Odia News Portal

ଚିଠି ଲେଖାଯିବା ପଛରେ ବିଜେପିର ଷଡ଼ଯନ୍ତ୍ର ରହିଛି

ନୂଆଦିଲ୍ଲୀ() ଦେଶର ସବୁଠୁ ପୁରୁଣା ରାଜନୈତିକ ଦଳ ଭାରତୀୟ ଜାତୀୟ କଂଗ୍ରେସରେ ଏବେ ନେତୃତ୍ୱ ପରିବର୍ତ୍ତନର ପୂର୍ବାଭାସ ଦେଖାଦେଇଛି । ରାହୁଲ ଗାନ୍ଧୀଙ୍କୁ ଦଳର ଦାୟିତ୍ୱ ଦେବା ନିମନ୍ତେ ଦଳ ଭିତରୁ ଦାବି ହେଉଥିବାବେଳେ ଏନେଇ କିଛି ନେତା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିଲେ । ଏହି…

କଟକରେ ICU ସୁବିଧା ଥିବା ଦ୍ୱିତୀୟ କୋଭିଡ ହସ୍ପିଟାଲ

କଟକ() ଆଜି ଠାରୁ କାର୍ୟ୍ୟକ୍ଷମ ହେବାକୁ ଯାଉଛି କଟକରେ ICU ସୁବିଧା ଥିବା ଦ୍ୱିତୀୟ କୋଭିଡ ହସ୍ପିଟାଲ । ଜଗତପୁର ସଦଗୁରୁ ହସ୍ପିଟାଲକୁ ରାଜ୍ୟ ସରକାର କୋଭିଡ ହସ୍ପିଟାଲ ଭାବରେ ଗ୍ରହଣ କରିଛନ୍ତି । ୧୫୦ ବେଡ଼ ବିଶିଷ୍ଟ ଏହି ହସ୍ପିଟାଲରେ ଆଜିଠାରୁ ସେବା ଆରମ୍ଭ ହେବ । ଏଠାରେ ଆଇସିୟୁ ସୁବିଧା…

ଆଦିତ୍ୟଙ୍କ ମୃତ୍ୟୁ ମାମଲା, ୪ଜଣଙ୍କ ହେବ ଲାଏ ଡିଟେକସନ ଟେଷ୍ଟ

ଭୁବନେଶ୍ୱର() ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ କେତେ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହି ମାମଲାର ପର୍ଦ୍ଦାଫାସ ହୋଇ ପାରିନାହିଁ । ଏହି ମାମଲାର ବର୍ତ୍ତମାନ ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ । ଏହି ମାମଲାର ଶୀର୍ଷରେ ପହଞ୍ଚିବା ନେଇ ୪ଜଣଙ୍କ ଲାଏ ଡିଟେକସନ ଟେଷ୍ଟ କରିବ…

କରୋନାରେ ଆଉ ୧୦ ଜଣଙ୍କର ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୪୧୯କୁ ବୃଦ୍ଧି

ଭୁବନେଶ୍ବର() ଆଜି ରାଜ୍ୟରେ ୨୯୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୧୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି…

ଆଜି ୨୯୪୯ ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧାକୁ କାଟିଲା କଟକ

ଭୁବନେଶ୍ବର()ରାଜ୍ୟରେ ଆଜି୨୯୪୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୮୨୬ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୧୨୩ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧ ହଜାର ୪୭୯ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ…

କିଏ ଧରିବ କଂଗ୍ରେସର ମଙ୍ଗ ?

ନୂଆଦିଲ୍ଲୀ()   ଆଜି ବସିବ ସିଡବ୍ଲୁସି ବୈଠକ । ୨୩ ଜଣ ବରିଷ୍ଠ ନେତାଙ୍କ ଚିଠି ଉପରେ କଂଗ୍ରେସରେ ହେବ ମାନସ ମନ୍ଥନ । ଦଳରେ ଆମୂଳଚୂଳ ପରିବର୍ତ୍ତନ ପାଇଁ ସୋନିଆଙ୍କୁ ଚିଠି ଲେଖିଛନ୍ତି ୫ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ, ବହୁ ସିଡବ୍ଲୁସି ସଦସ୍ୟ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ସାଂସଦ ।…

ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା, ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର() ଉତ୍ତର ବଙ୍ଗୋପସାଗରରେ ଆଜି ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ୨୬ ତାରିଖ ଯାଏ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହାସହ ଆଜି ୯ ଜିଲ୍ଲାକୁ ଅରେଞ୍ଜ ଓ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ…

ଅବସରପ୍ରାପ୍ତ ଅଧିକାରୀଙ୍କୁ ଠିକା ନିଯୁକ୍ତି ଦୌଡ଼ରେ ଯୋଗାଣ ନିଗମ

ଭୁବନେଶ୍ୱର : ଅବସରପ୍ରାପ୍ତ ଅଧିକାରୀଙ୍କୁ ନିଯୁକ୍ତି ଦେବା ଦୌଡରେ ଏବେ ସାମିଲ ହେବାକୁ ଯାଉଛି ଓଡିଶା ରାଜ୍ୟ ଯୋଗାଣ ନିଗମ । ନିଗମକୁ ଡେପୁଟେସନରେ ଆସି ୫ବର୍ଷ କାର୍ଯ୍ୟ କରିଥିବା ଜଣେ ଯନ୍ତ୍ରୀଙ୍କୁ କିଭଳି ଏଠାରେ ପୁଣିଥରେ ଠିକାରେ ରଖାଯିବ ସେଥିପାଇଁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ ।…

ସ୍କିପିଂ କରିବା ସମୟରେ ଏହି ୮ଟି ଟିପ୍‌ସ ପ୍ରତିଧ୍ୟାନ ଦିଅନ୍ତୁ

ବିଶେଷଜ୍ଞ କହିବା କଥା ରୁଟିନ୍‌ ବ୍ୟାୟାମରେ ଅବହେଳା କରନ୍ତୁ ନାହିଁ । କାରଣ ଶରୀରରୁ ଝାଳ ବାହାରିବା ଓ ଶରୀର ସକ୍ରିୟ ରହିବା ଦ୍ୱାରା ବହୁ ସଂଖ୍ୟାରେ ଲାଭ ହୋଇଥାଏ । ବ୍ୟାୟାମ ଦ୍ୱାରା ମୁଡ୍‌ ବୁଷ୍ଟ ହେବ, ଶକ୍ତି ମିଳିବା, ସାଧାରଣରେ ସ୍ୱାସ୍ଥ୍ୟ ଠିକ୍‌ ରହିବା ଆଦି ହୋଇଥାଏ । ନିୟମିତ…

ମହିଳାଙ୍କୁ ବଳାତ୍କାର କରି ଫଟୋ ଭାଇରାଲ୍‌, ଯୁବକ ଗିରଫ

ରାଇରଙ୍ଗପୁର : ବିବାହିତା ମହିଳାଙ୍କୁ ବଳାତ୍କାର କରି ଫଟୋ ଭାଇରାଲ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗରେ ଅଭିଯୁକ୍ତକୁ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।ଅଭିଯୁକ୍ତ ଜଣଙ୍କ ହେଲେ ମଣ୍ଟୁ ଓରଫ ସୁନୀଲ କାରୁଆ । ସୂଚନା ଅନୁଯାୟୀ ବହଳଦା ଥାନା…