Odia News Portal

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ମଙ୍ଗଳଙ୍କ ସପ୍ତମରେ ଚନ୍ଦ୍ର ଯୋଗୁ ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବେ। ସତର୍କତା ଅଭାବରୁ ଧନହାନି ଘଟିବାର ସୂଚନା ରହିଛି । କୌଣସି ବିଜାତୀୟ ବ୍ୟକ୍ତିର ଶତ୍ରୁତା ହେତୁ କୌଣସି କାମ ଶୃଙ୍ଖଳିତ ଭିତ୍ତିରେ ହୋଇପାରିବ ନାହିଁ । ବ୍ୟବସାୟ କ୍ଷେତ୍ର, କଳା, ଗବେଷଣା ଓ ଅନୁସନ୍ଧାନାଦି…

କାଲିଠାରୁ ବ୍ରହ୍ମପୁର ସହରବାସୀଙ୍କୁ ମିଳିବ ଆଶ୍ବସ୍ତି

ବ୍ରହ୍ମପୁର : କାଲିଠାରୁ ବ୍ରହ୍ମପୁର ସହରବାସୀଙ୍କୁ ମିଳିବ ଆଶ୍ବସ୍ତି। ଦୀର୍ଘଦିନର ବ୍ୟବଧାନ ପରେ ସ୍ବାଭାବିକ ହେବାକୁ ଯାଉଛି ବ୍ରହ୍ମପୁର ସହର ସ୍ଥିତି। କରୋନା ଯୋଗୁଁ ବନ୍ଦ ହୋଇଯାଇଥିଲା ବିଭିନ୍ନ ବାଣିଜ୍ୟ ପ୍ରତିଷ୍ଠାନ ଓ ବେସରକାରୀ ସଂସ୍ଥା। ଲୋକଙ୍କୁ  ସହର ମଧ୍ୟକୁ  ପ୍ରବେଶ ଓ ପ୍ରସ୍ଥାନ…

ନୀଳକଣ୍ଠେଶ୍ୱର ମନ୍ଦିରରେ ସାମୁହିକ ପ୍ରାର୍ଥନା ଦୀପଦାନ

ଭୁବନେଶ୍ୱର : ରାଜଧାନୀର କେନ୍ଦ୍ରସ୍ଥଳରେ ଥିବା ନୁଆପଲ୍ଲୀ ଗ୍ରାମ ଯେଉଁଠି ମଧ୍ୟ ଭୁବନେଶ୍ୱରର ଲୋକପ୍ରିୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଆଶୁ ଆରୋଗ୍ୟ କାମନା ନିମନ୍ତେ ସ୍ଥାନୀୟ ବାସିନ୍ଦା ପୂଜାର୍ଚ୍ଚନା କରିଛନ୍ତି । ବିଧାୟକ ନିଜର ପରୋପକାରୀ ମନୋଭାବ ଯୋଗୁଁ କୋଭିଡ ଲକ୍ଷଣର ଶିକାର ହେବା…

ବେସାହାରାଙ୍କ ସାହାରା ପାଲଟିଲେ ଜାରକା ରୋଟାରୀ କ୍ଲବ୍

ଯାଜପୁର : ଗତ ଲଘୁଚାପଜନିତ ପ୍ରବଳ ବର୍ଷାରେ ଭାଙ୍ଗିଛି ଅନେକ କଚ୍ଚା ଘର । କେଉଁଠି କାନ୍ଥ ପଡିଛି ତ ଆଉ କେଉଁଠି ଝାଟିମାଟି ଘର ମାଟିରେ ଲୋଟିଛି । ଫଳରେ ଦୁର୍ଦ୍ଦିନରେ ବିତୁଛି ବିପନ୍ନଙ୍କ ଜୀବନ । ତେବେ ଏଭଳି ସମୟରେ କିଛି ସ୍ୱେଚ୍ଛାସେବୀ ସଂଗଠନ ସେମାନଙ୍କୁ ସହାୟତା କରିବାକୁ ଆଗେଇ ଆସିଛି ।…

ଆଉ ଏକ ଲଘୁଚାପ : ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ କହିଲେ ଏସଆରସି

ଭୁବନେଶ୍ୱର : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ବାଂଲାଦେଶ ଓ ଏହା ସଂଲଗ୍ନବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ୨୪ରେ ଏହା ଲଘୁଚାପରେ ପରିଣତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହାର ପ୍ରଭାବରେ ଆସନ୍ତାକାଲିଠୁ ତିନି…

ମାତ୍ର ତିନୋଟି ଝାଡୁ ଆପଣଙ୍କୁ କରିପାରେ ମାଲାମାଲ

ଯଦି ଆପଣ ଆର୍ଥିକ ସମସ୍ୟାରେ ଚିନ୍ତାରେ ଅଛନ୍ତି। ଆଉ ଧନ କମାଇବାରେ ସବୁ ପ୍ରଚେଷ୍ଟା ବିଫଳ ହେଉଛି ତାହେଲେ କିଛି ଉପାୟ ଆପଣଙ୍କୁ ଲକ୍ଷ୍ମୀଙ୍କୁ ଆଗମନ କରିବାକୁ ବାଧ୍ୟ କରିଦେବ। ଲାଲ କିତାବ ଅନୁଯାୟୀ ଶୁଭ ଦିନରେ ଝାଡୁ ଦାନ କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି। ଶାସ୍ତ୍ର…

ଆଜି ପୁଣି ଭୁବନେଶ୍ୱରରୁ ୩୧୭ କରୋନା ଚିହ୍ନଟ

ଭୁବନେଶ୍ୱର : ରାଜଧାନୀରେ ଆଜି ୩୧୭ କରୋନା  ଆକ୍ରାନ୍ତ ଚିହ୍ନଟ। ଆଜି ଖୋର୍ଦ୍ଧା ଜିଲ୍ଲାରେ ୬୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏଥିରୁ ବିଏମସିର ୩୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବାର ଟ୍ବିଟ  ଯୋଗେ ସୂଚନା ଦେଇଛି  ବିଏମସି। ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି…

‘ଇନ୍‌ଟୁ ଦ ୱାଇଲ୍ଡ’ରେ ବିୟର ଗ୍ରିଲ୍‌ସଙ୍କ ସହ ଖିଲାଡ଼ି ଷ୍ଟାର ଅକ୍ଷୟ

ମୁମ୍ବାଇ : ଖିଲାଡ଼ି ଷ୍ଟାର ଅକ୍ଷୟ କୁମାରଙ୍କୁ ପ୍ରସିଦ୍ଧ ଆଡ୍‌ଭେଞ୍ଚର ସୋ’ ‘ଇନ୍‌ଟୁ ଦ ୱାଇଲ୍ଡ ୱିଥ୍‌ ବିଅର ଗ୍ରିଲସ’ର ସ୍ୱତନ୍ତ୍ର ଏପିସୋଡ୍‌ରେ ଦେଖିବାକୁ ମିଳିବ । ସେପ୍ଟେମ୍ବର ୧୧ ତାରିଖରେ ଡିସ୍‌କଭରି ପ୍ଲସ ଆପ୍‌ ଏବଂ ୧୪ ତାରିଖରେ ଡିସ୍‌କଭରି ଚ୍ୟାନେଲରେ ଏହାର ପ୍ରସାରଣ କରାଯିବ ।…

ମୁଁ ଆଉ କେଉଁ ମେଡାଲ ଜିତିଲେ ମୋତେ ଅର୍ଜୁନ ପୁରସ୍କାର ମିଳିବ : ସାକ୍ଷୀ ମଲ୍ଲିକ

ଖେଳ ମନ୍ତ୍ରଣାଳୟ ପୂର୍ବ ଖେଳ ରତ୍ନ ବିଜେତା ସାକ୍ଷୀ ମଲ୍ଲିକ ଏବଂ ମୀରାବାଈ ଚାନୁ ଅର୍ଜୁନ ପୁରସ୍କାର ଦେବାକୁ ମନା କରିବାର ଗୋଟେ ଦିନ ପରେ ଭାରତୀୟ କୁସ୍ତି ଯୋଦ୍ଧା ସାକ୍ଷୀ ମଲ୍ଲିକ ମୁହଁ ଖୋଲିଛନ୍ତି। ସାକ୍ଷୀ ମୋଦିଙ୍କୁ ଟ୍ଵିଟ କରି କହିଛନ୍ତି, ମୁଁ ଆଉ କେଉଁ ମେଡାଲ ଜିତିଲେ ମୋତେ ଅର୍ଜୁନ…

ବିଧାୟକ ଅନନ୍ତଙ୍କ ପାଇଁ ଆଶୁ ଆରୋଗ୍ୟ କାମନା ନିମନ୍ତେ ସମୂହ ଦୀପଦାନ

ଭୁବନେଶ୍ୱର :  ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଜଣେ ପରୋଉପକାରୀ ବହୁ ପରିଚିତ ଲୋକପ୍ରିୟ ବିଧାୟକ । ସାରାଜୀବନ ସେ ଜନସାଧାରଣ ମାନଙ୍କର ସେବା ପାଇଁ ନିଜ ଜୀବନକୁ ସମର୍ପଣ କରିଦେଇଛନ୍ତି । ଲଗଡାଉନ ଠାରୁ ଆରମ୍ଭ କରି covid ପଯେଟିବି ହେବା ପୂର୍ବ ପର୍ଯ୍ୟନ୍ତ ଲୋକ ମାନଙ୍କ ପାଇଁ ଶୁଖିଲା…