁଛନ୍ତି କରୋନା ଯୋଦ୍ଧା । ସେଇମାନେ ହିଁ ଆମର ପ୍ରକୃତ ଭାଇ । ସମସ୍ତଙ୍କୁ ଘରେ ରହିବାକୁ କହି ଆମ ସୁରକ୍ଷା ପାଇଁ ନିଜେ ବାହାରେ ବିପଦକୁ ବରଣ କରିଛନ୍ତି । ତେଣୁ ଏ ଭାଇମାନଙ୍କ ହାତରେ ରାକ୍ଷୀ…

ଜୁଆ ଆଡ୍ଡା ଉପରେ ଚଢାଉ : ୧୭ ଜଣ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ବଡ ବଜାର ଥାନା ପୋଲିସ ପକ୍ଷରୁ ଚଢାଉ । ଏକ ଜୁଆ ଆଡ୍ଡା ଉପରେ ଚଢାଉ କରି ୧୭ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୨୬ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଓ ୧୨ଟି ମୋବାଇଲ ଫୋନ୍‌ ଜବତ ହୋଇଛି । ବଡ ବଜାର ଥାନା ଅର୍ନ୍ତଗତ ପ୍ରହଲ୍ଲାଦନଗର ପ୍ରଥମ ଲାଇନରେ ଦୀର୍ଘ ଦିନ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ ଏବଂ କାର୍ଯ୍ୟସିଦ୍ଧି ହେବ। କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ପାରିବାରିକ କ୍ଷେତ୍ରରେ ସାମାନ୍ୟ ଅସୁବିଧା ଥିବାର ଅନୁଭବ କରିବେ।…

ପ୍ଲାଜମା ଦାନ ପାଇଁ ଆଗଭର ହେଲେ ୪ ଯୁବକ

କାମାକ୍ଷାନଗର : ମହାମାରୀ କରୋନାରେ ପୀଡିତ ଲୋକଙ୍କ ଜୀବନ ରକ୍ଷା ପାଇଁ ଆଗଭର ହୋଇଛନ୍ତି ୪ଯୁବକ । ଏହି ଚାରିଜଣ ଯୁବକ କରୋନା ସଂକ୍ରମିତ ପରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ଢେଙ୍କାନାଳ ଜିଲ୍ଲାର ଏହି ଚାରି ଜଣ ଯୁବକ ସୋମବାର ପ୍ଲାଜମା ଦାନ କରିବାକୁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ…

ବଡ ଖୁସି ଖବର ଦେଲା ସ୍ବାସ୍ଥ୍ୟ ବିଭାଗ, ଆଜି ରେକର୍ଡ ସଂଖ୍ୟକ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ଵର : ରାକ୍ଷୀ ପୁର୍ଣ୍ଣିମାରେ ବଡ ଖୁସି ଖବର ଦେଲା ସ୍ବାସ୍ଥ୍ୟ ବିଭାଗ । ରାଜ୍ୟରେ ଆଜି ରେକର୍ଡ ସଂଖ୍ୟାକ ୧୧୧୯ କରୋନାରୁ ସୁସ୍ଥ ହୋଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ।  ଆଜି ରେକର୍ଡ ସଂଖ୍ୟକ ୧୧୧୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ଟ୍ବିଟ ଯୋଗେ ସୂଚନା ଦେଇଛି ସ୍ବାସ୍ଥ୍ୟ…