ସୁପ୍ରିମକୋର୍ଟ ଯାହା ନିର୍ଦ୍ଦେଶ ଦେବେ ତାହାକୁ ମାନିବୁ
ଭୁବନେଶ୍ବର() ୟୁଜି ଓ ପିଜିର ଶେଷ ସେମିଷ୍ଟରକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଶେଷ ସେମିଷ୍ଟର ପରୀକ୍ଷା ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି । ସବୁ ରାଜ୍ୟକୁ ଏହା ଉପରେ ଲିଖିତ ଭାବେ ଦେବାକୁ ସୁପ୍ରିମକୋର୍ଟ ୩ ଦିନ ସମୟ ଦେଇଥିଲେ । ତେଣୁ ରାଜ୍ୟ…
