Odia News Portal

ଆସୁଛି ୫ ଲଢୁଆ ରାଫେଲ

ନୂଆଦିଲ୍ଲୀ()  ଭାରତ ଅଭିମୁଖେ ବାହାରିଲା ୫ଟି ଲଢୁଆ ରାଫେଲ ବିମାନ  । ଫ୍ରାନ୍ସରୁ ସମ୍ପୃକ୍ତ ୫ଟି ରାଫେଲ ବିମାନ ଯାତ୍ରା ଆରମ୍ଭ କରିଛି ।  ୩ଟି ଡବଲ ସିଟର ଓ ୨ଟି ସିଙ୍ଗଲ ସିଟର ରାଫେଲ ବିମାନ ଭାରତ ଅଭିମୁଖେ ବାହାରିଛି ।  ୩୬ଟି ରାଫେଲ ବିମାନ ପାଇଁ ମୋଟ ୫୯…

ସମ୍ ହସପିଟାଲର ସଫଳତା, ସୁସ୍ଥ ହେଲେ ୭୦% ପୋଡ଼ି ହୋଇଯାଇଥିବା ମହିଳା

ଭୁବନେଶ୍ୱର() ରୋଷେଇ ସମୟରେ ଗ୍ୟାସ ସିଲିଣ୍ଡରରେ ବିସ୍ଫୋରଣ ଘଟିବା ଯୋଗୁଁ ଜଣେ ମହିଳାଙ୍କର ଶରୀରର ୭୦ ପ୍ରତିଶତ ପୋଡି ହୋଇଯାଇଥିଲେ ମଧ୍ୟ ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କରି ଘରକୁ ଫେରାଇବାର ସଫଳ ହୋଇଛି ଆଇଏମଏସ ଆଣ୍ଡ ସମ୍ ହସପିଟାଲ୍ । ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)…

କରୋନା ମୃତକଙ୍କ ପିଲା କିଟରେ ମାଗଣା ପଢିବେ

ଭୁବନେଶ୍ୱର() କରୋନାରେ ଯେଉଁ ମାନେ ସଂକ୍ରମିତ ହୋଇ ମୃତ୍ୟୁବରଣ କରୁଛନ୍ତି ସେମାନଙ୍କ ପିଲାଙ୍କୁ କିଟ ବିଶ୍ୱ ବିଦ୍ୟାଳୟ ମାଗଣାରେ ପାଠ ପଢାଇବ । ଯୋଗ୍ୟତା ଅନୁସାରେ ସେମାନଙ୍କୁ ଯେକୌଣସି ବୈଷୟିକ ଓ ବୃତିଗତ ପାଠ୍ୟକ୍ରମରେ ସମ୍ପୁର୍ଣ୍ଣ ମାଗଣାରେ ପଢିବାର ସୁଯୋଗ ଦିଆଯିବ ବୋଲି କିସ…

ଅନୁ ଜଳସମ୍ପଦ, ସୁରେନ୍ଦ୍ର କୁମାର ଖଣି ଇସ୍ପାତ

ଭୁବନେଶ୍ୱର() ରାଜ୍ୟ ସରକାର ଉଚ୍ଚ ପଦସ୍ଥ ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି । ଆରକେ ଶର୍ମାଙ୍କୁ କୃଷି ଉତ୍ପାଦନ କମିଶନର ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ସଚିବ ଅନୁ ଗର୍ଗଙ୍କୁ ଜଳ ସମ୍ପଦ ବିଭାଗ ସଚିବ ଭାବେ ନିଯୁକ୍ତି ଦିଆଯାଇଛି ।…

୨୯ରେ ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର() ଚଳିତ ମାସ ୨୯ ତାରିଖରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିଖ୍ୟା ମନ୍ତ୍ରୀ ସମୀର ଦାସ । ଚଳିତ ବର୍ଷ ୧୯ ଫେବୃଆରୀରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ମାର୍ଚ୍ଚ ୨ରେ ଶେଷ ହୋଇଥିଲା  । ପ୍ରାୟ ୫.୬ ଲକ୍ଷ ଛାତ୍ରଛାତ୍ରୀ…

ଦିନକରେ ୫୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ()   ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩୨ ହଜାର ୭୭୧କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୭୦୮ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୪୯ ହଜାର ୯୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୩୫ ହଜାର ୪୫୩କୁ ବୃଦ୍ଧି ପାଇଛି ।…

ଶୀର୍ଷ ୩ ରାଜ୍ୟ ମଧ୍ୟରେ ଓଡ଼ିଶା

ଆମେରିକାର ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟର ଗବେଷକ ଏବଂ ସ୍ୱିଜରଲାଣ୍ଡର ‌ଏରୋ‌ସୋଲ୍ ଇଣ୍ଡଷ୍ଟ୍ରି ପକ୍ଷରୁ ହୋଇଥିବା ଅନୁଧ୍ୟାନରେ ଓଡ଼ିଶା ସଂପର୍କରେ ଏକ ଭଲ ତଥ୍ୟ ସାମ୍ନାକୁ ଆସିଛି। ସଂସ୍ଥା କହିଛି ଯେ କରୋନା ମହାମାରୀ ମୁକାବିଲା ଦିଗରେ ତଥ୍ୟ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥାଏ।…

ସମ୍ପର୍କ ଡୋରିରେ ବାନ୍ଧି ହେଲେ ପୁନମ

ବୋଲ୍ଡ ଫଟୋ ଏବଂ ଭିଡିଓ ପାଇଁ ବେଶ୍‌ ଚର୍ଚ୍ଚିତ ମଡେଲ କମ୍‌ ଅଭିନେତ୍ରୀ ପୁନମ ପାଣ୍ଡେ। ସବୁବେଳେ ଦର୍ଶକଙ୍କୁ ନିଜର ହଟ୍‌ ଅନ୍ଦାଜ ଦେଖାଇ ପାଗଳ କରୁଥିବା ପୁନମ ଏବେ ସମ୍ପର୍କ ଡୋରିରେ ବାନ୍ଧି ହେବାକୁ ଯାଉଛନ୍ତି। ପୁନମ୍ ପାଣ୍ଡେ ନିଜ ଲଙ୍ଗ୍ ଟାଇମ୍ ବୟଫ୍ରେଣ୍ଡ ସ୍ୟାମ୍ ବମ୍ବେଙ୍କ ସହ…

ଆଗକୁ ରାକ୍ଷୀପୂର୍ଣ୍ଣିମା, ଚିନ୍ତାରେ ବ୍ୟବସାୟୀ

ଭୁବନେଶ୍ଵର : ବ୍ୟବସାୟିକ ସହର ଜଟଣୀ ରାଜ୍ୟରେ ସିଜିନ ବ୍ୟବସାୟ ପାଇଁ ପ୍ରସିଦ୍ଧ । ମାତ୍ର ୫ ବର୍ଷ ହେଲା ଏହି ସିଜିନାଲ୍ ବ୍ୟବସାୟ ଉପରେ ଦାଉ ସାଜିଛି ପ୍ରାକୃତିକ ଦୁର୍ବିପାକ । ଦଶହରା ହେଉ ଅବା ହୋଲି ପ୍ରତ୍ୟେକ ପର୍ବପର୍ବାଣିରେ କିଛିନା କିଛି ବିପର୍ଯ୍ୟୟ ହେଉଛି । ଫଳରେ ବ୍ୟବସାୟ…

ରାଜ୍ୟରେ ଆଉ ୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୧୪୭କୁ ବୃଦ୍ଧି

ଭୁବନେଶ୍ୱର() ଆଜି ରାଜ୍ୟରେ ୧୫୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଗଞ୍ଜାମରୁ ଆଜି ସର୍ବାଧିକ ୩ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ଖୋର୍ଦ୍ଧା, କଟକ,…