ରେଲୱେ ଓ୍ୱେବ୍ ସାଇଡ଼କୁ ହ୍ୟାକିଂ ଅଭିଯୋଗ
ପାରାଦୀପ : ରେଲୱେ ଓ୍ୱେବ୍ ସାଇଡ଼କୁ ହ୍ୟାକିଂ ଅଭିଯୋଗ । ଓ୍ୱେବ ସାଇଟ୍କୁ ହ୍ୟାକିଂ କରିବା ସହ ଅଗ୍ରିମ ଟିକେଟ ବୁକିଂ କରାଯିବା ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ହ୍ୟାକରକୁ ଗିରଫ କଲା ପାରାଦୀପ ରେଳ ସୁରକ୍ଷା ବଳ ।
ସୂଚନାଯୋଗ୍ୟ ଯେ, ଯାତ୍ରୀଙ୍କ ଟିକେଟ ବୁକିଂ ପାଇଁ ରେଳବାଇ…
