Odia News Portal

ଲୁହା ନୁହେଁ ତମ୍ବାରେ ହେବ ଅଯୋଧ୍ୟା ରାମ ମନ୍ଦିରର ନିର୍ମାଣ

ଅଯୋଧ୍ୟାରେ ନିର୍ମାଣ ଚାଲିଥିବା ଭବ୍ୟ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଅଗଷ୍ଟ ୫ ତାରିଖରେ ଭୂମି ପୂଜନ କାର୍ଯ୍ୟ ହେବା ପରେ ନିର୍ମାଣ କାର୍ଯ୍ୟ ଚାଲିଛି। କିନ୍ତୁ ମନ୍ଦିର ନିର୍ମାଣ ପାଇଁ କୌଣସି ଲୁହାର ବ୍ୟବହାର ନୁହେଁ ବରଂ ତମ୍ବାର ଅଧିକ…

ଖୋଲିଲା ହୀରାକୁଦ ଡ୍ୟାମ୍‌ର ୪୦ଟି ଗେଟ୍‌

ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୪୦ଟି ଗେଟ୍‌ ।  ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀର ଜଳସ୍ତର ଚିନ୍ତାଜନକ ଭାବେ ବଢିଚାଲିଥିବାରୁ ଏହି ଆଶଙ୍କା ରହିଛି।  ଛତିଶଗଡ଼ରେ ପ୍ରବଳ ବର୍ଷ ଯୋଗୁଁ ହୀରାକୁଦକୁ ୮ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ କରୁଛି। ଆଜି ସକାଳ ସୁଦ୍ଧା ଉପରମୁଣ୍ଡରେ ୨୦୦…

ପପୁଙ୍କୁ ୨୫ ପ୍ରଶ୍ନ

ଭୁବନେଶ୍ବର() ଆଜି ସମାଜସେବୀ ଆଦିତ୍ୟ ଦାଶଙ୍କ ବନ୍ଧୁ ପପୁଙ୍କର ଲାଇ ଡିଟେକ୍ସନ ଟେଷ୍ଟ ଶେଷ ହୋଇଛି । ଲାଇ ଡିଟେକ୍ସନ ଟେଷ୍ଟରେ ପପୁଙ୍କୁ ୨୫ଟି ପ୍ରଶ୍ନ ପଚରାଯାଇଥିଲା । ସେହି ପ୍ରଶ୍ନ ଗୁଡିକ ହେଉଛି- ଆଦିତ୍ୟଙ୍କ ମୃତ୍ୟୁ ଦିନ ଷ୍ଟେସନରେ କ’ଣ ଦେଖିଲ? ଷ୍ଟେସନକୁ ସେ କେମିତି ଗଲେ? ସେଠାରେ…

ଘୁଞ୍ଚିଲା ଓଏଏସ ପରୀକ୍ଷା

ଭୁବନେଶ୍ୱର ()  କରୋନା ମହାମାରୀ ପାଇଁ ସେପ୍ଟେମ୍ବରରେ ହେବାକୁ ଥିବା ଓଏଏସ ପରୀକ୍ଷା ଘୁଞ୍ଚିଯାଇଛି । ନଭେମ୍ବରରେ ଓଏଏସ ମୁଖ୍ୟ ଲିଖିତ ପରୀକ୍ଷା ହେବାର ସମ୍ଭାବନା ରହିଛି । ତେବେ ପରୀକ୍ଷା ସମ୍ପର୍କୀୟ ସମସ୍ତ ତଥ୍ୟ www.opsc.gov.in ୱେବସାଇଟ ମାଧ୍ୟମରେ ସୂଚନା ଦେବ opsc।

୪ ପ୍ରମୁଖ ନଦୀ ବିପଦସଙ୍କେତ ଉପରେ ପ୍ରବାହିତ

ଭୁବନେଶ୍ୱର() ବନ୍ୟା ବିପଦ ଡାକି ଆଣିଛି ଲଗାଣ ବର୍ଷା । ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ପ୍ରମୁଖ ନଦୀରେ ଜଳସ୍ତର ବଢୁଥିବା ଜଣାଯାଇଛି । ଏବେ ରାଜ୍ୟର ୪ଟି ପ୍ରମୁଖ ନଦୀ ବିପଦସଙ୍କେତ ଉପରେ ପ୍ରବାହିତ ହେଉଥିବା ଜଣାଯାଇଛି । ସେପଟେ ବନ୍ୟା ପରିସ୍ଥିତି ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ…

ଯାଜପୁର ଜିଲ୍ଲାରେ ବନ୍ୟା ସ୍ଥିତି ସଙ୍ଗୀନ୍

ଯାଜପୁର: ଯାଜପୁର ଜିଲ୍ଲାରେ ବନ୍ୟା ସ୍ଥିତି ସଙ୍ଗୀନ୍। ଜିଲ୍ଲାର ୧୦ଟି ବ୍ଲକ ପ୍ରଭାବିତ ହୋଇଛନ୍ତି। ତା ମଧ୍ୟରୁ ଯାଜପୁର ରସୁଲପୁର ବ୍ଲକ ବିଶେଷ ଭାବେ ପ୍ରଭାବିତ ହୋଇଛି। ବ୍ଲକର ବନ୍ଧଢିହଠାରେ ବ୍ରାହ୍ମଣୀ ନଦୀରେ ଭାସିଗଲା ଦୁଇ ମହଲା ଘର । ତାସ୍‌ ଭଳି ଘରଟି ଭୁଶୁଡି ପଡି ନଦୀ ଗର୍ଭରେ…

ଭିଡ଼ିଓ କନ୍ଫରେନ୍ସରେ ସୋଆ ଏନ୍ଏସ୍ଏସ୍

ଭୁବନେଶ୍ୱର() କରୋନା ମହାମାରୀକୁ ନେଇ ସାରା ବିଶ୍ୱ ଚିନ୍ତିତ । ଭାରତ ସରକାର ତଥା ଓଡ଼ିଶା ସରକାର ମଧ୍ୟ ଏହି କରୋନା ମହାମାରୀଠାରୁ କିପରି ଜନସାଧାରଣକୁ ସୁରକ୍ଷିତ ରଖାଯିବ ତାହାକୁ ନେଇ ଅନେକ ପ୍ରଚେଷ୍ଟା ଜାରି ରଖିଛନ୍ତି । ଲକ୍ଡାଉନ୍ ଓ ସଟ୍ଡାଉନ୍ ମଧ୍ୟରେ ଅନେକ ଶିକ୍ଷାନୁଷ୍ଠାନ ଅନ୍ଲାଇନ୍…

ହାଇକୋର୍ଟ ଗଲେ ବିଦ୍ୟାଶ୍ରୀ

ଭୁବନେଶ୍ୱର()   ବହୁଚର୍ଚ୍ଚିତ  ସମାଜସେବୀ ଆଦିତ୍ୟ ଦାଶ ମୃତୁ୍ୟ  ମାମଲାରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଏହି ମାମଲାରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ହାଇକୋର୍ଟଙ୍କ  ଦ୍ୱାରସ୍ଥ ହୋଇଛନ୍ତି ।  କେବଳ ବିଦ୍ୟାଶ୍ରୀ ନୁହନ୍ତି,  ଆଦିତ୍ୟଙ୍କ ବାପା ଓ ମା’ ହାଇକୋର୍ଟଙ୍କ ଦ୍ୱାରସ୍ଥ…

ମହାନଦୀରେ ଆସୁଛି ବଡ ବନ୍ୟା

ଭୁବନେଶ୍ୱର()  ମହାନଦୀରେ  ମଧ୍ୟମରୁ ବଡ଼ ଧରଣର  ବନ୍ୟା ଆସୁଛି । ଏଭଳି ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗ  ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ।  ସେ କହିଛନ୍ତି ଯେ, ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ରେ  ପ୍ରବଳ ବର୍ଷା ହୋଇଛି ।  ସକାଳ ସୁଦ୍ଧା ଉପରମୁଣ୍ଡରେ ୨୦୦ ମିମି ବର୍ଷା ରେକର୍ଡ…

କରୋନା ନେଲା ଆଉ ୮ ମୁଣ୍ଡ, ମୃତ୍ୟୁ ସଂଖ୍ୟା ୪୫୬କୁ ବୃଦ୍ଧି

ଭୁବନେଶ୍ୱର() ରାଜ୍ୟରେ ଆଜି ୩୬୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୮ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଳାରୁ ୨ଜଣ ଲେଖାଏଁ, ବରଗଡ଼, ଭଦ୍ରକ, ବଲାଙ୍ଗୀର ଓ ରାୟଗଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାସହ ଓଡ଼ିଶାରେ…